ଗାଡି କିସ୍ତି ପାଇଁ ଚାଲିଗଲା ନୂଆ ବୋହୂର ଜୀବନ : ରାଜଶ୍ରୀକୁ ଯେତେ ଡାକିଲେ ସେ ଆଉ ଆସିବନି…

ପ୍ରଥମେ 3 ଲକ୍ଷ ଟଙ୍କା ମାଗିଲେ। ପୁରା 3 ଲକ୍ଷ ଟଙ୍କା ଦିଆଗଲା। ତାପରେ ପୁଣି 2 ଲକ୍ଷ ମାଗିଲେ। ହେଲେ 2 ଲକ୍ଷ ବଦଳରେ କେବଳ 1 ଲକ୍ଷ ଟଙ୍କା ଦିଆଗଲା। କାହିଁକି ପୁରା 2 ଲକ୍ଷ ଟଙ୍କା ଦେଲନି ବୋଲି କହି ଝିଅଟିକୁ ମା-ରିଦେଲେ ଶାଶୂଘର ଲୋକ।

ଆଜ୍ଞା ହଁ ଯୌ-ତୁକ ଜୁଇରେ ପୁଣି ଗଲା ଆଉ ଏକ ଜୀବନ। ଯୌ-ତୁକ ଲୋ-ଭରେ ଶାଶୂଘର ଲୋକ ନେଇଗଲେ ବୋହୂର ଜୀବନ। ତେବେ ଘ-ଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତି ଥା-ନା ଅନ୍ତର୍ଗତ ମୁଳିଦା ଗାଁରେ। ଅଭି-ଯୁକ୍ତ ସ୍ୱାମୀର ନାମ ଜଗଦୀଶ ଏବଂ ମୃ-ତକ ମହିଳାଙ୍କ ନାମ ରାଜଶ୍ରୀ।

ବାହାଘରକୁ ଦୁଇବର୍ଷ ବିତିଯାଇଥିଲା। କିନ୍ତୁ ଯୌ-ତୁକ ଟଙ୍କାକୁ ଏବେ ବି ଚାହିଁ ବସିଥିଲେ ସ୍ୱାମୀ ଏବଂ ଶାଶୂଘର ଲୋକ। ତେବେ ଗାଡିର କିସ୍ତି ସୁଝିବାକୁ ପ୍ରଥମେ 3 ଲକ୍ଷ ଟଙ୍କା ମାଗିଥିଲେ ଜଗଦୀଶ। ଆଉ ରାଜଶ୍ରୀଙ୍କ ପରିବାର ଲୋକେ ସେହି 3 ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ।

କିନ୍ତୁ ପୁଣି ଗତ 8 ଦିନ ତଳେ ପୁଣି 2 ଲକ୍ଷ ଟଙ୍କା ମାଗିଥିଲେ ଜଗଦୀଶ। ତେବେ ଝିଅର ବାପଘର ଲୋକ ମଧ୍ୟ ଧାରଉଧାର କରି 1 ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଏଥିରେ ଜଗଦୀଶ ସନ୍ତୁଷ୍ଟ ହେଲେ ନାହିଁ। ଶେଷରେ ଝିଅକୁ ମା-ରିଦେଇଛନ୍ତି ବୋଲି ଅଭି-ଯୋଗ ଆଣିଛନ୍ତି ଝିଅର ମାଆ। ଏପଟେ ସେ କା-ନ୍ଦି କା-ନ୍ଦି ବସ୍ତା ଥା-ନାରେ ଅଭି-ଯୋଗ ମଧ୍ୟ କରିଛନ୍ତି। ତେବେ ଘଟ-ଣାସ୍ଥଳରେ ପୋ-ଲିସ ପହଁଞ୍ଚି ଏବେ ତ-ଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *