ସ୍ୱାମୀ ମଦ ପିଇ ଘରକୁ ଆସି ଘଟାଇଲା ଏଭଳି କା-ଣ୍ଡ । ରାତିରେ ନେଇଗଲା ସ୍ତ୍ରୀର ଜୀବନ ।

ସ୍ୱାମୀ ମ-ଦ ପିଇ ଘରକୁ ଆସିବା ପରେ ସ୍ତ୍ରୀକୁ ପି-ଟି ପି-ଟି ମା-ରିଦେଲା । ଆଉ ରାତି ଅଧରେ ହିଁ ସ୍ୱାମୀ ଜଣକ ଘରକୁ ଆସି ଏଭଳି ଘ-ଟଣା ଘଟାଇ ଦେଇଛି । ବର୍ତ୍ତମାନ ମୃ-ତ ମହିଳାଙ୍କ ପରିବାର ଲୋକେ ଥା-ନାରେ ଅଭି-ଯୋଗ କରିଛନ୍ତି । ମୃ-ତ ମହିଳାଙ୍କ ପରିବାର ଲୋକେ ଥା-ନାରେ ଏତ-ଲାରେ ଦର୍ଶାଇଛନ୍ତି ଯେ ତାଙ୍କ ଝିଅକୁ ସ୍ୱାମୀ ରମେଶ , ପି-ଟି ପି-ଟି ମା-ରି ଦେଇଛି ବୋଲି ।

ସବୁବେଳେ ସ୍ୱାମୀ ରମେଶ ନିଜ ସ୍ତ୍ରୀକୁ ଶାରୀ-ରିକ ଏବଂ ମାନ-ସିକ ନିର୍ଯା-ତନା ଦେଉଥିଲା । ଏମିତିକି ଯୌ-ତୁକ ପାଇଁ ମଧ୍ୟ ଦାବି କରୁଥିଲା । ଆଉ ଏବେ ସ୍ତ୍ରୀକୁ ମା-ରି ସାରିବା ପରେ ସ୍ତ୍ରୀ ଜୀବନ ହାରି ଦେଇଛି ବୋଲି ସ୍ୱାମୀ ରେମେଶ କହିଛି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ବାଲେଶ୍ୱର ଜିଲ୍ଲା ଖଇରା ଥା-ନା ଅଧୀନରେ ଥିବା ମଲ୍ଲିକାପୁର ଗାଁରେଘଟି ଯାଇଛି ।

ରମେଶ ପରିଡ଼ାଙ୍କ ସ୍ତ୍ରୀ ହେଉଛନ୍ତି ଝରଣା ଦାସ । ଏନେଇ ଝରଣାଙ୍କ ପରିବାର ଲୋକେ ଖଇରା ଥା-ନାରେ ଅଭି-ଯୋଗ କରିଛନ୍ତି । ଝରଣାଙ୍କ ପରିବାର ଲୋକଙ୍କ କହିବା କଥା ଯେ ଝରଣାଙ୍କ ମୃ-ତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାର ଲୋକେ ଆସି ଦେଖନ୍ତି ତ ତାଙ୍କ ବେକରେ କଟା ଦାଗ ଥିଲା ଏବଂ ବହୁତ ର-କ୍ତସ୍ରା-ବ ହୋଇଥିଲା ।

କିନ୍ତୁ ତାଙ୍କ ଶାଶୁ ଘର ଲୋକେ ସେ ଜୀବନ ହାରି ଦେଇଥିବା ମି-ଛ କହୁଛନ୍ତି । ପୁଣି ରମେଶ ତାଙ୍କୁ ପ୍ରତ୍ୟେକ ଦିନ ମା-ଡ଼ ମା-ରିବା ସହିତ ଫାଷ୍ଟ ଫୁଡ଼ ଦୋକାନ ଖୋଲିବେ କହି ଘରୁ ଟଙ୍କା ଆଣିବାକୁ କହୁଥିଲେ । ତେବେ ଏହି ଘଟଣା ବିଷୟରେ ଜାଣିବା ପରେ ପୋ-ଲିସ ତ-ଦନ୍ତ ଆରମ୍ଭ କରି ଦେଇଛି ।

କିନ୍ତୁ ଏପଟେ ମୃ-ତ ମହିଳା ଝରଣାଙ୍କ ସ୍ୱାମୀ ରମେଶ ପରିଡ଼ା କହିଛନ୍ତି ଯେ , ଯେତେବେଳେ ସେ ମ-ଦ ପିଇ ଘରକୁ ଫେରିଲେ ତାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କର ଝ-ଗଡ଼ା ହୋଇଥିଲା । ଆଉ ରମେଶ ଶୋଇ ପଡ଼ିବା ପରେ ସ୍ତ୍ରୀ ନିଜେ ନିଜେ ଏଭଳି ଚରମ ନିଷ୍ପତ୍ତି ନେଇଛି । ତାହା ବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ରାତି ୧୦ ଟା ସମୟରେ ପିଲା ଛୁଆଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଝ-ଗଡ଼ା ହେଲା ତାପରେ ଦୁହେଁ ଶୋଇ ଯାଇଥିଲେ । ତାପରେ ସକାଳୁ ଉଠି ସେ ଝରଣାଙ୍କୁ ମୃ-ତ ପାଇଥିଲେ । ତେବେ ବାସ୍ତବ ଘ-ଟଣା କଣ , ତାହା ପୋଲି-ସର ତ-ଦନ୍ତ ପରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *