ପ୍ରକୃତି ମିଶ୍ରଙ୍କୁ କିପରି ନ୍ୟା-ୟ ଦିଆଯାଇପାରିବ ସେ କାମ ହେଉଛି ମୋର

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଛି ବଲିଉଡ୍ ଅଭିନେତା ବାବୁଶାନ୍ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତ ମିଶ୍ର ମାମ-ଲା । ଏହାକୁ ନେଇ ବର୍ତ୍ତମାନ ମୁଁହ ଖୋଲିଛନ୍ତି ବରିଷ୍ଠ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ । ଘଟ-ଣା ଘଟିବାର ଅନେକ ଦିନ ବିତି ଗଲାଣି । ସମସ୍ତେ ଏହା ବିଷୟରେ ଭୁଲି ମଧ୍ୟ ଗଲେଣି ।

ଉଭୟ ଉଭୟଙ୍କ ପରିବାରରେ ଖୁସି ରହିଥିବା ବେଳେ ପୁଣି ଥରେ ଏହାକୁ ନେଇ କଥା ଉଠିବା ଏକ ଭ-ୟାନକ ସଂକେତ ହୋଇପାରେ । କଣ ପାଇଁ ପୁଣିଥରେ ଏପରି କଥା ସାମ୍ନାକୁ ଆସିଲା , ତାହାକୁ ନେଇ ବର୍ତ୍ତମାନ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । ତେବେ ଘ-ଟଣା ବିଷୟରେ ଆପଣ ସମସ୍ତେ ତ ଭଲ ଭାବରେ ଜାଣି ଥିବେ । ଓଲିଉଡ ଜଗତର ଜଣେ ସୁରପଷ୍ଟାର ହେଉଛନ୍ତି ବାବୁଶାନ ମହାନ୍ତି ଆଉ ସେ ବିବାହ ମଧ୍ୟ କରି ସାରିଛନ୍ତି ।

ତେବେ ଏତେ ସବୁ କଥା ଜାଣି ମଧ୍ୟ ତାଙ୍କ ଜୀବନରେ ପ୍ରବେଶ କରିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଉଭୟଙ୍କ ମଧ୍ୟରେ ପ୍ରେମ ସଂ-ପର୍କ ମଧ୍ୟ ଗଢ଼ି ଉଠିଥିଲା । ଯାହାକୁ ସହି ଚାଲିଥିଲେ ବାବୁଶାନ୍ ମହାନ୍ତିଙ୍କ ପତ୍ନୀ ତୃପ୍ତି । ସବୁ କଥା ଜାଣି ଶୁଣି ମଧ୍ୟ ସେ ଚୁପ୍ ରହିଥିଲେ । ଆଉ ଅପେକ୍ଷା କରିଥିଲେ ସୁଯୋଗକୁ । ଜଣେ ସ୍ତ୍ରୀ ହୋଇ ସେ କିପରି ବା ସହି ପାରିଥାନ୍ତେ ସ୍ୱାମୀର ଏପରି କାମକୁ ।

ନିଜ ସ୍ଵାମୀ ସହିତ ଆଉ କାହାକୁ ଦେଖିବା ତାଙ୍କ ପକ୍ଷେ କଣ କାହା ପାଇଁ ବି ଏତେ ସହଜ ନୁହେଁ । ତେବେ ଶେଷରେ ସେହି ଦିନ ପହଂଚି ଯାଇଥିଲା ,ଯାହାକୁ ସେ ଅପେକ୍ଷା କରିଥିଲେ । ଏକୁଟିଆ ପାଇ ଯାଇଥିଲେ ବାବୁଶାନ୍ ଆଉ ପ୍ରକୃତି ମିଶ୍ରଙ୍କୁ । ଆଉ ରାଜ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବାଡେଇଥିଲେ ପ୍ରକୃତି ମିଶ୍ରଙ୍କୁ । ଯାହା ପରେ କଥା ବହୁତ ଆଗକୁ ମଧ୍ୟ ଯାଇଥିଲା । ଆଉ ଶେଷରେ ସମାଧାନ ମଧ୍ୟ ହୋଇଥିଲା ।

କିନ୍ତୁ ବର୍ତ୍ତମାନ ଏସବୁ ମଧ୍ୟରେ ମୁଁହ ଖୋଲିଛନ୍ତି ବରିଷ୍ଠ ଓକିଲ ବ୍ୟୋମକେଶ ତ୍ରିପାଠୀ । ସେ କହିଛନ୍ତି ମାମ-ଲା ଥମି ନାହିଁ । ଏପର୍ଯ୍ୟନ୍ତ ଏହି କଥାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ସେ ଜଣେ ଓକିଲ ହିସାବରେ କାମ କରୁଛନ୍ତି । ତାଙ୍କ ପାଖକୁ ପ୍ରକୃତି ମିଶ୍ର ଅଭି-ଯୋଗ ନେଇ ଆସିଥିଲେ ଆଉ ଅଭି-ଯୋଗ ଆଧାରରେ ସେ ନିଜ କାମ କରି ଚାଲିଛନ୍ତି ।

ଜଣେ ମଣିଷକୁ ନ୍ୟା-ୟ ଦେବା ତାଙ୍କ କାମ ଆଉ ସେ କାମ ହିଁ ସେ କରୁଛନ୍ତି । ଏତେ ଦିନ ଧରି କୋର୍ଟରେ ଚାଲିଥିବା ମାମ-ଲାର ବର୍ତ୍ତମାନ ନୂଆ ତଥ୍ୟ ଆସିଛି । ବର୍ତ୍ତମାନ ଏହି ମାମ-ଲାର ଶୁଣାଣୀ ହେବ ବୋଲି ମଧ୍ୟ ସେ କହିଛନ୍ତି । ଜଣେ ମହିଳାଙ୍କୁ ରାସ୍ତା ମଝିରେ ଟଣା ଓଟରା କରି ମା-ଡ ମା-ରିବା କଣ ସାଧାରଣ କଥା ଅଟେ । ଏପରି କାମ କରିଥିବା ମଣିଷକୁ ନିଶ୍ଚିତ ଭାବରେ ଦ-ଣ୍ଡ ମିଳିବା ଉଚିତ୍ । ଏହି କଥା ବହୁତ ଆଗକୁ ଯିବ ।

ଆଉ ଏହି କଥା ଆଧାରରେ ସବୁ ବିଚାର ହେବ । ସେଦିନର ଭିଡିଓ ଆଉ ପ୍ରମାଣ ସମସ୍ତଙ୍କ ପାଖରେ ରହିଥିବ । ତେଣୁ ସେହି ଭିଡିଓକୁ ନେଇ ତ-ଦନ୍ତ ଚାଲିବ । ନିଶ୍ଚିତ ଭାବରେ ଜଣେ ନିରୀହ ମହିଳା ଏଥିପାଇଁ ନ୍ୟା-ୟ ପାଇବେ । ବର୍ତ୍ତମାନ କୋର୍ଟରେ ମାମ-ଲା ବିଚା-ରାଧୀନ ଚାଲିଛି । ଆଗକୁ ମଧ୍ୟ ଏହି ବିଷୟରେ ଶୁଣାଣି କରାଯିବ ।

ନିଶ୍ଚିତ ଭାବରେ ସେ ପ୍ରକୃତି ମିଶ୍ରଙ୍କୁ ନ୍ୟା-ୟ ଦେବେ ବୋଲି କହିଛନ୍ତି । ଜଣେ ମହିଳା ପୁରା ଓଡ଼ିଶା ଆଗରେ ଲ-ଜ୍ଯାର ସମ୍ମୁଖୀନ କରିଛନ୍ତି ଆଉ ଏଥିପାଇଁ ସେ ନିଶ୍ଚିତ ଭାବରେ ନ୍ୟା-ୟ ପାଇବେ ବୋଲି କହିଛନ୍ତି । କେହି କିଛି ନ କରନ୍ତୁ ପଛକେ ସେ ଏଥିପାଇଁ ଲ-ଢିବେ ଆଉ ନ୍ୟା-ୟ ଦେବେ ବୋଲି କହିଛନ୍ତି ।ସେ କିଛି ମାମ-ଲାକୁ ଅଧା ଛାଡନ୍ତି ନାହିଁ ଆଉ ଏହାକୁ ମଧ୍ୟ ଅଧାରେ ଛାଡ଼ିବେ ନାହିଁ ବୋଲି ସମସ୍ତଙ୍କୁ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *