ଝୋଟ ବ୍ୟାଗରେ ରାମ ମନ୍ଦିରରୁ କଣ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ?

ବନ୍ଧୁଗଣ ଯେତେବେଳେ ରାମଲାଲା ଆସୁଛନ୍ତି ଉତ୍ସବ ମୁଖର ଗାଁ ଠୁ ସହର ଖିରି ପୁରିରେ ଭାସିବ ଅଯୋଧ୍ୟା। ରାମ ଧ୍ୱନୀରର କମ୍ପି ଉଠିବ ବିଶ୍ୱ। ଠିକ ସେତିକିବେଳେ ଭାରତ ଉପରେ ସାରା ବିଶ୍ୱର ନଜର ରହିଛି। ଏସବୁ ଭିତରେ ଯେତେବେଳେ ଯଜମାନ ସାଜୁଛନ୍ତି ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳେ ଯେତେବେଳେ ରାମ ଲାଲା ପ୍ରତିଷ୍ଠା ହୋଇ ସାରିଥିବେ ଯେତେବେଳେ ମୋଦୀଙ୍କର କର୍ତ୍ତବ୍ୟ ସରି ଯାଇଥିବ ଯେତେବେଳେ ମୋଦୀ ଅଯୋଧ୍ୟାରୁ ଫେରିବେ ମୋଦୀ କ’ଣ ନେଇ ରାମ ମନ୍ଦିରରୁ ଫେରିବେ? ଏମିତି ଏକ ଖବର ଏବେ ସବୁଠି ଭାଇରାଲ ହେଉଛି।

ଏଠାରେ ଜଣେଇ ଦେବାକୁ ଚାହିଁବୁ ରାମ ଜନ୍ମ ଭୂମିର ମାଟି ଆସିଥିବା ଅତିଥି ମାନଙ୍କୁ ଦିଆଯିବ ଏକ ଡ଼ବାରେ ପୁରାଇ। ଆଉ ଏହା ସହ ୧୦୦ ଗ୍ରାମର ଦେଶୀ ଘିଅ ଲଡୁ ମଧ୍ୟ ଦିଆଯିବ ସେମାନଙ୍କୁ। ଯାହା ଦେବରାହା ବାବାଙ୍କ ପକ୍ଷରୁ ଦିଆଯାଇଛି।

କିନ୍ତୁ ଏଠାରେ କହି ରଖିବା ପାଇଁ ଚାହିଁବୁ ସେହି ମନ୍ଦିର ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିବା କର୍ତା ସାଜିଥିବା ଯଜମାନ ସାଜିଥିବା ଭାରତର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଝୋଟ ବ୍ୟାଗରେ କ’ଣ ଦିଆଯିବ ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ଝୋଟ ବ୍ୟାଗରେ ଥିବ ରାମ ମନ୍ଦିରର ଏକ ୧୫ ମିଟର ବଡ଼ ଫୋଟ। ଯେଉଁ ଫୋଟକୁ ଉପହାର ସ୍ୱରୂପ ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯିବ। ଏମିତି କିଛି ଘୋଷଣା ମନ୍ଦିରର ଟ୍ରଷ୍ଟ ବୋର୍ଡ ତରଫରୁ କରାଯାଇଛି।

ତେବେ ଜଣେଇ ଦେବାକୁ ଚାହିଁବୁ ସାରା ବିଶ୍ୱରେ ଆସିଥିବା ଅତିଥି ମାନଙ୍କ ପାଇଁ ଯେତେବେଳେ ଏକ ଡ଼ବାରେ ରାମ ଜନ୍ମ ଭୂମିର ମାଟି ଦିଆଯିବ ୧୦୦ ଗ୍ରାମ ବିଶିଷ୍ଟ ଦେଶୀ ଘିଅର ଲଡୁ ଦିଆଯିବ ଠିକ ସେତିକିବେଳେ ଭାରତୀୟ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କର୍ତ୍ତବ୍ୟ ସରିବ ଯେତେବେଳେ ସେ ଅଯୋଧ୍ୟା ଛାଡିବେ ସେତେବେଳେ ଏକ ଝୋଟ ବ୍ୟାଗରେ ୧୫ ମିଟରର ରାମ ମନ୍ଦିରର ଫୋଟ ସହ ଘିଅ ଲଡୁ ମଧ୍ୟ ତାଙ୍କୁ ଦିଆଯିବ। ଏମିତି କିଛି ଘୋଷଣା ମନ୍ଦିରର ଟ୍ରଷ୍ଟ ବୋର୍ଡ ପକ୍ଷରୁ କରାଯାଇଛି।

Leave a Reply

Your email address will not be published. Required fields are marked *