
ଯୁଦ୍ଧ ଆଡକୁ ଗତି କରୁଛି ସାରା ବିଶ୍ୱ , ସବୁ ଦେଶ ଗୋଟିଏ ପଟେ ଥିବା ବେଳେ ଋଷ ଗୋଟିଏ ପଟେ
ସାରା ବିଶ୍ୱ ଯୁଦ୍ଧ ମୁହାଁ ହେବାରେ ଲାଗିଲାଣି । ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ସାରା ବିଶ୍ୱରେ ଯୁଦ୍ଧ ଆଶଙ୍କା ଦେଖାଗଲାଣି । ଆଉ ଏହି ଯୁଦ୍ଧରେ ବିଶ୍ୱରେ ବଡ଼ ବଡ଼ ଦେଶ ଏକାଠି ହୋଇଛନ୍ତି । …
Read More