
କ୍ରିକେଟ ଖେଳିବା ପାଇଁ ଦିନେ ଲାଗୁଥିଲେ ମଜୁରୀ । ଆଉ ଏବେ କ୍ରିକେଟ ପଡ଼ିଆରେ କରୁଛନ୍ତି ରାଜ ।
୨୦୦୦ ମସିହା ସେପ୍ଟେମ୍ବର ୫ ରେ ରାଜସ୍ଥାନ ଜୋଧପୁରର ଏକ ଛୋଟ ଗ୍ରାମରେ ରବି ବିଷ୍ଣଇ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସରକାରୀ ସ୍କୁଲ ଶିକ୍ଷକ ଥିବା ବେଳେ ମା’ ଥିଲେ ଗୃହିଣୀ । ପିଲାଦିନେ ରବି ଅନ୍ୟ ପିଲାଙ୍କ …
Read More