ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପ୍ରତିଦିନ ରାତିରେ ମହିଳା ମାନଙ୍କ ସହିତ ଏହି କାମ କରନ୍ତୁ, କରୋଡ ପତି ବନିଯିବେ।

ବନ୍ଧୁମାନେ ଆମେ ଆମ ଜୀବନରେ ଏପରି ବହୁତ୍ କିଛି କରିଥାଉ ଯାହା ଆମକୁ ଖୁସି ଏବଂ ଧନ ଧାନ୍ୟରେ ପୂର୍ଣ୍ଣ କରିବ। ହେଲେ ମହିଳାଙ୍କ ସାଙ୍ଗେ ରାତିରେ ଏପରି କିଛି କରନ୍ତୁ ନାହିଁ ଯାହା ଆପଣଙ୍କୁ ଗରିବ କରିଦେବ। ଆମେ ଶୋଇବାକୁ ଅତ୍ୟନ୍ତ ସୁଖ ଦାୟକ ବୋଲି ଭାବୁଥାଏ ଅଥବା ଶୋଇବା ଆମ ପାଇଁ ଦରକାରୀ ହୋଇଥାଏ ଯାହା ରାତ୍ରି ସମୟ ଅଟେ। ବାକି ସମସ୍ତ କାର୍ଯ୍ୟ ଆମେ ରାତିର ଶୋଇବାକୁ ଯିବା ଭିତରେ ସମାପ୍ତ କରି ଦେଇଥାଉ ଓ ଏହାକୁ ମଧ୍ୟ ଉତ୍ତମ ମାନା ଯାଇଛି।

୧. ପ୍ରେମ ସମ୍ବନ୍ଧ –

ଏଥି ପାଇଁ କୌଣସି ସମୟ ନିର୍ଦ୍ଧାରିତ ନଥାଏ ହେଲେ ରାତ୍ରି ସମୟ ଏହା ପାଇଁ ଅଶୁଭ ଅଟେ। ରାତିର ପ୍ରେମ ନିଶା ରାତି ୧୨ ପରେ ସକାଳ ୬ ପର୍ଯ୍ୟନ୍ତ ବଢ଼ିଥାଏ ଓ ଏହାର ବହୁ ଆନନ୍ଦ ବି ମିଳିଥାଏ। ହେଲେ ରାତି ୧୨ ପରେ ୩ ପର୍ଯ୍ୟନ୍ତ ପ୍ରେମ ସମ୍ବନ୍ଧ ବନେଇବା ଜରୁରୀ । ହେଲେ ଏହା ପରେ ବନେଇବା ବହୁତ୍ ହିଁ ଅଶୁଭ ହୋଇଥାଏ କାରଣ ରାତି ୩ଟା ପରେ ବ୍ରହ୍ମ ମୁହୂର୍ତ୍ତ ଆରମ୍ଭ ହୋଇଥାଏ। ଏହି ସମୟରେ ଐଶ୍ୱରିକ ଶକ୍ତି ଆମ ସହିତ ରହିଥାଏ। ଭଗବାନଙ୍କ ଆରାଧନା,ପୂଜା,ପାଠ ବା ଆରତୀ କରାଯାଏ। ରାତି ୩ରୁ ଇଶ୍ଵରଙ୍କ ଆସ୍ଥା ରହିଥାଏ ତେଣୁ ସବୁ ମନୁଷ୍ୟକୁ ଏହାର ଧ୍ୟାନ ରଖିବା ଉଚିତ୍।

