ଏବେ ବି ଅଛନ୍ତି ବାସୁକି ନାଗ। ବାସୁକି ନାଗକୁ ଦେଖି ସବୁ ବୈଜ୍ଞାନିକ ଏକାଠି ହୋଇ ମାରିଲେ ମୁଣ୍ଡିଆ। ଆଉ ତାପରେ….।

ଖୋଜି ଖୋଜି ଶେଷରେ ପାଇଗଲେ ବୈଜ୍ଞାନିକ। କଳିଯୁଗରେ ବାହାରିରେ ୪୯ ଫୁଟ ଲମ୍ବର ସର୍ପରାଜ ବାସୁକି ନାଗ। ବାସୁକି ନାଗଙ୍କୁ ଦେଖି ବୈଜ୍ଞାନିକ ମୁଣ୍ଡିଆ ମାରିଲେ। କେହି ବିଶ୍ୱାସ ନକରି ନାଗ ଦେଖୁବାକୁ ପହଁଚିଲେ। ଆଜି ଏମିତି କିଛି କଥା ବିଷୟରେ ଜଣେଇବାକୁ ଯାଉଛୁ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ମାଳିକା ବର୍ଣ୍ଣିତ କଥା ସବୁ ଗୋଟି ଗୋଟି କରି ସତ ହୋଇଛି। ବୈଜ୍ଞାନିକ ମାନେ ବି ନିଜ ଆଖିରେ ଦେଖି ବିଶ୍ୱାସ କରିଛନ୍ତି। କାରଣ ଏବେ ତାଙ୍କ ହାତରେ ଲାଗିଛି ସବୁଠୁ ବଡ଼ ପ୍ରମାଣ। ଆଉ ଦେଖୁ ଦେଖୁ ମୁଣ୍ଡିଆ ମାରିଛନ୍ତି ବୈଜ୍ଞାନିକ।ଏ ହେଉଛନ୍ତି ସେଇ ବାସୁକି ନାଗ। ଯିଏ ନିଜ ମସ୍ତକରେ ପୃଥିବୀକୁ ଧାରଣ କରିଛନ୍ତି ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି। ତାଙ୍କର ଦର୍ଶନ ଏବେ ଦେଖିବାକୁ ମିଳିଛି। ଯାହା ସାହାର୍ଯ୍ୟରେ ସମୁଦ୍ର ମନ୍ଥନ ବେଳେ ବାହାରିଥିଲା ବିଷ ଆଉ ଅମୃତ ଭଳି ଅନେକ ଜିନିଷ। ସେହି ବାସୁକି ନାଗର ଏବେ କିଛି ଅବଶେଷ ମିଳିଛି। ଯାହାକୁ ନେଇ ପୁଣି ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ବନ୍ଧୁଗଣ ଗୁଜୁରାଟର ଗଛରେ ସବୁଠାରୁ ବୃହତ ନାଗର ଅବଶେଷ ମିଳିଛି। ଏହି ନାଗ ହେଉଛି ଆମେ ପୁରାଣରେ ପଢିଥିବା ବାସୁକି ନାଗ। ଯେଉଁଥିରେ ଦେବଗଣ ସମୁଦ୍ର ମନ୍ଥନ କରିଥିଲେ। ଆଇଆଇଟି ରୁଷ କି ବୈଜ୍ଞାନିକ ମାନେ ଏହି ବାସୁକି ନାଗର ଯିବାସ୍ମା ସନ୍ଧାନ କରିଛନ୍ତି। ଏହି ଯିବାସ୍ମା ପ୍ରାୟ ୫ କୋଟି ପୁରାଣ। ଏହି ସାପର ଲମ୍ବ ୧୧ ରୁ ୧୫ ମିଟର। ଏବଂ ଗୋଲେଇ ୧୭ ଇଞ୍ଚ ଓ ଓଜନ ୧ ଟନରୁ ଅଧିକ ହେବ। ଏହାକୁ ବୈଜ୍ଞାନିକ ବାସୁକି ଇଣ୍ଡିକଶ ନାମ ଦେଇଛନ୍ତି। ତେବେ ବର୍ତ୍ତମାନ ସବୁଠାରୁ ବଡ଼ ଜୀବିତ ସାପ ହେଉଛି ଏସିଆର ୧୦ ମିଟର ଲମ୍ବ ଜାଲିଦାର ଅଜଗର।

ଏପଟେ ଆଇଆଇଟି ରୁଷ କି ବୈଜ୍ଞାନିକ କହିଛନ୍ତି ଗୁଜୁରାଟରେ ମିଳିଥିବା ସାପର ଯିବାସ୍ମା ଏପର୍ଯ୍ୟନ୍ତ ସବୁଠାରୁ ବୃହତ ସାପର ଅବଶେଷ ଅଟେ। ଏହି ସାପ ଡାଇନେସର ଠାରୁ ବଡ଼ ବାସୁକି ଇଣ୍ଡିକଶର ସନ୍ଧାନ ୨୦୦୫ ରେ ଆଇଆଇଟିର ରୁଷ କି ବୈଜ୍ଞାନିକ ମାନେ କରିଥିଲେ। କିନ୍ତୁ ଏହା ଉପରେ ଗଭୀର ଅଧ୍ୟୟନ କରାଯାଇନଥିଲା। ଏଠାରେ ବଡ଼ ବଡ଼ ୨୮ଟି କଙ୍କାଳ ଖୋଳ ମିଳିଥିଲା।

ପ୍ରଥମେ ବୈଜ୍ଞାନିକ ମାନେ ଭାବିଥିଲେ ଏହା ଏକ ବିଶାଳ କୁମ୍ଭୀରର ଅବଶେଷ କିନ୍ତୁ ଏହା ଏବେ ଖୋଲାସା ହୋଇଛି କି ଏହା ଦୁନିଆର ସବୁଠାରୁ ବଡ଼ ସାପ ବାସୁକି ନାଗର ଅବଶେଷ। ବୈଜ୍ଞାନିକ ମାନଙ୍କର ଏହି ଆବିଷ୍କାର କେବଳ ପ୍ରାଣୀଙ୍କ ବିକାଶ ପଥକୁ ପରିପ୍ରକାଶ କରିନି ବରଂ ଭାରତରେ ପ୍ରାଚୀନ ସରିସୃପ ଉପରେ ବହୁତ ତଥ୍ୟ ସାମ୍ନା ଆସିଛି। ଏଇ ଯିବାସ୍ମା ଗଛର ପାଲଦ୍ର ଗାଁରୁ ମିଳିଛି। ଯାହା ଆଜି ମରୁଭୂମି ପାଲଟି ଯାଇଛି। କିନ୍ତୁ ବାସୁକି ପୃଥିବୀ ପୃଷ୍ଠରେ ଥିବା ବେଳେ ଏହି ଅଞ୍ଚଳ ସନ୍ତସନ୍ତିଆ ଥିଲା ତେବେ ଏଠି କହିବାକୁ ଚାହୁଁଛୁ ବାସୁକି ସାପର କଙ୍କାଳ ମିଳିଥିଲେ ବି ଏହାର ମୁଣ୍ଡ ଏପର୍ଯ୍ୟନ୍ତ ମିଳିନାହିଁ। ଯାହାକୁ ଖୋଜୁଛନ୍ତି ଏବେ ବୈଜ୍ଞାନିକ ମାନେ।

Leave a Reply

Your email address will not be published. Required fields are marked *