ରାଜନୀତିରେ ନବ ଦାସଙ୍କ ମୃ-ତ୍ୟୁର ଚର୍ଚ୍ଚା , ନେତା ବଖାଣିବାରେ ଲାଗିଛନ୍ତି ନବ ଦାସଙ୍କ ମୃ-ତ୍ୟୁର ରହସ୍ୟ

ନବ ଦାସଙ୍କ ମୃ-ତ୍ୟୁ ହେବାର ମାତ୍ର ଦୁଇ ଦିନ ହୋଇଛି ଆଉ ଚର୍ଚ୍ଚା ଜୋରସୋରରେ ଚାଲିଛି । ହଠାତ୍ ଏପରି ମହାନ୍ ନେତାଙ୍କ ମୃ-ତ୍ୟୁ କାହାକୁ ବିଶ୍ୱାସ ହେଉ ନାହିଁ । କାହିଁକି ଏପରି ହୋଇଗଲା ଆଉ କିଛି କ୍ଷଣି ମଧ୍ୟରେ ସବୁକିଛି ଅନ୍ଧକାର ହୋଇଗଲା ଆଉ ସବୁଦିନ ପାଇଁ ଏ ଧରା ପୃଷ୍ଠରୁ ଲିଭି ଗଲେ ନବ ଦାସ । ଯିଏ ବି ଏପରି ପରିସ୍ଥିତିକୁ ମନେ ପକାଉଛନ୍ତି , ତାଙ୍କ ଲୋ-ମ ଟାଙ୍କୁରି ଯାଉଛି । ଜଣେ ନେତାଙ୍କୁ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଜଣେ ପୋ-ଲିସ ଅଫିସର ଗୁ-ଳି କରିବା ଏତେ ସହଜ କଥା ନୁହେଁ କିନ୍ତୁ ଏପରି କାମ ଜଣେ ପୋ-ଲିସ ଅଫିସର କରି ବହୁତ ଖରାପ କାମ କରିଛନ୍ତି ବୋଲି ସମସ୍ତେ କହିବାରେ ଲାଗିଛନ୍ତି । ଓଡ଼ିଶା ରାଜନୀତିରୁ ଜଣେ ଉଦୀୟମାନ ନେତା ହଠାତ୍ ଚାଲିଯିବା ସମସ୍ତଙ୍କୁ ଶକ୍ତ ଧ-କ୍କା ଦେଇଛି ।

ତେବେ ବର୍ତ୍ତମାନ ସମୟରେ ଏହାକୁ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ବଡ ବଡ ନେତା ମନ୍ତ୍ରୀ ମାନେ ଏହା ଉପରେ ନିଜର ମତ ଦେବା ସହିତ ସମସ୍ତେ ବର୍ତ୍ତମାନ ମୁହାଁମୁହିଁ ହେବାରେ ଲାଗିଛି । ସମସ୍ତେ ସମସ୍ତଙ୍କ କଥାକୁ କାଟିବା ପାଇଁ ମଧ୍ୟ ଲାଗିଛନ୍ତି । ତେବେ ଏପରି ପରିସ୍ଥିତିରେ ସାମ୍ନାକୁ ଆସିଛନ୍ତି ସମସ୍ତ ନେତା ମନ୍ତ୍ରୀ । ତେବେ ବର୍ତ୍ତମାନ ସମୟରେ ମୁହଁ ଖୋଲିଛନ୍ତି ବିଜେଡି ଦଳର ନେତା ଜୟନାରାୟଣ ମିଶ୍ର । ତାଙ୍କ କହିବା ଅନୁଯାୟୀ , ଘଟ-ଣା ସ୍ଥଳରେ ହିଁ ନବ ଦାସଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଆଉ ତାଙ୍କୁ ସେଠାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆଣିବା ଗୋଟିଏ ପ୍ରହସନ ଆଉ ଲୋକ ଦେଖାଣିଆ ଥିଲା । କିନ୍ତୁ ସେହି ସମୟ ବେଳକୁ ଆଉ ଏ ଦୁନିଆଁରେ ନଥିଲେ ନବ ଦାସ । ତେଣୁ ଏପରି କା-ଣ୍ଡ କରିବା ଆଦୌ ଗ୍ରହଣୀୟ ନୁହେଁ ।

