ରଙ୍ଗ ନମ୍ବରରୁ ପ୍ରେମ ପରେ ପ୍ରେମିକ ଠାରୁ ଲୁ-ଟିଲା ଟଙ୍କା । ଆଉ ଏବେ ପ୍ରେମିକ ବ୍ୟୋମକେଶଙ୍କୁ ମାଗିଲେ ନ୍ୟା-ୟ ।

ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କୁ ପ୍ରେମ ନି-ଶା ଏଭଳି ଘାରିଛି ଯେ ଭାବୁଛନ୍ତି ପ୍ରେମିକ କିମ୍ବା ପ୍ରେମିକାଟ ଟଙ୍କା ଅ-ଭାବ ପୂରଣ କଲେ ହୁଏତ ସେ ତାକୁ ଭଲ ପାଇବ । କିନ୍ତୁ ବାସ୍ତବରେ ତାହା ନୁହେଁ । ଆଜିକାଲି ପ୍ରେମ ନାଁରେ ଚାଲିଛି ଲୁ-ଟ । କାରଣ ଅଧିକାଂଶ ପୁଅ ଏବଂ ଝିଅ ଗୋଲଡ଼ ଡିଗର । ଯେଉଁ କାରଣରୁ ସେମାନେ ନିରୀହ ପୁରୁଷ ମହିଳାଙ୍କୁ ପ୍ରେମ ଜା-ଲରେ ଫସାଇ ଟଙ୍କା ଲୁ-ଟୁଛନ୍ତି । ସେହି ଭିତରୁ କିଛି ଲୋକ ଧୋ-କା ପାଇବା ପରେ ନ୍ୟା-ୟ ପାଇଁ ଲ-ଢ଼ୁଛନ୍ତି ତ ଆଉ କିଛି ଲ-ଜ୍ଜ୍ୟାରେ ଚୁପ ରହୁଛନ୍ତି । ଏହିଭଳି ଜଣେ ଯୁବକ ମିଡ଼ିଆ ସାମ୍ନାରେ ନିଜ ସହିତ ହୋଇଥିବା ଧୋ-କାର ପ-ର୍ଦ୍ଦାଫା-ସ କରିଛନ୍ତି ଏବଂ ବ୍ୟମକେଶଙ୍କୁ ନ୍ୟା-ୟ ମାଗିଛନ୍ତି ।

ତେବେ ଯୁବକ ଜଣଙ୍କ କହିବା କଥା ଯେ 6 ମାସ ତଳେ ରଙ୍ଗ ନମ୍ବରରେ ଜଣେ ଯୁବତୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ସେତେବେଳେ ଯୁବତୀ ଜଣକ ନିଜ ନାମ ଶ୍ରଦ୍ଧା ସାହୁ କହିଥିଲେ । କିନ୍ତୁ ତାଙ୍କର ପ୍ରକୃତ ନାମ ଲିପା ନାୟକ ଥିଲା । ଏମିତି ଏକ ମାସ ଧରି କଥାବାର୍ତ୍ତା ଏବଂ ବନ୍ଧୁତା କ୍ରମେ ନିବିଡ଼ ହେବା ପରେ ଯୁବତୀ ଜଣକ ଯୁବକଙ୍କୁ ପ୍ରେମ ନିବେଦନ କରିଥିଲେ । ଯୁବକ ଜଣକ ଶ୍ରୀଭେନସ ଲିମିଟେଡ଼ ବମ୍ବେର ଏହି ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ତେବେ ଯୁବତୀଙ୍କ ସହିତ ସାକ୍ଷାତ ଏବଂ ତାପରେ ଯୁବତୀଙ୍କ ପ୍ରେମ ନିବେଦନକୁ ଯୁବକ ଜଣକ ଗ୍ରହଣ କରିଥିଲେ ଏବଂ ଦୁହେଁ ରିଲେଶନରେ ରହିଥିଲେ । ଏମିତି ସ-ମ୍ପର୍କ ଗଭୀର ହେବା ସହିତ ଯୁବତୀ ଜଣକ ଧୀରେ ଧୀରେ ଯୁବକଙ୍କୁ ନିଜର ଆବଶ୍ୟକତା କହି ଟଙ୍କା ମାଗିବା ଆରମ୍ଭ କରିଦେଲେ ।

କିନ୍ତୁ ଯେତେବେଳେ ଯୁବକ ଜଣକ ଯୁବତୀ ତାଙ୍କୁ ଠକି ଥିବା କଥା ଜାଣିବାକୁ ପାଇଲେ ଏବଂ ଯୁବତୀ ଜଣଙ୍କର ଅନ୍ୟ ଜଣେ ପ୍ରେମିକ ଯାହାଙ୍କ ସହିତ ସେ ଲିଭଇନରେ ଥିବା କଥା ଜାଣିବାକୁ ପାଇଲେ ସେତେବେଳେ ସେ ଯୁବତୀଙ୍କୁ ଟଙ୍କା ଫେରାଇ ଦେବାକୁ କହିଥିଲେ । କିନ୍ତୁ ସଙ୍ଗେ ସଙ୍ଗେ ଯୁବତୀ ଜଣଙ୍କ ତାଙ୍କର ସବୁ ନମ୍ବରକୁ ବ୍ଲକ କରି ଦେଇଥିଲେ । ଯୁବକ ଜଣକ ଯୁବତୀଙ୍କ ପ୍ରେମିକକୁ ମଧ୍ୟ କଲ କରିଥିଲେ ।

ତାହାକୁ ମଧ୍ୟ ବ୍ଲକ କରିଥିଲେ ଯୁବତୀଙ୍କ ପ୍ରେମିକ । ପରେ ଯୁବକ ଜଣକ ଯୁବତୀଙ୍କ ଠିକଣା ସ-ନ୍ଧାନ କରି ପୁରୁମ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କ ସହିତ ଯୁବତୀ ଏବଂ ତାଙ୍କ ପାର୍ଟନର ଖରାପ ବ୍ୟବହାର କରିବାରୁ ଯୁବକ ଜଣକ ପୋଲି-ସକୁ ମଧ୍ୟ ଡାକିଥିଲେ । କିନ୍ତୁ କିଛିବି ଲାଭ ହୋଇ ନଥିଲା । ବରଂ ପୋ-ଲିସ ଅଧିକାରୀ ମି-ଛ କହିଥିଲେ ଯେ ତାଙ୍କ ମାମ-ଲାରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଇଛି । ତେବେ ବର୍ତ୍ତମାନ ଯୁବକ ଆଇନଜୀବୀ ବ୍ୟମୋକେଶ ତ୍ରିପାଠିଙ୍କ ପାଖରେ ଅନୁରୋଧ କରିଛନ୍ତି ଯେ ଯଥାଶୀଘ୍ର ତାଙ୍କ ମାମ-ଲାରେ ଅଭି-ଯୋଗ ଗ୍ରହଣ କରାଯାଉ ଏବଂ ଉକ୍ତ ଯୁବତୀ ତାଙ୍କର ସବୁ ଟଙ୍କା ଫେରାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *