ନିଜ କୁକର୍ମ ଯୋଗୁଁ ବ୍ୟକ୍ତି ଜଣଙ୍କୁ ହୋଇଥିଲା ଏଡ୍ସ, ସ୍ତ୍ରୀଙ୍କ ଠାରୁ ପ୍ରତିଶୋଧ ନେବାପାଇଁ କଲେ ଏମିତି ଖରାପ ହରକତ…

ପ୍ରତିଶୋଧର ଭାବନା ବହୁତ ହିଁ ଖରାପ ହୋଇଥାଏ। ଏହି ପ୍ରତିଶୋଧ ଚକରରେ ମନୁଷ୍ୟ ଏମିତି ସୀମା ପର୍ଯ୍ୟନ୍ତ ଚାଲି ଯାଇଥାଏ କି ମଣିଷ ପଣିଆ ମଧ୍ୟ ଭୁଲି ଯାଇଥାଏ। ବର୍ତମାନ କର୍ଣ୍ଣାଟକର ଏହି ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣାକୁ ହିଁ ନେଇ ନିଅନ୍ତୁ। ଏଠାରେ ଜଣେ HIV ପଜେଟିଭ ସ୍ବାମୀ ନିଜ ସ୍ତ୍ରୀଙ୍କ ଠାରୁ ପ୍ରତିଶୋଧ ନେବାପାଇଁ ତା ସହିତ ଅସୁରକ୍ଷିତ ଯୌ-ନ ସମ୍ବନ୍ଧ କରି ନେଇଛନ୍ତି।

ବାହାଘର ପରେ ସ୍ବାମୀ ବାହାରିଲେ HIV ପଜେଟିଭ

ଆରୋପି ସ୍ବାମୀ ବୃତ୍ତିରେ କ୍ୟାବ ଡ୍ରାଇଭର ଅଟନ୍ତି। ସେ HIV ପଜେଟିଭ ମଧ୍ୟ ଅଟନ୍ତି। ସେ ବର୍ଷ ୨୦୧୫ରେ ବାହା ହୋଇଥିଲେ।୨୮ବର୍ଷିୟ ପିଡିତ ସ୍ତ୍ରୀଙ୍କର କହିବା କଥା ହେଉଛି କି ବାହାଘର ପୂର୍ବରୁ ତାଙ୍କୁ ଜଣା ନଥିଲା କି ତାଙ୍କ ସ୍ବାମୀ HIV ପଜେଟିଭ ଅଟନ୍ତି। ହେଲେ ପରେ ସ୍ତ୍ରୀ ତାଙ୍କୁ ନିଜ ସହିତ ରହିବା ପାଇଁ କୈାଣସି ପ୍ରକାରରେ ମନେଇ ନେଇଥିଲେ।

ବର୍ତମାନ ଦୁଇଜଣ ନିଜ ଭିତରେ କଣ୍ଡୋମ ସହିତ ସମ୍ବନ୍ଧ ମଧ୍ୟ ବନାଉଥିଲେ। ମହିଳା ଜଣଙ୍କ ପାଖାପାଖି ୬ବର୍ଷ ପର୍ଯ୍ୟନ୍ତ ନିଜ HIV ପଜେଟିଭ ସ୍ବାମୀଙ୍କ ସହିତ ରହୁଥିଲେ। ସେହି ସମୟରେ ସେ ଲଗାତର ନିଜ HIV ଟେଷ୍ଟ କରିବାକୁ ଲାଗିଥିଲେ କି କାଳେ ସେ ମଧ୍ୟ ସଂକ୍ରମିତ ହୋଇଯିବେ।