ଅନ୍ୟ ପକ୍ଷରେ ଜୟନାରାୟଣ ମିଶ୍ରଙ୍କ କଥାକୁ କାଟି ଦେଇଛନ୍ତି ଶ୍ରିମୟୀ ମିଶ୍ର । ତାଙ୍କ କହିବା ଅନୁଯାୟୀ , ଜୟନାରାୟଣ ବାବୁ ନି-ଶାରେ ବୋଧ ହୁଏ ଏପରି କଥା କହି ଦେଇଛନ୍ତି । ସେ ହୋସ ରେ ନାହାଁନ୍ତି । ତେଣୁ ଏପରି ମନ୍ତବ୍ୟ ଦେଇ ଦେଇଛନ୍ତି । ସେ ନିଜେ ତ ଅନ୍ୟ ଲୋକଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କରିଛନ୍ତି । ତେଣୁ ଏପରି କଥା ତାଙ୍କୁ ଗ୍ରହଣ ହେବ ନାହିଁ । ଏପରି କାମ କରିବାକୁ ସେ ଲୋକ ଦେଖାଣିଆହିଁ କହିବେ । ତାଙ୍କର ନିଜର କିଛି କାମ ନାହିଁ ବୋଧ ହୁଏ , ସେଥିପାଇଁ ସେ ଏପରି କଥା ଦେଇଛନ୍ତି । ଅନ୍ୟକୁ ମା-ରିବା ପାଇଁ ଯୋଜନା କରୁଥିବା ଲୋକ କିପରି ବା ଭଲ କଥା କହିପାରିବେ । ତେଣୁ ଏପରି ବ୍ୟକ୍ତିଙ୍କୁ ଲ-ଜ୍ଜା ଲାଗିବା କଥା । ତେବେ ବର୍ତ୍ତମାନ ଏପରି ହିଁ ସମସ୍ତ ନେତା ମନ୍ତ୍ରୀ ଏବଂ ବି-ରୋଧୀ ଦଳ କଥା ହେବାରେ ଲାଗିଛନ୍ତି ।

ଆହୁରି ମଧ୍ୟ ସମସ୍ତ ନେତା ମନ୍ତ୍ରୀ ଏବଂ ଅନ୍ୟ ମାନେ ଗୋଟିଏ କଥା କହିବାରେ ଲାଗିଛନ୍ତି କି , ନବ ବାବୁଙ୍କୁ ହ-ତ୍ୟା କରିବା ପଛରେ ନିଶ୍ଚିତ ଭାବରେ କିଛି ନା କିଛି ଯୋଜନା ରହିଛି । ପୂର୍ବରୁ ହିଁ ତାଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କରା ଯାଇଥିଲା । ଆଉ ଏଥିରେ ଅନେକ ଲୋକ ମଧ୍ୟ ଜଡ଼ିତ ରହିଛନ୍ତି । ଏହା କେବଳ ଜଣେ ହିଁ କରି ନାହାନ୍ତି । ନିଶ୍ଚିତ ଭାବରେ ଅନେକ ଲୋକଙ୍କ ସହମତ ରହିଛି ଆଉ ସମସ୍ତେ ମିଶି ଏପରି କାମ କରିଛନ୍ତି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଦେଖାଯାଉ ଆଗକୁ କଣ ହେଉଛି ଆଉ କ୍ରାଇମବ୍ରାଞ୍ଚ ଟିମ୍ ଆଗକୁ କେଉଁ ପଦକ୍ଷେପ ନେଉଛି । ବାସ୍ତବରେ ସେ ଅପ-ରାଧୀ ଠାରୁ ସବୁ ସତ କଥା ସଂଗ୍ରହ କରିବାରେ ସଫଳ ହେଉଛି କି ନାହିଁ , ତାହା ମଧ୍ୟ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *