ଅନୁଭବଙ୍କ ବାପାଙ୍କ ଏକାଦଶାହକୁ ଆସିଥିଲେ ରାଣୀ ପଣ୍ଡା । ଆଉ ଅନୁଭବଙ୍କ ବାପାଙ୍କୁ ଆଶୀର୍ବାଦ ମାଗି କହିଲେ , ତାଙ୍କ ପୁଅ ସହିତ ଜଲଦି ବିବାହ ହୋଇଯାଉ ।
କହିରଖିବୁ ଯେ ଗତ କିଛିଦିନ ତଳେ ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କର ପରଲୋକ ହୋଇଥିଲା । ଯେଉଁ ଦୁଃଖରୁ ଅନୁଭବ ଏବେ ସୁଦ୍ଧା ବାହାରି ପାରି ନାହାଁନ୍ତି । ମନରେ ଅନେକ ଦୁଃଖ ଥିଲେବି ସୁଦ୍ଧା ସେ ଯାହାକୁ ଦେଖୁଛନ୍ତି ତା …
Read More