
ଦୋକାନୀ ହେବେ ଉପକୃତ:- ପ୍ରଧାନମନ୍ତ୍ରୀ ଙ୍କ ନୂଆ ଯୋଜନାରେ ଦୋକାନୀଙ୍କୁ ମିଳିବ ପେନସନ, ଜାଣନ୍ତୁ କିପରି କରିବେ ଆବେଦନ।
ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରସରକାର ଅନେକ ପଦକ୍ଷେପ ନେଇଛନ୍ତି। ତେବେ ତାହା କୃଷକ ମାନଙ୍କ ପାଇଁ ହେଉ ଅବା ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣି ଉପକୃତ କରାଇଛନ୍ତି। ସେହିଭଳି କେନ୍ଦ୍ରସରକାର ଗରିବ ଏବଂ …
Read More