ଚାପୁଡ଼ା ଖାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଇସ୍ତଫା ଦେବାକୁ ମଙ୍ଗିଲେ ନାହିଁ ଇମ୍ରାନ ଆଉ ତାପରେ….

ବର୍ତ୍ତମାନ ସମୟରେ ଇମ୍ରାନ ଙ୍କ ସରକାର ପାକିସ୍ତାନରୁ ଭ-ଙ୍ଗ ହୋଇସାରିଛି। ଆଜି ପର୍ଯ୍ୟନ୍ତ ଏପରି କୌଣସି ସରକାର ନାହାଁନ୍ତି ଯିଏକି ନିଜର କାର୍ଯ୍ୟକାଳ ପୂରା କରି ଇ-ସ୍ତ-ଫା ଦେଇଛନ୍ତି। ତେବେ ଇମ୍ରାନଙ୍କ ସରକାର ଅନ୍ୟ ସରକାରଙ୍କ ତୁଳନାରେ ବେଶ ଭଲ ଥିଲା ବୋଲି କୁହାଯାଉଛି। କିନ୍ତୁ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଅବିଶ୍ୱାସ ପ୍ରସ୍ତାବ ଦେଇ ଇମ୍ରାନ ପ୍ରଧାନମନ୍ତ୍ରୀ ପଦବୀରୁ ଇ-ସ୍ତ-ଫା ଦେଇଛନ୍ତି। ତେବେ ଏହା ପାକିସ୍ତାନରେ ପ୍ରଥମ ଥର ପାଇଁ ଘ-ଟିଛି। ଇମ୍ରାନ ଇସ୍ତଫା ଦେବା ପାଇଁ ରାଜି ନଥିଲେ। ବି-ରୋ-ଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ଅସାମ୍ବିଧାନିକ କହି ସଂସଦ ଭ-ଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଦେଇଥିଲେ। କିନ୍ତୁ ଏହା କିଛି ଫଳପ୍ରଦ ହୋଇ ନଥିଲା।

ସହଜ ନଥିଲା ଇମ୍ରାନ ଙ୍କ ଇ-ସ୍ତ-ଫା

ଅବିଶ୍ୱାସ ପ୍ରସ୍ତାବକୁ ନେଇ ଶନିବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ଜାତୀୟ କାଉନସେଲିଂ ରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ତେବେ ବାଚସ୍ପତି ଓ ଉପବାଚସ୍ପତି ଇ-ସ୍ତ-ଫା ଦେଇଥିଲେ। ଅବିଶ୍ୱାସ ପ୍ରସ୍ତାବ ଗୃହୀତ ହେବା ପରେ ବି-ରୋ-ଧୀ ଦଳଙ୍କ ମତ ଅଧିକ ହୋଇଥିଲା। ଯାହାଫଳରେ ଶାସନ ଦଳ ଭା-ଙ୍ଗି ଯାଇଥିଲା। ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ପଦରୁ ଇ-ସ୍ତ-ଫା ଦେଇଥିଲେ।

ଇମ୍ରାନ ଅନାସ୍ଥ ପ୍ରସ୍ଥାବକୁ ସହଜରେ ଗ୍ରହଣ କରି ନଥିଲେ। ଇମ୍ରାନ କେତେବେଳେ କ୍ୟବିନେଟ୍ ବୈଠକ ଡାକୁଥିଲେ ତ ଆଉ କେତେବେଳେ ସଂସଦୀୟ ଦଳର ବୈଠକ କରୁଥିଲେ। କିନ୍ତୁ ଇ-ସ୍ତ-ଫା ଦେଉ ନଥିଲେ। ଏହାପରେ ଇମ୍ରାନ ଙ୍କ ବାସଭବନ ଠାରେ ଏକ ହେଲିକପ୍ଟର ଅବତରଣ କରିଥିଲା। କଡ଼ା ସୁ-ର-କ୍ଷା ବ୍ୟବସ୍ଥାରେ ୨ ଜଣ ଇମ୍ରାନଙ୍କୁ ଭେଟିବାକୁ ଓହ୍ଲାଇଥିଲେ। ହଠାତ ସବୁକିଛି ବଦଳି ଗଲା। ଯିଏ ଇସ୍ତଫା ଦେବାକୁ ରାଜି ନଥିଲେ ସେ ସାଙ୍ଗେ ସାଙ୍ଗେ ଇ-ସ୍ତ-ଫା ଦେଇଥିଲେ।

ଭେଟିବାକୁ ଆସି ଦୁଇ ଚା-ପୁ-ଡ଼ା ମା-ରିଥିଲେ ଇମ୍ରାନଙ୍କୁ

ତେବେ ଇମ୍ରାନ ଇ-ସ୍ତ-ଫା ଦେବାକୁ ଅମଙ୍ଗ ହେଉଥିବା ଖବର ଜାଣିବା ପରେ ତାଙ୍କ ବାସଭବନରେ ଏକ ହେଲିକ୍ୟାପ୍ଟର ଅବତରଣ କରିଥିଲା। କଡା ସୁ-ର-କ୍ଷା ବଳରେ ଦୁଇ ଜଣ ବ୍ୟକ୍ତି ଓହ୍ଲେଇ ଇମ୍ରାନ ଙ୍କ ବାସଭବନ ଭିତକୁ ଯାଇଥିଲେ ସାକ୍ଷାତ କରିବା ପାଇଁ। ଭଲରେ ପ୍ରଥମେ ବୁଝାଇ ଥିଲେ ଅବୁଝା ହେବାରୁ ଦୁଇ ଚା-ପୁ-ଡ଼ା ମା-ରିଥିଲେ ବୋଲି ଶୁଣିବାକୁ ମିଳୁଛି। ଏହାପରେ ସେହିଦିନ ରାତିରେ ଇମ୍ରାନ ଇ-ସ୍ତ-ଫା ଦେଲେ ବୋଲି ସୂଚନା ଦେଇଥିଲେ।

୯ ତାରିଖ ରାତି ପ୍ରାୟ ୧୧ଟା ବେଳେ ଇମ୍ରାନଙ୍କ ବନିୟା ଗଲା ବାସବବନ ଲନରେ ସେନା ହେଲିକପ୍ଟର ଓହ୍ଲାଇଥିଲା। ଏଥିରେ ଆସିଥିବା ଦୁଇ ଜଣ ଶୀର୍ଷ ଅଧିକାରୀ କଡ଼ା ସୁର-କ୍ଷାରେ ସିଧା ଇମ୍ରାନଙ୍କୁ ଭେଟିବାକୁ ପହଞ୍ଚିଥିଲେ। ପ୍ରଥମେ ଭଲରେ ବୁଝେଇ ଥିଲେ। କିନ୍ତୁ ଇମ୍ରାନ ବୁଝିବାକୁ ନାରାଜ। ସେ ନାଟକବାଜି କରିଥିଲେ। ଏହାପରେ ଦୁଇ ଜଣ ଶୀର୍ଷ ଅଧିକାରୀଙ୍କ ଠାରୁ ମା-ଡ଼ ଖାଇଥିଲେ। ଦୁଇଟି ଜା-ବୁ-ଡା କଷିବା ପରେ ରାସ୍ତାକୁ ଇମ୍ରାନ ଆସିଯାଇଥିଲେ। ଏହାପରେ ମନ୍ତ୍ରୀଙ୍କ ସହ ସଂସଦକୁ ଯାଇ ଇ-ସ୍ତ-ଫା ପ୍ରଦାନ କରିଥିଲେ।

କିଏ ଥିଲେ ଦୁଇ ଶୀର୍ଷ ଅଧିକାରୀ

ଇମ୍ରାନ ଇ-ସ୍ତ-ଫା ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ ଅରାଜି ଥିଲେ। ସେ କାହାର କଥା ଶୁଣିଲେ ନାହିଁ। ଏପରିକି ସୁପ୍ରିମକୋର୍ଟ ଙ୍କ ଆଦେଶକୁ ଅବମାନନା କରିଥିଲେ। ତେବେ ଏହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଶେଷରେ ଦୁଇ ଉଚ୍ଚ ଅଧିକାରୀ ହେଲିକ୍ୟାପ୍ଟରରେ ଇମ୍ରାନଙ୍କ ବାସ ଭବନରେ ପହଞ୍ଚି ଥିଲେ। ତେବେ ସେ ଦୁଇ ଅଧିକାରୀ କିଏ ଥିଲେ ତାହାକୁ ନେଇ ଅନେକ ପ୍ରଶ୍ନ ଉଠି ଥିଲା।

ତେବେ ମିଳିଥିବା ସୂଚନା ଅନୁଯାୟୀ ହେଲିକପ୍ଟରରେ ସେନାମୁଖ୍ୟ ଜେନେରାଲ କମର ଜାଭେଜ ବାଜୱା ଓ ଆଇଏସଆଇ ଚିଫ୍ ନଦିମ ଅଞ୍ଜୁମ ଇମ୍ରାନଙ୍କ ଘରକୁ ଯାଇଥିଲେ। ସଂସଦରେ ବାଚସ୍ପତି ଓ ଉପ ବାଚସ୍ପତି ମଧ୍ୟ ଇ-ସ୍ତ-ଫା ଦେଇ ସାରିଥିଲେ। ସାଦିକ ବାଚସ୍ପତିଙ୍କ ଆସନରେ ବସି ଭୋଟିଂ କରାଇଥିଲେ। ଏହାପରେ ନୂଆ ପ୍ରଧାନମନ୍ତ୍ରୀ ବଛା ଯାଇଥିଲା। ଏହାପରେ ଇମ୍ରାନ ଓ ଅନ୍ୟ ମନ୍ତ୍ରୀ ମାନେ ଆସି ସଂସଦରେ ଇ-ସ୍ତ-ଫା ଦେଇଥିଲେ।

ଗିର-ଫଦା-ରୀ ଜାରି

ଇମ୍ରାନ ସୋସିଆଲ ମିଡିଆ ମାଧ୍ୟମରେ ସେନାକୁ ବଦ-ନାମ କରିବାକୁ ଚାହୁଁଥିଲେ। ଏଣୁ ୧୦ ତାରିଖ ପ୍ରତ୍ୟୁଷରେ ସେନା ପିଟିଆଇର କାର୍ଯ୍ୟକର୍ତ୍ତାଙ୍କ ଘର ଉପରେ ଚଢଉ ଆରମ୍ଭ କରିଦେଇଥିଲା। ଏହାପରେ ଚଢ଼ାଉ କରି ସେନା ମଡିଆ ସେଲରେ ବ୍ୟବହୃତ ହେଉଥିବା କମ୍ପ୍ୟୁଟର, ଲାପଟପ, ମୋବାଇଲ ଫୋନ ଓ ଡିଜିଟାଲ ଡାଇରି ଆଦି ଜ-ବ-ତ କରିବା ସହ ଖାଲିଦଙ୍କୁ ମଧ୍ୟ ଗି-ର-ଫ କରିଥିଲା।

Leave a Reply

Your email address will not be published. Required fields are marked *