ଜନଗହଳି ରାସ୍ତାରେ ଏକାସାଥିରେ ଦୁଇଟି ବାଇକ୍ ଚଲାଉଥିଲେ ବ୍ୟକ୍ତି, ବିଶ୍ୱାସ ହେଉନଥିଲେ ନିଜେ ଦେଖନ୍ତୁ ଭିଡ଼ିଓ:-

ସୋସିଆଲ ମିଡ଼ିଆରେ ଏପରି ଅନେକ ଭିଡିଓ ରହିଛି ଯାହା ଦେଖିବା ପରେ ଆପଣଙ୍କ ହୋସ ଉଡିଯିବ । ଆଜିକାଲି ଏହିପରି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ କାହାର ବାଇକ୍ ଖରାପ୍ ହେଲେ ସେହି ବ୍ୟକ୍ତି ଜଣକ ଅନ୍ୟ ବାଇକ୍ ପଛରେ ବସି ଖରାପ ବାଇକକୁ ହ୍ୟାଣ୍ଡଲ କରି ମେକାନିକ୍ ପାଖକୁ ନେଇଯାଆନ୍ତି, କିନ୍ତୁ କ’ଣ ଆପଣ କେବେ ଜଣେ ଯୁବକଙ୍କୁ ଏକ ସମୟରେ ଦୁଇଟି ବାଇକ୍ ଚଳାଉଥିବାର ଦେଖିଛନ୍ତି କି? ସୋସିଆଲ ମିଡିଆରେ ଏହିପରି ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ଅଜବ ଢଙ୍ଗରେ ବାଇକ ଚଳାଉଥିବାର ନଜର ଆସିଛନ୍ତି । ଆପଣ ମଧ୍ୟ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଭିଡିଓରେ ଜଣେ ଯୁବକ ଜନଗହଳି ରାସ୍ତାରେ ଏକାସାଥିରେ ଦୁଇଟି ବାଇକ୍ ଚଲାଉଥିବାର ନଜର ଆସିଛନ୍ତି । ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏପରି ଡ୍ରାଇଭର କେବେ ଦେଖିନାହାଁନ୍ତି ବୋଲି ନେଟିଜେନ୍ସ କହିଛନ୍ତି । ଆପଣ ନିଶ୍ଚିତ ଅନେକ ଷ୍ଟଣ୍ଟ ଭିଡିଓ ଦେଖିଥିବେ, କିନ୍ତୁ ଏହି ଭିଡିଓ ଦେଖିବା ପରେ ଆପଣ କହିବେ ଯେ ଏପରି ଡ୍ରାଇଭର କେବେ ଦେଖିନାହିଁ ।

ଭିଡିଓରେ ଦେଖିବାକୁ ମିଳେ ଯେ ବ୍ୟକ୍ତି ଜଣକ ଗୋଟିଏ ହାତରେ ବାଇକ୍ ଚଲାଉଛନ୍ତି ଏଵଂ ଅନ୍ୟ ହାତରେ ଆଉ ଏକ ବାଇକ୍ ମଧ୍ୟ ଚଳାଉଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି କି ବ୍ୟକ୍ତି ଜଣକ କୌଣସି ଖୋଲା ରାସ୍ତାରେ ନୁହଁ ବରଂ ଜନଗହଳିପୂର୍ଣ୍ଣ ରାସ୍ତାରେ ଏକାସାଥିରେ ଉଭୟ ବାଇକ୍ ଚଲାଉଥିବାର ନଜର ଆସିଛନ୍ତି ।

ଜନଗହଳି ରାସ୍ତାରେ ଏକାସାଥିରେ ଦୁଇଟି ବାଇକ୍ ଚଲାଇବା ଆଶ୍ଚର୍ଯ୍ୟଜନକ, କିନ୍ତୁ ବ୍ୟକ୍ତିଜଣକ ବହୁତ ସହଜରେ ଗାଡି ଚଳାଉଛନ୍ତି । ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କରୁଛନ୍ତି କି ଏହା କିପରି ସମ୍ଭବ ଅଟେ । ଆପଣ ମଧ୍ୟ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ଇନଷ୍ଟାଗ୍ରାମରେ memecentral.teb ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି ।

Leave a Reply

Your email address will not be published. Required fields are marked *