ଶାରୀ-ରିକ ସ-ମ୍ପର୍କ ରଖିବାକୁ ମନା କରୁଥିଲା ସ୍ତ୍ରୀ , ଆଉ ଶେଷରେ ସୁନା ଗହଣା ଧରି ମା-ରିଲା ଚ-ମ୍ପଟ

ଘରକୁ ଖୁସି ଆସିଥିଲା କିନ୍ତୁ ମାତ୍ର କେଇଟା ଦିନ ପାଇଁ । ସମସ୍ତଙ୍କ ଘରେ ବିବାହକୁ ସମସ୍ତେ ଉପଭୋଗ କରିଥାନ୍ତି । ବିବାହ ହେଲେ ସମସ୍ତେ ଘରକୁ ଧାଇଁ ଆସିଥାନ୍ତି ଆଉ ବାସ୍ ଧୂମଧାମରେ ସବୁକିଛି ମନାଇ ଥାଆନ୍ତି । କାହିଁକି ନା ବିବାହ ଏପରି ଏକ ଜିନିଷ , ଯେଉଁଥିରେ ପୁଅ ଆଉ ଝିଅ ଦୁହିଁଙ୍କ ମନ ମିଶି ଥାଏ । ଦୁହିଁଙ୍କୁ ଜାଣି ନଥିବା ମଣିଷ ସାତ ଜନ୍ମ ପାଇଁ ନିଜ ନିଜର ସାଥି ହୋଇ ଯାଆନ୍ତି ଆଉ ଘର ସଂସାର ଆଗକୁ ବଢାଇ ଥାଆନ୍ତି । ଏହା କେବଳ ଦୁଇଟି ଦେହର ମିଳନ ନୁହେଁ , ଦୁଇଟି ଆତ୍ମାର ମିଳନ ମଧ୍ୟ ହୋଇଥାଏ

ତେଣୁ ବିବାହକୁ ଆସିବା ପାଇଁ ସମସ୍ତେ ବେଶ୍ ପସନ୍ଦ କରିଥାନ୍ତି । ତେବେ ଥରେ ଥରେ ଏହି ବିବାହରେ ଏପରି କିଛି ଘଟଣା ଘଟି ଯାଇଥାଏ , ଯାହା ସାରା ଜୀବନ ସମସ୍ତଙ୍କ ମନରେ ରହି ଯାଇଥାଏ ଆଉ କେବେ ବି ଭୁଲି ହୁଏ ନାହିଁ । ଠିକ୍ ଯେମିତି ବାଲିପାଟଣା ଥା-ନା ଅନ୍ତର୍ଗତ ବନମାଳୀପୁର ଅଞ୍ଚଳରେ ଘଟି ଯାଇଛି ଏପରି କିଛି ଲ-ଜ୍ଜିତ କରିଦେବା ଭଳି ଘ-ଟଣା । ବିବାହର କିଛି ଦିନ ପରେ ହିଁ ନୂଆ ବୋହୂ ଜଣକ ନିଜ ସ୍ବାମୀଙ୍କୁ ଛାଡି ଦେଇ ସବୁ ସୁନା ଅଳଙ୍କାର ନେଇ ଚମ୍ପଟ ମା-ରିଛନ୍ତି ଆଉ ତାଙ୍କୁ ସମସ୍ତେ ଖୋଜିବାରେ ଲାଗିଛନ୍ତି ।

ସୂଚନା ଅନୁଯାୟୀ , ପୁରୀ ଟାଉନ ଥା-ନା ଅନ୍ତର୍ଗତ ଜଣେ ଝିଅଙ୍କୁ ଗତ ୯ ତାରିଖରେ ଜଣେ ପୁଅ ବିବାହ କରିଥିଲେ । ବିବାହ ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ବନ୍ଧୁ ବାନ୍ଧବ ଆସି ବିବାହ ଉତ୍ସବରେ ଯୋଗ ଦେଇଥିଲେ ଆଉ ସମସ୍ତେ ବେଶ୍ ଖୁସି ମଧ୍ୟ ରହିଥିଲେ । ଏପଟେ ଝିଅକୁ ଦେଖିବା ପରେ ମଧ୍ୟ କେହି କଳ୍ପନା କରିପାରିବେ ନାହିଁ କି , ତାଙ୍କ ମନରେ ଏପରି ପାପ ରହିଛି । ତେବେ ବିବାହ ପରେ ଯେତେବେଳେ ଚଉଠି ରାତି ଆସିଲା , ସେତେବେଳେ ଝିଅ କହିଲେ ମୁଁ ତୁମ ସହିତ ଶାରୀ-ରିକ ସ-ମ୍ପର୍କ ରଖି ପାରିବି ନାହିଁ , କାହିଁକି ନା ମୋର ମାନସିକ ଅଛି ।

ଆଉ ମାନସିକ ସମୟରେ ଶାରୀ-ରିକ ସମ୍ପର୍କ ରଖିଲେ ସ୍ଵାମୀ ମରିଯିବେ । ଆମେ ଶାରୀ-ରିକ ସମ୍ପ-ର୍କ କେବଳ ଷୋହଳ ମଙ୍ଗଳା ପରେ ରଖି ପାରିବା ବୋଲି ଝିଅ କହିଥିଲେ । ତେବେ ସ୍ତ୍ରୀର କଥାକୁ ସମ୍ମାନ ଜଣାଇ ପୁଅ ଜଣକ କିଛି ବି କରି ନଥିଲେ । ତେବେ ଯେତେବେଳେ ସ୍ତ୍ରୀକୁ ନେଇ ନିଜ ଶଶୁର ଘରକୁ ଯାଇଥିଲେ , ସେତେବେଳେ ଝିଅ କହିଥିଲେ କି , ମୁଁ ସାଙ୍ଗ ଘରକୁ ଯାଇ ଫେରି ଆସିବି । କିନ୍ତୁ ଅନେକ ସମୟ ବିତି ଯାଇଥିଲେ ମଧ୍ୟ ଝିଅ ଜଣକ ଘରକୁ ଫେରି ନଥିଲେ ଆଉ ପୁଅ ଜଣକ ଘରକୁ ଆସି ଦେଖିଲା ବେଳକୁ ସୁନା ଗହଣା କିଛି ଘରେ ନାହିଁ । ଯାହା ପରେ ସନ୍ଦେହ ବଢିଥିଲା ଆଉ ସେ ଜାଣି ନେଇଥିଲେ କି , ସ୍ତ୍ରୀ କୁଆଡେ ଫେ-ରାର ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *