ନବ ଦାସଙ୍କ ହ-ତ୍ୟା ମାମ-ଲାରେ ନୂଆ ଟ୍ଵିଷ୍ଟ

ସାରା ଓଡ଼ିଶାକୁ ଦୋହଲାଇ ରଖି ଦେଇଥିବା ନବ ଦାସ ହ-ତ୍ୟା ମାମ-ଲା ବର୍ତ୍ତମାନ ସବୁଠାରୁ ଚର୍ଚ୍ଚିତ ଖବର ପାଲଟି ଯାଇଛି । ସମସ୍ତଙ୍କ ମୁହଁରେ ତାହାକୁ ନେଇ ଚର୍ଚ୍ଚା । ହଠାତ୍ କିପରି ଏସବୁ କା-ଣ୍ଡ ଘଟିଗଲା , କେହି ତାହାକୁ ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି । ଲୋକେ ଦେଖୁ ଦେଖି ନବଙ୍କ ଛାତିରେ ଆସି ଗୁ-ଳି ବାଜିଗଲା ଆଉ ସେ ଆରପାରିକୁ ଚାଲି ଗଲେ କିନ୍ତୁ କେହି ସେଠାରେ କିଛି କରି ପାରିଲେ ନାହିଁ ।

ସମସ୍ତଙ୍କୁ ତାହା ଏକ ସ୍ବପ୍ନ ଭଳି ଲାଗିଲା ଆଉ ଆଖି ପିଛୁଳାକେ ସବୁକିଛି ଓଲଟା ପାଲଟା ହୋଇଗଲା । କେହି ବି ନବଙ୍କୁ ବଞ୍ଚାଇ ପାରିଲେ ନାହିଁ । କିଛି ଘଣ୍ଟା ମଧ୍ୟରେ ସବୁକିଛି ଶେଷ ହୋଇଗଲା । ଆଉ ସବୁଦିନ ପାଇଁ ଏ ପୃଥିବୀରୁ ବି-ଦାୟ ନେଇ ଗଲେ ନବ । ଆଜି ବି ସମସ୍ତଙ୍କ ଆଖି ତାଙ୍କୁ ଝୁରିବାରେ ଲାଗିଛି ।

ଆଜି ବି ତାଙ୍କ ହସ ହସ ମୁହଁକୁ କେହି ଭୁଲି ପାରୁ ନାହାନ୍ତି । ସମସ୍ତେ ଆଉ ଥରେ ତାଙ୍କ ଅଭୁଲା ରାଇଜରୁ ଫେରିବା ଅପେକ୍ଷା କରି ବସିଛନ୍ତି । କିନ୍ତୁ ସମସ୍ତେ ଜାଣି ସାରିଛନ୍ତି ନବ ଆଉ କେବେ ଫେରିବେ ନାହିଁ । ବାସ୍ ତାଙ୍କ ସ୍ମୁତି ହିଁ ରହିଯିବ । ସମସ୍ତ ନେତା ମନ୍ତ୍ରୀଙ୍କ ମୁଁହରେ କେବଳ ତାଙ୍କର ହିଁ କଥା । ଆଉ ସମସ୍ତେ ଭାବୁଛନ୍ତି ଆଉ ଥରେ ନବ ଦାସ ଫେରି ଆସିଥାନ୍ତେ କି , କେତେ ଭଲ ହୋଇଥାନ୍ତା ।

କିନ୍ତୁ କିଛି ବି ସମ୍ଭବ ନୁହେଁ । ସେ ସେହି ଦୁନିଆଁକୁ ଚାଲି ଯାଇଛନ୍ତି । ଯେଉଁ ଦୁନିଆଁକୁ ଥରେ ଯିବା ପରେ ଆଉ ଫେରିବା ଅସମ୍ଭବ । ତେବେ ଏହାରି ମଧ୍ୟରେ ନବଙ୍କୁ ହ-ତ୍ୟା କରିଥିବା ମୁଖ୍ୟ ଅଭି-ଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ପୋ-ଲିସ ଧରି ନେଇଛି । ଆଉ ବର୍ତ୍ତମାନ ସମୟରେ କ୍ରାଇ-ମବ୍ରାଞ୍ଚ ଦଳ ତାଙ୍କୁ ଜେ-ରା କରିବ ବୋଲି କୁହାଯାଉଛି ।

ତେବେ ଗତକାଲି କ୍ରାଇମବ୍ରାଞ୍ଚର ଚାରି ଜଣିଆ ଦଳ ଯାଇ ଗୋପାଳଙ୍କ ଘର ବ୍ରହ୍ମପୁର ସ୍ଥିତ ଜଳେଶ୍ଵରଖଣ୍ଡିରେ ପହଞ୍ଚି ଯାଇଥିଲେ । ଆଉ ସେଠାରେ ଅନେକ ଖୋଳତାଡ଼ ଆରମ୍ଭ କରି ଦେଇଥିଲେ । କ୍ରାଇମବ୍ରାଞ୍ଚ ଆଶା ରଖିଛି କି , ଜେରା କରିବା ଦ୍ୱାରା ନିଶ୍ଚିତ ଭାବରେ କିଛି ନା କିଛି ସ-ନ୍ଧାନ ମିଳି ପାରିବ ଆଉ ଯାହା ଦ୍ଵାରା ସେ ତାର କାମ ଆଗକୁ ବଢ଼ାଇ ପାରିବ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ଥିବା ଖବର ଅନୁଯାୟୀ , କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଦାସଙ୍କ ଭାଇ ସତ୍ୟଙ୍କୁ ଉଠାଇ ନେଇଛି । ଆଉ ତାଙ୍କୁ ପଚ-ରା ଉ-ଚରା କରିବ ବୋଲି ଜଣା ପଡିଛି । ତେବେ ନିଶ୍ଚିତ ଭାବରେ ସେ ଆଗରୁ ଭାଇଙ୍କର ଏପରି ଯୋଜନା ବିଷୟରେ ଜାଣିଥିବେ ବୋଲି କ୍ରାଇମବ୍ରାଞ୍ଚ ସ-ନ୍ଦେହ କରିବାରେ ଲାଗିଛି । ତେଣୁ ସେ ତାଙ୍କ ଠାରୁ କଥା ଆଦାୟ କରିବା ପାଇଁ ଏପରି ଚେଷ୍ଟା କରିଛି । ଏହା ବ୍ୟତୀତ ତାଙ୍କ ଘର ଭିତରକୁ ମଧ୍ୟ ଟିମ୍ ପଶି ଯାଇଥିଲା ।

ଆଉ ଘର ବୁଲି ବୁଲି ଦେଖିଥିଲା , ଯାହାଦ୍ଵାରା ତାକୁ କିଛି ଖାସ୍ ଜିନିଷ ମିଳି ଯାଇପାରିବ ଆଉ ସେ ତାର ତ-ଦନ୍ତ କାମ ଆଗକୁ ନେଇ ପାରିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ୍ ହାତରେ ସେପରି କିଛି ବି ଲାଗି ନାହିଁ । ତେବେ ଦେଖା ଯାଉ ଆଗକୁ ଘ-ଟଣା କେଉଁ ମୋଡ ନେଉଛି । ଅନ୍ୟ ପକ୍ଷରେ ବର୍ତ୍ତମାନ ଗୋପାଳଙ୍କୁ ମଧ୍ୟ ଜେ-ରା କରାଯାଉଅଛି ।

ସେ କେଉଁ ପରିସ୍ଥିତିରେ ଏବଂ କାହିଁକି ନବ ଦାସଙ୍କୁ ହ-ତ୍ୟା କଲେ , ତାହା ଜାଣିବା ପାଇଁ ପୋ-ଲିସ ତାର ଚେଷ୍ଟା ଚଳାଇଛି । ଯେତେ ପର୍ଯ୍ୟନ୍ତ ଗୋପାଳ ନିଜକୁ ମାନସିକ ରୋଗୀ ବୋଲି ପ୍ରମାଣିତ ନ କରିଛନ୍ତି । ସେ ପର୍ଯ୍ୟନ୍ତ କିଛି ବି ହୋଇପାରିବ ନାହିଁ । ଜଣେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉପରକୁ ହଠାତ୍ ଏପରି ଗୁ-ଳି ଚଳାଇବା କିଛି ସାଧାରଣ କଥା ନୁହେଁ , ଆଉ ଏପରି ଦୁଃ-ସାହସ ଜଣେ ପୋ-ଲିସ ଅଫିସର କରିଛନ୍ତି , ଯାହାକୁ କେହି ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *