କଟକ ଲିଙ୍କ ରୋଡ଼ରେ ନଜର ଆସିଲା ଯମଦୂତ । ସିସିଟିଭିରେ କ-ଏଦ ହେଲା ଦୃଶ୍ୟ ।

କଣ ସତରେ ମୃ-ତ୍ୟୁ ପରେ ଆତ୍ମାକୁ କଏଦ କରିବାକୁ ଯମଦୂତ ଆସନ୍ତି ? ଏକଥାକୁ ଆପଣ କାଳ୍ପନିକ କଥା କହୁଥିବେ । କିନ୍ତୁ ଆମେ ମଧ୍ୟ ଦ୍ଵନ୍ଦରେ ଯେ ହୁଏତ ସତରେ ଏଭଳି ହିଁ ହୋଇଥାଏ । ଏହା କୌଣସି ମାନଗଢ଼ା କଥା ନୁହେଁ ବରଂ ଏକ ସିସିଟିଭି ଫୋଟେଜରୁ ଜଣା ପଡ଼ିଛି । କଟକର ଜନଗହଳିପୂର୍ଣ୍ଣ ରାସ୍ତାରେ ସିସିଟିଭିରେ ଏଭଳି ଏକ ଦୃ-ଶ୍ୟ ଦେଖିବାକୁ ମିଳିଛି । କଟକର ଲିଙ୍କ ରୋଡ଼ ମାତା ମଠ ଠାରେ ଗତ କିଛିଦିନ ତଳେ ଏକ ଦୁର୍ଘ-ଟଣା ଘଟି ଯାଇଥିଲା । ଏକ ବଡ଼ ଦୁର୍ଘ-ଟଣା ଘଟିବାପୂର୍ବରୁ ଛକ ପାଖରେ ଏକ ଅଜଣା ଛାଇ ଦେଖିବାକୁ ମିଳିଛି । ଯାହାକୁ ଲୋକେ ଯମଦୂତ ବୋଲି କହୁଛନ୍ତି । କିଛି ଲୋକ ଏଡିଟଙ୍ଗ କରାଯାଇଥିବା କହୁଥିବା ବେଳେ କିଛି ଲୋକ ଏହାକୁ ବିଶ୍ୱାସ କରିଛନ୍ତି।

ଖାସ କରି ମାତା ମଠ ଠାରୁ ଜୋବ୍ରା ରିଙ୍ଗ ବନ୍ଧ ଦେଇ ଅନିକଟ ବ୍ୟାରେଜ ଯାଏଁ ରାସ୍ତା କଡ଼ରେ ଅନେକ ଗୁଡ଼ିଏ ଘରୋଇ ମେଡ଼ିକାଲ ରହିଛି । କଥା ସେତିକି ନୁହେଁ , ତେବେ ଏଭଳି ଭାବରେ ଏକାଧିକ ଘରୋଇ ମେଡ଼ିକାଲ ଥିବାରୁ ଏକାଧିକ ଗାଡ଼ି , ଆମ୍ବୁଲାନ୍ସ ଏବଂ ବାଇକ ରାସ୍ତା କଡ଼ରେ ଛିଡ଼ା ହୋଇ ରହୁଛି । ଏହାବ୍ୟତୀତ ରାସ୍ତା ଉପରେ ମଧ୍ୟ ଜନ ଗହଳି ଦେଖିବାକୁ ମିଳୁଛି ।

ଯେଉଁ କାରଣରୁ ଲୋକଙ୍କ ଯିବାଆସିବାରେ ବାଧାପ୍ରାପ୍ତ ହେଉଛି । ଏପଟେ କିଛି ଲୋକ ବେପାରୁଆ ଭାବରେ ଗାଡ଼ି ଚଳାଉଛନ୍ତି । ଯାହାକି ଦୁର୍ଘ-ଟଣାର କାରଣ ହେଉଛି । ଏଭଳି କ୍ଷେତ୍ରରେ ପ୍ରଶା-ସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା କୌଣସି ନିୟମ ପ୍ରଣୟନ କରାଯାଉ ନାହିଁ ।

ଯେଉଁ କାରଣରୁ ଲିଙ୍କ ରୋଡ଼ରୁ କିଛି ପରିସର ମଧ୍ୟରେ ଅଧିକ ଦୁର୍ଘ-ଟଣା ଘଟୁଛି । ଆଉ ଏକ ଘରୋଇ ମେଡ଼ିକାଲର ସିସିଟିଭିରେ ଏଭଳି ଏକ ଭ-ୟଙ୍କର ଦୃ-ଶ୍ୟ କ-ଏଦ ହେବା ପରେ ଅନେକ ଲୋକ ଭ-ୟ କରୁଛନ୍ତି । କାରଣ ସିସିଟିଭିରେ ମାତ୍ର କିଛି କ୍ଷଣ ପାଇଁ ଏକ ଛାଇ ସଦୃ-ଶ୍ୟ ଦେଖିବାକୁ ମିଳିଛି । ଯାହାକୁ ସମସ୍ତେ ଯମଦୂତ କହୁଛନ୍ତି । କାରଣ ସେହି ଚାଇ କୌଣସି ମନୁଷ୍ୟର ନଥିଲା । ପୁଣି ଏହି ଚାଇ ଦୃଶ୍ୟମାନ ହେବା ପରେ ସେଠାରେ ଏକ ବାଇକ ଧ-କ୍କା ଦୁର୍ଘ-ଟଣା ଘଟିଥିଲା । ଯାହାକୁ ନେଇ ଲୋକେ ଏହି ଅନୁମାନ କରୁଛନ୍ତି ଯେ ନିଶ୍ଚିତ ଭାବରେ ଏହି ରାସ୍ତାରେ ପାଦେ ପାଦେ ଯମଦୂତ ଜଗିଛନ୍ତି । ଏଠାରେ କହିରଖିବୁ ଯେ ସିସିଟିଭି ଦୃଶ୍ୟ ସତ ହେଉ କିମ୍ବା ମି-ଛ ହେଉ ଲୋକଙ୍କୁ ଏହି ସ୍ଥାନରେ ସତ-ର୍କ ରହିବା ଉଚିତ ।

Leave a Reply

Your email address will not be published. Required fields are marked *