ହେଲିକେପ୍ଟର ଦେଖି ଛାନିଆ ହୋଇଥିଲେ ଲୋକେ…ଏବେ ଜଣା ପଡିଲା କାହିଁକି ଲ୍ୟାଣ୍ଡ କରିଥିଲା ହେଲିକେପ୍ଟର।
ଢେଙ୍କାନାଳରେ ଅବତରଣ କରିଥିଲା ଗୋଟେ ହେଲିକେପ୍ଟର। ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଏ ଆସିଛି ଆଉ କାହିଁକି ହେଲିକେପ୍ଟର ଓଲ୍ହାଇଲା। ତେବେ ଯାହା ଜଣାପଡିଛି ଢେଙ୍କାନାଳରେ ଜରୁରୀକାଳୀନ ଅବତରଣ କରିଥିଲା ହେଲିକେପ୍ଟର। ମଇଷା ପାଟ ପୋଲିସ ପଡ଼ିଆରେ ଅବତରଣ କରିଥିଲା …
Read More