୨. ପୂଜା ପାଠ –

ଯେଉଁ ବ୍ୟକ୍ତି କୌଣସି ମୁହୂର୍ତ୍ତ ନଦେଖି ପୂଜା ପାଠ ରାତି ଯାଏଁ କରେ। ତାର ପୂଜାର ମହତ୍ତ୍ଵ ରୁହେ ନାହିଁ। ଏହି ପୂଜା ଭୂତ ପ୍ରେତଙ୍କୁ ଚାଲିଯାଏ ଓ ଏପରି ପୂଜାର ଫଳ ମନୁଷ୍ୟକୁ କେବେବି ପ୍ରାପ୍ତ ହୁଏ ନାହିଁ। କୁହାଯାଏ କି ଡେରି ରାତି ଯାଏଁ ପୂଜା ପାଠ କଲେ ତାହା ଖରାପ ଶକ୍ତିକୁ ଆକର୍ଷିତ କରିଥାଏ। ଏଥିପାଇଁ ମୁହୂର୍ତ୍ତ ଅନୁଯାୟୀ ପୂଜା ପାଠ ଉପରେ ଗୁରୁତ୍ବ ଦିଆ ଯାଇଛି। ତେଣୁ ରାତି ୧୧ ଭିତରେ ପୂଜା ପାଠ କରିନେବା ଉଚିତ୍। ରାତି ୧୨ ପରେ ପୂଜା ତାନ୍ତ୍ରିକକୁ ଲାଗି ଯାଇଥାଏ ଓ ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିଥାଏ।

୩. ଶୋଇବା ପୁର୍ବରୁ ହାତ ମୁହଁ ଧୋଇବା –

ରାତିରେ ଶୋଇବା ପୁର୍ବରୁ ଏସବୁ କରିବା ଉଚିତ୍ ଏପରି କଲେ ନକାରାତ୍ମକ ଉର୍ଜା ଆସିନଥାଏ। ନଚେତ୍ ବ୍ୟକ୍ତି ବିମାରିର ଶିକାର ହୁଏ।

୪. ଶୋଇବା ପୁର୍ବରୁ କ୍ଷୀର ପିଇ ଶୋଇବା –

ରାତିରେ ଶୋଇବା ପୁର୍ବରୁ କ୍ଷୀର ପିଇ ଶୋଇବା ଜରୁରୀ ଅଟେ। ଏହି କାମ ରାତିରେ ଶୋଇବାର ୩୦ ମିନିଟ୍ ପୂର୍ବରୁ କରି ସୁଅନ୍ତୁ। କାରଣ ରାତିରେ କ୍ଷୀର ପିଇ ଶୋଇଲେ ଏହା ଅମୃତ ସମାନ ହୋଇଥାଏ ଓ ଶରୀରକୁ ବହୁ ପୋଷକ ତତ୍ତ୍ଵ ମିଳିଥାଏ।

୫. ଶୋଇବା ଆଗରୁ ଦିନ ସାରା ଘଟିଥିବା କାର୍ଯ୍ୟର ଆକଳନ –

ଶୋଇବା ଆଗରୁ ଏସବୁ ଭାବି ସୁଅନ୍ତୁ କି ଆପଣ କଣ kahrap କାର୍ଯ୍ୟ କଲେ ଅବା କଣ ଭଲ। କଣ କରିବାର ନଥିଲା ତାହା ମଧ୍ୟ ଭାବି ନେବା ଜରୁରୀ ଅଟେ। ଏହାର ଆକଳନ କରିବା ହେଉଛି ବୁଦ୍ଧିମତାର ପରିଚୟ।

୬. ନଳରୁ ବହୁଥିବା ପାଣି ଅବା ଅଇଁଠା ବାସନ ରୋଷେଇ ଘରେ ନରଖିବା –

ଏପରି ନକରିବା ଉଚିତ୍ କାରଣ ଏପରି କରିବା ଦ୍ୱାରା ଜୀବାଣୁ କିତନୁ ଘରେ ରୁହନ୍ତି। ଏପରି କଲେ ପୁରା ଘର ପରିବାର ବେମାର ହୋଇଥାନ୍ତି ଓ ପଇସା ପାଣି ପରି ବହି ଯାଏ। ତେଣୁ ନଳର ବହୁ ଥିବା ପାଣିକୁ ଜଲ୍ଦୀ ଠିକ୍ କରନ୍ତୁ। କେବେ ରୋଷେଇ ଘରେ ବହୁ ଥିବା ପାଣି ଅବା ଅଇଁଠା ବାସନ ଛାଡ଼ିକି ଯିବେ ନାହିଁ। ଏହା ଦ୍ଵାରା ମନୁଷ୍ୟକୁ ଅଇଁଠା ବାସନ ଅଭିଶାପ ଦିଅନ୍ତି ଓ ଲକ୍ଷ୍ମୀ ମଧ୍ୟ ଘରୁ ଛାଡି ପଳାନ୍ତି।

୭. କପଡା ସୁଖେଇବା ସମୟରେ ସାବଧାନ –

ଏହି ସମୟରେ ଭୁଲରେ ବି ରାତିରେ କପଡା ଧୁଅନ୍ତୁ ନାହିଁ ଅବା ସୁଖାନ୍ତୁ ନାହିଁ। ଏହା ଶୁଭ ହୋଇନଥାଏ ଯାହା ବାସ୍ତୁଗତ ଦୃଷ୍ଟି କୋଣରୁ ଦେଖିଲେ ଏପରି କରିବା ଦ୍ୱାରା ଆପଣ ଅସୁବିଧାରେ ପଡ଼ି ପାରନ୍ତି। ସକାଳେ ସୂର୍ଯ୍ୟ କିରଣ କପଡ଼ାରେ ପଡ଼ିଲେ ନକାରାତ୍ମକ ଉର୍ଜା କପଡ଼ାରେ ଚାଲି ଯାଇଥାଏ ଓ କପଡ଼ାରେ ଏକ ନୂଆ ଊର୍ଯାର ସଂଚାର ହୋଇଥାଏ। ହେଲେ ରାତିରେ କପଡା ସୁଖେଇଲେ ଚନ୍ଦ୍ରରୁ ନକାରାତ୍ମକ ଉର୍ଜା କପଡାରୁ ବାହାରେ ନାହିଁ। ଯାହା କାରଣରୁ ରାତିରେ ଥିବା ଏହି ଉର୍ଜା କପଡ଼ାରେ ରୁହନ୍ତି। ଯାହା ଆପଣଙ୍କ ସମ୍ପର୍କରେ ଆସିଥାଏ ଓ ଆପଣ ବଡ଼ ବିମାରିରେ ଫସି ଯାଆନ୍ତି।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଇସାନ କୋଣ ହେଉଛି ଆମର ଗୁରୁଙ୍କ ବାସ ସ୍ଥାନ ଓ ଇସାନ୍ କୋଣର ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡ଼ିଥାଏ। ତେଣୁ ଗୁରୁବାର ଦିନ ଘରୁ ଅଳିଆ କାଢିବା, ଧୂଳି ଆଦି ସଫା କରିବା, ପୋଛା ଲଗେଇବା ଅନୁଚିତ୍। ଏହା ଦ୍ଵାରା ଇସାନ କୋଣ ଦୁର୍ବଳ ହେବା କାରଣରୁ ଛୋଟ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଏମିତିରେ ଏହି ବାରରେ ବାଳ କାଟିବା,ବାଳ ଧୋଇବା,ନଖ କାଟିବା ବା ମଦ୍ୟ ମାଂସ ଆଦିରୁ ଦୂରେଇ ରହିବା ଉଚିତ୍। ଏପରି କଲେ ଆପଣଙ୍କ ଉପରେ ଗୁରୁଙ୍କ ଖରାପ ପ୍ରଭାବ ପଡିଥାଏ ଓ ଘରକୁ ସଙ୍କଟ ଆସିଥାଏ। ଏହା ଉପରେ ଧ୍ୟାନ ଦିଅନ୍ତୁ।

Leave a Reply

Your email address will not be published. Required fields are marked *