ବିରିୟାନି ପାଇଁ ଚାଲି ଗଲା ପୁଅର ଜୀବନ, ବାପା ବିରିୟାନି ଆଣିବାକୁ ଭୁଲି ଯିବାରୁ ଆତ୍ମହତ୍ୟା କଲା ପୁଅ। ଦେଖନ୍ତୁ ଏହି ଭିଡ଼ିଓ।
ବର୍ତ୍ତମାନର ଆଧୁନିକ ସମୟରେ ଲୋକମାନେ ନିଜର ବେଶ ପୋଷାକ ଏବଂ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି। ଆଜିର ଯୁବପିଢ଼ି ମାଆ ହାତ ରନ୍ଧା ଖାଇବା ଅପେକ୍ଷା ବାହାର ଖାଦ୍ୟ ଖାଇବା …
Read More