ବସଷ୍ଟାଣ୍ଡରେ କାନ୍ଦୁଛି ସ୍ତ୍ରୀ।: ପର ସ୍ତ୍ରୀ ପାଇଁ ନିଜ ସ୍ତ୍ରୀକୁ ଛାଡି ପଳାଇଲା ସ୍ୱାମୀ…

ପେଟର ବଢୁଛି 4 ମାସର ଛୁଆ। ଆଉ ସେ 4 ମାସର ଛୁଆ ଆଉ ସ୍ତ୍ରୀକୁ ଛାଡିଦେଇଛି ସ୍ୱାମୀ। କାରଣ ସ୍ୱାମୀ ଘରେ ରଖିଛି ଆଉ ଏକ ସ୍ତ୍ରୀ। ଏବେ ବସଷ୍ଟାଣ୍ଡରେ ବସି କା-ନ୍ଦି କା-ନ୍ଦି ଚି-ତ୍କାର କରୁଛି ସ୍ତ୍ରୀ। କାରଣ ତା ସ୍ବାମୀ ତାକୁ ଛାଡି ଦେଇଛି।

ଯିଏ ସାତ ଜନମର ସାଥି ହେବ ବୋଲି କହୁଥିଲା ଆଜି ଯିଏ 7 ମିନିଟରେ ସ-ମ୍ପର୍କ କା-ଟିଦେଇଛି। ଆଉ 4 ମାସର ଗର୍ଭ-ବତୀ କରି ରାସ୍ତା ମଝିରେ ଛାଡି ଦେଇଛି। ଏବେ ଭୋ ଭୋ ହୋଇ କା-ନ୍ଦୁଛି ସ୍ତ୍ରୀ। ସେ ଆଉ କଣ ବା କରିପାରିବ। ତା ଦୁନିଆ ତ ପୁରା ଉଜୁଡିଗଲା।

ଘଟ-ଣାଟି ଯାଜପୁର ଜିଲ୍ଲା କୁସୁମା ଛକ ନିକଟରେ ଦେଖିବାକୁ ମିଳିଛି। ତେବେ ଉକ୍ତ ମହିଳା ଜଣକ ଛକ ନିକଟରେ ବସି ଭୋ ଭୋ ହୋଇ କା-ନ୍ଦୁଥିଲେ। ତାପରେ ସ୍ଥାନୀୟ ଲୋଳ ଆସି ପଚାରିଥିଲେ ଯେ ତୁମେ କାହିଁକି କା-ନ୍ଦୁଛ। ତାପରେ ମହିଳା ଜଣକ କହିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ଛାଡି କୁଆଡେ ଚାଲି ଯାଇଛନ୍ତି। ଆଉ ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ଏକଥା ଶୁଣି ସ୍ଥାନୀୟ ଲୋକ ତାଙ୍କ ସ୍ୱାମୀଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ସ୍ୱାମୀ ସିଧାସଳଖ ମନା କରିଦେଇଥିଲେ। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଅନ୍ତର୍ଗତ ନପଙ୍ଗ ଗାଁରେ ସିପୁନ ଦାସଙ୍କ ଘର। ଉଭୟ ପ୍ରେମ କରି ବିବାହ କରିଥିଲେ। ଆଉ ଏବେ ମହିଳା ଜଣକ 4 ମାସର ଗର୍ଭ-ବତୀ। ତେବେ ଏହି ସ୍ୱାମୀ ସ୍ତ୍ରୀଙ୍କର ମାମ-ଲା ଭଣ୍ଡାରୀ ପୋଖରୀ ଥା-ନାରେ ରୁ-ଜୁ ହୋଇଛି। କିନ୍ତୁ ପୋ-ଲିସ ଏଯାଏଁ ତ-ଦନ୍ତ କରିନାହିଁ।

Leave a Reply

Your email address will not be published. Required fields are marked *