ଅବୈଧ ସଂପର୍କ ଯୋଗୁଁ ସ୍ତ୍ରୀ ଭାଙ୍ଗିବାକୁ ଚାହିଁଲେ ସମ୍ପର୍କ

ପୁଣି ଗୋଟିଏ ଦିନ ତାଙ୍କ ସ୍ବାମୀ ଅନ୍ୟ ଜଣେ ମହିଳାଙ୍କୁ ଘରକୁ ନେଇ ଆସିଥିଲେ।ସେ ତାଙ୍କ ସହିତ ମଧ୍ୟ ସମ୍ବନ୍ଧ ରଖିଥିଲେ। ଯେତେବେଳେ ସ୍ତ୍ରୀଙ୍କୁ ଏହି କଥାର ସୂଚନା ମିଳିଥିଲା ତ ସେ ସ୍ବାମୀଙ୍କ ଠାରୁ ସମ୍ପର୍କ ଭାଙ୍ଗିବା ପାଇଁ ଚାହିଁଥିଲେ।ସେ ଅଲଗା ରହିବାକୁ ଲାଗିଥିଲେ। ହେଲେ ଏହି କଥାକୁ ନେଇ ସ୍ୱାମୀ ନିରାଶ ହୋଇ ଯାଇଥିଲେ।ସେ ସ୍ତ୍ରୀଙ୍କ ଠାରୁ ପ୍ରତିଶୋଧ ନେବାପାଇଁ ସ୍ଥିର କରିଥିଲେ। ପୁଣି ଗୋଟିଏ ଦିନ ସେ ନିଜ ସ୍ତ୍ରୀଙ୍କୁ ବୁଝାସୁଝା କରି ବନ୍ଧୁଙ୍କ ଘରକୁ ନେଇ ଯାଇଥିଲେ।

ପ୍ରତିଶୋଧ ନେବାପାଇଁ ସ୍ବାମୀ ବନେଇଲେ ଅସୁରକ୍ଷିତ ସମ୍ବନ୍ଧ

ସ୍ବାମୀ ବନ୍ଧୁଙ୍କ ଘରେ ସ୍ତ୍ରୀଙ୍କୁ ଡ୍ରଗସ ଦେଇଥିଲେ ଏବଂ ତାଙ୍କ ସହିତ ଅସୁରକ୍ଷିତ ସମ୍ବନ୍ଧ ରଖିଥିଲେ। ବର୍ତମାନ ଚିନ୍ତିତ ସ୍ତ୍ରୀ ନିଜର HIV ଟେଷ୍ଟ କରିଛନ୍ତି। ସେ ରିପୋର୍ଟ ଆସିବାର ଅପେକ୍ଷା କରିଛନ୍ତି। ସେଠାରେ ସେ ନିଜ ସ୍ବାମୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ଜମା କରିଛନ୍ତି। ବର୍ତମାନ କର୍ଣ୍ଣାଟକ ପୋଲିସ HIV ପଜେଟିଭ ସ୍ବାମୀଙ୍କୁ ଖୋଜିବାରେ ଲାଗିଛନ୍ତି।ସେ ବର୍ତ୍ତମାନ ଫେରାର ହୋଇଯାଇଛନ୍ତି।

ପୋଲିସ କରୁଛନ୍ତି ମହିଳାଙ୍କ କାଉନସିଲିଙ୍ଗ

ପୋଲିସ ଏହା ମଧ୍ୟ କହିଛନ୍ତି କି ସ୍ବାମୀ ଜାଣିଶୁଣି ସ୍ତ୍ରୀଙ୍କ ସହିତ ଅପ୍ରାକୃତିକ ସମ୍ବନ୍ଧ ବନେଇଛନ୍ତି।ସେ ତାଙ୍କ ଠାରୁ ସମ୍ବନ୍ଧ ଭାଙ୍ଗିବାର ପ୍ରତିଶୋଧ ନେବାପାଇଁ ଚାହୁଁଥିଲେ।ବସବନଗୁଡି ମହିଳା ପୋଲିସ ଷ୍ଟେସନ ମହିଳା ଜଣଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କୁ ବନିତା ସହାୟବାନୀଙ୍କ କର୍ମଚାରୀଙ୍କ ତରଫରୁ କାଉନସିଲିଙ୍ଗ ଦେବାପାଇଁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି।

ଏହି ପୂରା ଘଟଣା ବହୁତ ଆଶ୍ଚର୍ଯ୍ୟ କରି ଦେବା ଭଳି ଅଟେ।ଏହା ବହୁତ ଦୁଃଖଦ ଅଟେ କି ଲୋକମାନେ ପ୍ରତିଶୋଧର ନିଆଁରେ ଏମିତି ସୀମା ପର୍ଯ୍ୟନ୍ତ ଚାଲି ଯାଇଥାନ୍ତି କି ସାମ୍ନାବାଲାର ଜୀବନ ମଧ୍ୟ ନଷ୍ଟ କରି ଦେଇଥାନ୍ତି। ବର୍ତମାନ ଏହା ସ୍ପଷ୍ଟ ହୋଇନାହିଁ କି ମହିଳାଙ୍କ HIV ଟେଷ୍ଟର ରିପୋର୍ଟ ପଜେଟିଭ ଆସିଛି କି ନେଗେଟିଭ।

Leave a Reply

Your email address will not be published. Required fields are marked *