ରାତି ବଢ଼ିଲେ ଦୋକାନର କବାଟ ବାଡ଼ଉଛି ଆତ୍ମା, ଭୟରେ ଘରୁ ବାହାରକୁ ବାହାରୁ ନାହାଁନ୍ତି ଦିଗପହଣ୍ଡି ଲୋକ
ପରମଆତ୍ମା ଅଛି ତ ଆତ୍ମା ବି ଅଛି। ଏ କଥାକୁ କେତେଜଣ ବିଶ୍ବାସ କରନ୍ତି ଆଉ କେତେଜଣ ବିଶ୍ବାସ କରନ୍ତିନି। କେତେଜଣ କୁହନ୍ତି ମଣିଷର ଆତ୍ମା ଶାନ୍ତି ନ ପାଇଲେ ସେ ଭୂତ ଘୁରିବୁଲେ। କେତେଜଣ ଲୋକ ଆତ୍ମାଙ୍କୁ ଅନୁଭବ କରିପାରୁଥିବା …
Read More