ପ୍ରେମିକାଙ୍କୁ ଥା-ନାରେ ବିବାହ କଲେ.. ମଥାରେ ସିନ୍ଦୁର ହାତକୁ ନାଲି ଶଙ୍ଖା ଦେଇ ନିଜର କଲେ ପ୍ରେମିକ
ପ୍ରେମ ପାଇଁ ସମସ୍ତେ ପାଗଳ । ଛୋଟ ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରେମର ମାନେ ଜାଣିଛନ୍ତି । ଏହି ପ୍ରେମ ସମସ୍ତଙ୍କୁ ବାୟା କରି ସାରିଛି । ଆଜିର ସମାଜର ପ୍ରେମକୁ ସ୍ବୀକୃତି ମିଳି ଯାଉଛି । …
Read More