ଇନ୍ଦିରା ଗାନ୍ଧୀଙ୍କଠୁ ଆରମ୍ଭ କରି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ..ଏହି ସବୁ ନେତାଙ୍କୁ ହୋଇଛି ଗୁ-ଳି ମା-ଡ଼

ଦୀର୍ଘ ବର୍ଷ ଧରି ଆମ ଭାରତକୁ ନେତା ମନ୍ତ୍ରୀ ମାନେ ହିଁ ପରିଚାଳିତ କରୁଛନ୍ତି । ସେମାନେ ହିଁ ଶାସନର ମୂଳ ପ୍ରତିଷ୍ଠାତା ଆଉ ପରିଚାଳକ । ତାଙ୍କ ବିନା ଏ ସାଧାରଣ ଜନତା ମାନେ କିପରି ବା ତିଷ୍ଠି ପାରିଥାନ୍ତେ । ତାଙ୍କ ପାଇଁ ସବୁକିଛି ହିଁ ସମ୍ଭବପର ହୋଇ ପାରିଥାଏ । କିନ୍ତୁ ଥରେ ଚିନ୍ତା କରି ଦେଖନ୍ତୁ , ଯଦି ସେମାନେ ସୁର-କ୍ଷିତ ରହିଲେ , ତେବେ ଆମେ ମାନେ ବି ସୁର-କ୍ଷିତ ହୋଇ ରହିବା । କିନ୍ତୁ ଯେତେବେଳେ ସେମାନେ ସୁର-କ୍ଷିତ ନାହାନ୍ତି , ସେତେବେଳେ ଆମେ ମାନେ କିପରି ସୁର-କ୍ଷିତ ରହି ପାରିବା । ଦୀର୍ଘ ବର୍ଷ ଧରି ନେତା ମନ୍ତ୍ରୀ ମାନଙ୍କୁ ଗୁ-ଳି କରି ହ-ତ୍ୟା କରିବା ଘ-ଟଣା ଚାଲି ଆସିଛି । ଆଉ ସେମାନଙ୍କୁ ସେମାନଙ୍କର ହିଁ ସୁର-କ୍ଷା କର୍ମୀ ମାନେ ଗୁ-ଳି କରି ଦେଉଛନ୍ତି ।

ତେବେ ଆପଣ ସମସ୍ତେ ଜାଣି ଥିବେ କି , ଭାରତରେ ଅହିଂ-ସାର ନୀତି ପ୍ରସାରିତ କରିଥିବା ମହାତ୍ମାଗାନ୍ଧୀ ବି ଦିନେ ଏହି ଗୁ-ଳିମା-ଡ଼ର ଶି-କାର ହୋଇ ନିଜ ଜୀବନ ହାରି ଦେଇଥିଲେ । ଆଉ ତାଙ୍କୁ ନିଜ ପ୍ରାର୍ଥନା ସଭାରେ ସମସ୍ତଙ୍କ ସହିତ ମିଶି ପ୍ରାର୍ଥନା କରୁଥିବା ସମୟରେ ଜାନୁୟାରୀ ୨୦ ତାରିଖରେ ନାଥୁରାମ ଗଡସେଙ୍କ ଦ୍ଵାରା ହ-ତ୍ୟା କରା ଯାଇଥିଲା । ତେବେ ଏତିକି ରେ କାହାଣୀ ଅଟକି ଯାଇ ନଥିଲା ।

ଏହାପରେ ଆଉ ଜଣେ ବ୍ୟକ୍ତିଙ୍କୁ ହ-ତ୍ୟା କରା ଯାଇଥିଲା । ଯାହାଙ୍କୁ ଆପଣ ସମସ୍ତେ ଜାଣି ଥିବେ । ଭାରତର ମହିଳା ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ । ତାଙ୍କ ସହିତ ବି ଠିକ୍ ଏମିତି ହୋଇଥିଲା । ୧୯୮୪ ମସିହା ଅକ୍ଟୋବର ୧୪ ତାରିଖ ସକାଳେ ତାଙ୍କ ଦ୍ଵାରା ପ୍ରସାରିତ ହୋଇଥିବା ଅପରେସନ ବ୍ଲୁ ଷ୍ଟାରର କାମ ଚାଲିଥିବା ସମୟରେ ତାଙ୍କ ଉପରେ ଖୁସି ନଥିବା ତାଙ୍କର ଦୁଇ ସୁର-କ୍ଷାକର୍ମୀ ଏପରି କିଛି ପଦକ୍ଷେପ ନେଇଥିଲେ ।

