ସହିଦ ସ୍ୱାମୀକୁ ଧରି ମୁଣ୍ଡ ବାଡେଇ କା-ନ୍ଦୁଛି ସ୍ତ୍ରୀ , କହୁଛି ମୋତେ ଏକା କରି ଚାଲିଗଲ

ବହୁତ ହୃଦୟ ବିଦାରକ ଏହି ମୁହୂର୍ତ୍ତ ଥାଏ ଆଉ ବହୁତ ଦୁଃ-ଖ ମଧ୍ୟ ଲାଗିଥାଏ ଯେତେବେଳେ ଜଣେ ସ୍ୱାମୀକୁ ଧରି ଜଣେ ସ୍ତ୍ରୀ ମୁଣ୍ଡ ବାଡେଇ ବାଡେଇ କାନ୍ଦିଥାଏ । ଆଉ ସେହି ମୁହୂର୍ତ୍ତ ବେଳେ ଯେତେବେଳେ ସେ ଜାଣିଥାଏ ଆଉ କେବେ ବି ମୋ ସ୍ବାମୀ ମୋ ପାଖକୁ ଫେରିବେ ନାହିଁ । ସବୁଦିନ ପାଇଁ ସେ ଭଗବାନଙ୍କ ପ୍ରିୟ ହୋଇ ଯାଇଛନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ଆମେ ଆଉ ତାଙ୍କୁ ଉଠାଇ ପାରିବା ନାହିଁ । ତେବେ ଏହି ଦୁଃ-ଖ ଦେଖିବା ପରେ ସହି ହୁଏ ନାହିଁ ।

କିନ୍ତୁ ଯେତେବେଳେ ଜଣେ ସହିଦ ଯବାନଙ୍କ ପତ୍ନୀ ନିଜ ସ୍ବାମୀଙ୍କୁ କଫିନ ଭିତରେ ଦେଖେ ଆଉ ସେତେବେଳେ ସେ ଭାବିଥାଏ ଏହା ମୋ ପାଇଁ ଗର୍ବର କଥା ମୋ ସ୍ଵାମୀଙ୍କ ଜୀବନ ମୋ ଦେଶ ପାଇଁ ଯାଇଛି । କିନ୍ତୁ ସାଧାରଣରେ ଆମେ ସମସ୍ତେ ମଣିଷ , ତେଣୁ କରି ସ୍ବାମୀଙ୍କୁ ହରାଇ କାହା ଆଖିରୁ ବା ଲୁ-ହ ଆସିବ ନାହିଁ । ତେବେ ଆମେ ଆଜି ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ । ଯେଉଁଠି ଗାଆଁରେ ଆସି ପହଁଚି ଯାଇଛି ବିର ସହିଦ ଯବାନ ଈଶ୍ବରଙ୍କ ମୃ-ତଦେ-ହ ।

ଆଉ ଗାଁ ସାରା ସହିଦ ଯବାନ ଅମର ରହେ ଧ୍ବନିରେ ଫାଟି ଯାଉଛି । ତେବେ କଳାହାଣ୍ଡିର ଯବାନ ଈଶ୍ୱର ଆଉ ଏ ଦୁନିଆଁରେ ନାହାଁନ୍ତି । ନିଜ ଦେଶ ପାଇଁ ସେ ନିଜ ଜୀବନ ଉତ୍ସର୍ଗ କରି ଦେଇଛନ୍ତି । ଆଉ ବର୍ତ୍ତମାନ ଘରେ ଆସି ତାଙ୍କ ମୃ-ତଦେ-ହ ପହଞ୍ଚିବା ପରେ ତାଙ୍କ ପତ୍ନୀ ମୁଣ୍ଡ ବାଡେଇ କା-ନ୍ଦୁଛନ୍ତି ଆଉ କହୁଛନ୍ତି ତୁମେ ମୋତେ ଏକା କରି କିପରି ଚାଲିଗଲ । ତେବେ ତାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ଗତକାଲି ସେ ସ୍ଵାମୀଙ୍କ ସହିତ କଥା ହୋଇଥିଲେ । ପ୍ରତିଦିନ ସେ ଘରକୁ ଫୋନ୍ କରନ୍ତି ଆଉ ମୋ ସହିତ ବହୁତ ସମୟ କଥା ହୁଅନ୍ତି ।

ଏହାପରେ ଝିଅ ସହିତ ମଧ୍ୟ ବହୁତ ସମୟ ଖେଳି ଥିଲେ । କେବଳ ଏତିକି ନୁହେଁ , ସେ ଏହାପରେ ମାଆ ବାପା ସହିତ ମଧ୍ୟ କଥା ହୋଇଥିଲେ । ଆଉ କହିଥିଲେ ଯେ , ମୋର ଡ୍ୟୁଟି ଅଛି ମୁଁ ଯାଉଛି । କାଲି ଆସିଲେ ଫୋନ କରିବି । ସବୁଦିନ ପରି ସ୍ୱାମୀର ଫୋନକୁ ଅପେକ୍ଷା କରିଥିଲେ ସ୍ତ୍ରୀ କିନ୍ତୁ ଫୋନ ଆସି ନ ଥିଲା । ଫୋନ ଲାଗୁଥିଲା କିନ୍ତୁ କେହି ଉଠାଉ ନଥିଲେ । ଆଉ ଶେଷରେ ଘରେ ଆସି ପହଁଚିଥିଲା ସହିଦଙ୍କ ଖବର । ଆଉ ଯାହା ପରେ ନିଜକୁ କେହି ନିୟନ୍ତ୍ରଣ କରି ପାରି ନଥିଲେ ।

Leave a Reply

Your email address will not be published. Required fields are marked *