ନିକୋ ପାର୍କରେ ମହିଳାଙ୍କୁ ଛେଚି ଥିଲା ସୁଇଗି ବୟ , କିନ୍ତୁ ବର୍ତ୍ତମାନ ସୁଇଗି ବୟ ଖାଇଲା ଛେଚା…..

କୌଣସି ଘଟଣାକୁ ସୋସିଆଲ ମିଡିଆରେ ଭାଇରଲ ହେବାକୁ ବେଶୀ ସମୟ ଲାଗି ନଥାଏ । ତେଣୁ କେହିବି ଲୋକ ସେପରି କିଛି ଭିଡ଼ିଓ ଦେଖିଲେ ଫୋନରେ ଭିଡ଼ିଓ ଉତ୍ତୋଳନ କରିବାକୁ ଆଦୌ ଡେରି କରନ୍ତି ନାହିଁ । ତେବେ ଗତ କିଛିଦିନ ତଳେ ଭୁବନେଶ୍ୱରର ନିକୋ ପାର୍କରେ ଘ-ଟିଥିବା ଘଟ-ଣାକୁ ନିଶ୍ଚିତ ଭାବରେ ଆପଣ ମାନେ ଭୁଲି ନଥିବେ କାରଣ ଘ-ଟଣା ବି ଥିଲା କିଛି ସେମିତି । ଜଣେ ମହିଳାଙ୍କୁ ଜଣେ ସୁଇଗି ବୟ ଚା-ପୁ-ଡ଼ା ପରେ ଚା-ପୁ-ଡ଼ା ମା-ରି ଚାଲିଥିଲେ । ଯାହାକୁ ସେଠାରେ ଥିବା ଲୋକ ରେ-କ-ର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ ତାହା ଭାଇରଲ ମଧ୍ୟ ହୋଇଥିଲା ।

କିନ୍ତୁ ଆଜିକାର ଘ-ଟଣା ତାହାର ସମ୍ପୂର୍ଣ୍ଣ ଓଲଟା । ଏଠାରେ କୌଣସି ସୁଇଗି ବୟ ମହିଳାଙ୍କୁ ନୁହେଁ ବରଂ ଜଣେ ମହିଳା ସୁଇଗି ବୟଙ୍କୁ ଚପଲରେ ମା-ଡ଼ ମା-ରିବାର ଦେଖାଯାଇଛି । ତେବେ ପୂର୍ବ ଘ-ଟଣା ଭୁବନେଶ୍ୱରର ନିକୋ ପାର୍କର ହୋଇଥିଲେ ହେଁ ଏହି ଘ-ଟଣା ଜବଲପୁରର ଅଟେ । ଯେଉଁଠି ଟ୍ରାଫିକ ପାଖରେ ଜଣେ ମହିଳା ଜଣେ ସୁଇଗି ବୟଙ୍କୁ ଚପଲରେ ବାଡେଇଛନ୍ତି ।

ତେବେ ସୂଚନା ଅନୁଯାୟୀ ମହିଳା ଜଣକ ଫୋନରେ କଥା ହୋଇ କାର ଚଳାଉଥିବା ସମୟରେ ସୁଇଗି ବୟ ଜଣକ ବାଇକରେ ଭୁଲ ପାର୍ଶ୍ୱରୁ ଆସିବା ଦ୍ୱାରା କାର ଓ ବାଇକ ମଧ୍ୟରେ ଧ-କ୍କା ହୋଇଥିଲା । ଯେଉଁ କାରଣରୁ ମହିଳା ଜଣକ ଉତ୍ତେଜିତ ହୋଇ କାରରୁ ଓଲ୍ହାଇ ଯୁବକ ଜଣଙ୍କୁ ଖରାପ ଭା-ଷାରେ ଗା-ଳି ଗୁ-ଲଜ କରିବା ସହିତ ଚପଲରେ ମୁଁହରେ ମା-ଡ଼ ମଧ୍ୟ ମା-ରି ଚାଲିଥିଲେ । ତେବେ ସେଠାରେ ଥିବା ଲୋକେ ମହିଳାଙ୍କୁ ଯେତେ ବୁଝାଇଲେ ବି ମହିଳା ଜଣକ ମାନି ନଥିଲେ ଏବଂ ଯୁବକଙ୍କୁ ଚା-ପୁ-ଡ଼ା ମା-ରି ଚା-ଲିଥିଲେ ।

ଅନେକ ଲୋକଙ୍କ ମତରେ ମହିଳାଙ୍କ ଭୁଲ ଥିବା କୁହାଯାଇଛି ଏବଂ ନିଜ ଭୁଲ ନମାନି ଯୁବକଙ୍କୁ ଏପରି ଖରାପ ବ୍ୟବହାର କରିଥିବା କୁହାଯାଉଛି । ତେଣୁ ବର୍ତ୍ତମାନ ପୋ-ଲି-ସ ଏହି ଘଟ-ଣାକୁ ଆଧାର କରି ମହିଳାଙ୍କୁ ଖୋ-ଜି-ବା ଆରମ୍ଭ କରିଛି । ଉକ୍ତ ଯୁବକଙ୍କ ଅଭି-ଯୋଗରେ ପୋ-ଲି-ସ ମହିଳାଙ୍କ ବି-ରୋ-ଧରେ ମା-ମ-ଲା ରୁ-ଜ୍ଜୁ କରିଛି ।

Leave a Reply

Your email address will not be published. Required fields are marked *