ଆଉ ତାଙ୍କ ଉପରକୁ ଆଖି ବୁଜି ଗୁ-ଳି ମା-ଡ କରିଥିଲେ ଆଉ ତାପରେ ଆରପାରିକୁ ଚାଲି ଯାଇଥିଲେ ଇନ୍ଦିରା । ତେବେ ତାଙ୍କ ପରେ ତାଙ୍କ ପୁଅ ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଉ ତାପରେ ଏପରି କିଛି କାମ କରିଥିଲେ ରାଜୀବ। ଯାହା ଦ୍ଵାରା କେହି ବି ଖୁସି ନଥିଲେ । ଏଲଟିଡି ନାମକ ଏକ ସଂସ୍ଥା ତାଙ୍କ ଉପରେ ଟା-ର୍ଗେଟ କରିଥିଲା । ଆଉ ତାଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କରିଥିଲା ।

ତେବେ ରାଜୀବ ଗାନ୍ଧୀଙ୍କୁ ଫୁଲ ମାଳ ପିନ୍ଧାଇବା ପାଇଁ ଯାଇଥିଲେ ମହିଳା ଆତ-ଙ୍କବାଦୀ ଧନୁ । ତାଙ୍କୁ ଫୁଲ ମାଳ ପିନ୍ଧାଇବା ସମୟରେ ତାଙ୍କ ଉପରକୁ ବୋ-ମା ପକାଇଥିଲେ । ଆଉ ସେଥିରେ ପ୍ରା-ଣ ହରାଇଥିଲେ ରାଜୀବ । ଏହା ସହିତ ସେଠାରେ ଥିବା ୪୬ ଜଣ ବ୍ୟକ୍ତିଙ୍କ ସହିତ ଅନେକ ଲୋକ ଗୁରୁ-ତର ଆ-ହତ ହୋଇଥିଲେ । ସେହିପରି ଏସପି ସାଂସଦ ଫୁଲନଦେବୀଙ୍କୁ ମଧ୍ୟ ୨୦୦୧ ମସିହାରେ ହ-ତ୍ୟା କରା ଯାଇଥିଲା।

ଆଉ ଜଣେ ନେତା ହେଉଛନ୍ତି ବିଜେପି ନେତା ପ୍ରମୋଦ ମହାଜନ । ଦୀର୍ଘ ୧୫ ଦିନର ସଂ-ଘର୍ଷ ପରେ ଆଖି ବୁଜି ଦେଇଥିଲେ ପ୍ରମୋଦ । ତାଙ୍କର ମୃ-ତ୍ୟୁ କିଛି ଫିଲ୍ମ କାହାଣୀ ଠାରୁ କମ୍ ନଥିଲା । କାହିଁକି ନା ତାଙ୍କ ନିଜ ଭାଇ ହିଁ ତାଙ୍କୁ ହ-ତ୍ୟା କରିଥିଲେ । ଆଉ ତାଙ୍କ ଭାଇ ପ୍ରବୀଣ ଆଜୀ-ବନ କା-ରାଦ-ଣ୍ଡ ଭୋଗୁଛନ୍ତି । ତେବେ ଯଦି ଆମେ ସମସ୍ତ ଘଟ-ଣାକୁ ଦେଖିବା ତେବେ ଏପରି ଅନେକ ନେତା ମନ୍ତ୍ରୀ ଅଛନ୍ତି , ଯେଉଁ ମାନଙ୍କୁ ଗୁ-ଳି ମା-ଡ କରି ହ-ତ୍ୟା କରାଯାଇଛି ।

ଆଉ ସମସ୍ତଙ୍କ ଗୁ-ଳି ମା-ଡ଼ରେ ଟଳି ପଡିଛନ୍ତି ଅନେକ ନେତା ମନ୍ତ୍ରୀ । ଏପରି ପ୍ରଥାକୁ ଆଜି ପର୍ଯ୍ୟନ୍ତ ରୋକା ଯାଇ ପାରୁ ନାହିଁ । ଓଡ଼ିଶାରେ ମଧ୍ୟ ଏପରି ନେତା ଅଛନ୍ତି , ଯାହାଙ୍କୁ ଗୁ-ଳି କରି ହ-ତ୍ୟା କରାଯାଇଛି । ଆଉ ଏପରି ନେତା ମନ୍ତ୍ରୀଙ୍କୁ ନିଜ ସୁର-କ୍ଷାକ-ର୍ମୀ ମାନେ ହିଁ ନିଜେ ଗୁ-ଳି କରି ହ-ତ୍ୟା କରୁଛନ୍ତି ।

Leave a Reply

Your email address will not be published. Required fields are marked *