ଏହି ଝିଅ ପ୍ରୀୟଙ୍କାଙ୍କୁ ଦ୍ୱିତୀୟ ବିବାହ କରିବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

କଳାହାଣ୍ଡି ଜୁନାଗଡ଼ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ କଳାହାଣ୍ଡି ଲୋକ ଯେତିକି ଜାଣିଛନ୍ତି ସାରା ଓଡ଼ିଶା ବାସି ମଧ୍ୟ ତାଙ୍କୁ ଭଲ ଭାବରେ ଜାଣିଛନ୍ତି। ସେ ତାଙ୍କ କାମ ପାଇଁ ହେଉ କିମ୍ବା ବ୍ୟକ୍ତି ଗତ କଥା ପାଇଁ ହେଉ ସେ ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଥାଆନ୍ତି।

କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଛତିଶଗଡ଼ ବିମାନ ବନ୍ଦରରେ ପାଇଲଟ୍ ଥିଲେ। ସେ ୧୦୧୪ ମସିହାରେ ପାଇଲଟ୍ କାମଛାଡ଼ି ରାଜନୀତି ରେ ପ୍ରବେଶ କଲେ। ଏବଂ କଳାହାଣ୍ଡି ଜୁନାଗଡ଼ ରେ ନିଜର ରାଜନୀତି କ୍ୟାରିୟର ଆରମ୍ଭ କଲେ। ତା ପରଠୁ ସେ ଦୁଇ ଦୁଇ ଥର କଳାହାଣ୍ଡି ଜୁନାଗଡ଼ ବିଧାୟକ ହେଇ ମନ୍ତ୍ରୀ ମଣ୍ଡଳରେ ମଧ୍ୟ କାମ କରିଛନ୍ତି।

କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରଥମେ ଜଣଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ଦିନ ଯିବା ପରେ ତାଙ୍କର ଛା-ଡ଼ପ-ତ୍ର ହେଇ ଯାଇଥିଲା। ଗତ କିଛି ବର୍ଷ ହବ ସେ ନିଜ ବିବାହ ବିଷୟରେ ଭାବି ନଥିଲେ କିନ୍ତୁ ଏବେ ଜଣା ପଡ଼ିଛି କି ସେ ନିଜ ନିର୍ବାଚନ ମଣ୍ଡଳୀ କୋଲମୁଣ୍ଡା ବ୍ଲକର ପ୍ରିୟଙ୍କା ବସ୍ତି ଙ୍କୁ ପ୍ରେବୃୟାରି ମାସ ଶେଷ ବେଳକୁ ପୁରୀରେ ବିବାହ କରିବେ। ଏହି ସପ୍ତାହରେ ପ୍ରିୟଙ୍କା ଏବଂ କ୍ୟାପଟେନ ଦିବ୍ୟ ଶଙ୍କର ନି-ର୍ବନ୍ଧ ହେଇପାରେ।

କ୍ୟାପଟେନ ଦିବ୍ୟ ଶଙ୍କର ଭଳି ପ୍ରିୟଙ୍କା ମଧ୍ୟ ଆଗରୁ ଜଣଙ୍କୁ ବାହା ହେଇଥିଲେ। ପ୍ରିୟଙ୍କା ଇଞ୍ଜିନିୟରିଂ କଲା ବେଳେ ତାଙ୍କ ପ୍ରଥମ ସ୍ବାମୀଙ୍କୁ ଭଲ ପାଇ ବାହା ହେଇଥିଲେ କିନ୍ତୁ କିଛି ଦିନ ଯିବାପରେ ତାଙ୍କର ଛା-ଡ଼ପ-ତ୍ର ହେଇଗଲା। ବର୍ତ୍ତମାନ ସେ କିଛି ଦିନ ଭିତରେ କ୍ୟାପଟେନ ଦିବ୍ୟ ଶଙ୍କରଙ୍କୁ ବାହା ହେଇଯିବେ। ଗତ ବର୍ଷ ମମିତା ମେହେରଙ୍କ ବିବାଦରେ କ୍ୟାପଟେନ ଦିବ୍ୟ ଶଙ୍କର ବହୁତ୍ ବଡ଼ ହାତ ଅଛି ବୋଲି ବି-ବାଦ ଉଠିବା ପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ଇ-ସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ତା ପରଠାରୁ କ୍ୟାପଟେନ କୌଣସି ବିବା-ଦକୁ ଆଉ ଆସି ନାହାନ୍ତି।

Leave a Reply

Your email address will not be published. Required fields are marked *