ନିଜ ଚିକିତ୍ସା ପାଇଁ ଓ ଘରଲୋକଙ୍କୁ ଦେଖା କରିବାକୁ 5ମାସ ଧରି ମିଳିନଥିଲା ଛୁଟି ,ସେଥିପାଇଁ ରା-ଗିଗଲେ କି ASI?

ସାରା ଓଡ଼ିଶାକୁ ହଇଚଇ କରି ରଖି ଦେଲା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ମାମ-ଲା । ଦିନ ଦ୍ବିପ୍ରହରରେ ସମସ୍ତଙ୍କ ଆଖି ଆଗରେ ତାଙ୍କୁ ଗୁ-ଳି କରି ହ-ତ୍ୟା କରାଗଲା କିନ୍ତୁ କେହି କିଛି ବି କରିପାରିଲେ ନାହିଁ । ସମସ୍ତେ ଅବାକ୍ ହୋଇଗଲେ । ଗୋଟିଏ ମୁହୂର୍ତ୍ତ ପାଇଁ କେହି କିଛି ଜାଣି ପାରିଲେ ନାହିଁ କି ଏଠାରେ କଣ ହେଉଛି । ଆଉ କଣ ହୋଇଗଲା ନବ ଦାସଙ୍କର । ସମସ୍ତେ ବାସ୍ ସେହି ବନ୍ଧୁକ ଶବ୍ଦ ଶୁଣି ଅବାକ୍ ହୋଇ ପଡ଼ିଥିଲେ । ଆଉ ଖୋଜି ବୁଲି ଥିଲେ କିଏ ସେହି , ଯାହାଙ୍କ ବନ୍ଧୁକ ନେଇ ଗଲା ନବ ଦାସଙ୍କ ଜୀବନ । ଗୋଟିଏ ମୁହୂର୍ତ୍ତରେ ସବୁ କିଛି ଓଲଟା ପାଲଟା ହୋଇ ଗଲା । ଗୋଟିଏ ମୁହୂର୍ତ୍ତରେ ଚାଲି ଗଲା ସମସ୍ତଙ୍କ ଆଖି ଆଗରେ ନବ ଦାସଙ୍କ ଜୀବନ ।

ତେବେ ଏହାରି ମଧ୍ୟରେ ଧୀରେ ଧିରେ ସେହି ବ୍ୟକ୍ତିଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ , ଯିଏ ତାଙ୍କୁ ଗୁ-ଳି କରି ଦେଇ ଚାଲି ଗଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କଣ ହେଲା ଏମିତି ନବ ଦାସଙ୍କୁ ଗୁ-ଳି କରି ଦିଆ ଗଲା । ତେବେ ତାପରେ ଜଣା ପଡ଼ିଥିଲା କି , ନବ ଦାସଙ୍କ ସୁର-କ୍ଷାକର୍ମୀ ଥିବା ଗୋପାଳ କୃଷ୍ଣ ଦାସଙ୍କ ଦ୍ଵାରା ହିଁ ନବ ଦାସଙ୍କୁ ଗୁ-ଳି କରି ଦିଆଯାଇଛି । ଯିଏ ଦିନେ ତାଙ୍କୁ ସୁର-କ୍ଷା ଯୋଗାଉ ଥିଲେ , ସେ ଆଜି କିପରି ତାଙ୍କ ଉପରକୁ ଗୁ-ଳି ଚଳାଇଲେ , ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମା-ରିଥିଲା । ଆଉ ସମସ୍ତେ ପ୍ରଶ୍ନ ଘେରରେ ରହିଥିଲେ । ତେବେ ଏହାପରେ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିବାରେ ଲାଗିଛି । କୁହାଯାଉଛି କି , ଗୋପାଳ ଦାସ ଏକ ମାନସିକ ରୋଗୀ ।

ଆଉ ଏହି କଥା ଆପୋଲର ଡାକ୍ତର ନିଜେ କାଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ , ଗୋପାଳ ଦାସ ଏକ ମାନସିକ ରୋଗରେ ପୀ-ଡିତ ଥିଲେ , ଯେଉଁଥି ପାଇଁ ବୋଧ ହୁଏ ସେ ଏପରି ପଦକ୍ଷେପ ନେଇ ଗଲେ । ନବ ଦାସଙ୍କୁ ହ-ତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ । ତେବେ କୁହାଯାଉଛି କି , ୫ ମାସ ଧରି ଗୋପାଳ ଦାସ ଛୁଟି ନେଇ ଘରକୁ ଯିବା ପାଇଁ ଚାହୁଁଥିଲେ କିନ୍ତୁ ତାଙ୍କୁ ଛୁଟି ମିଳୁ ନଥିଲା । ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇ ଯାଉଥିଲା ଆଉ ସେ ମଧୁମେହ ରୋଗରେ ମଧ୍ୟ ପୀ-ଡିତ ଥିଲେ । ତେଣୁ ସେ ନିଜ ଚିକିତ୍ସା କରାଇବା ପାଇଁ ନିଜ ଘର ଲୋକଙ୍କ ପାଖକୁ ଯିବା ପାଇଁ ଚାହୁଁଥିଲେ ଆଉ ସେମାନଙ୍କୁ ଭେଟିବା ପାଇଁ ମଧ୍ୟ ଚାହୁଁଥିଲେ କିନ୍ତୁ କିଛି ବି ସମ୍ଭବ ହୋଇ ପାରୁ ନଥିଲା । ତାଙ୍କୁ ଛୁଟି ଆଦୌ ମିଳି ପାରୁ ନଥିଲା ।

ତେଣୁ ସେଥିପାଇଁ ବୋଧ ହୁଏ ଗୋପାଳ ଦାସ , ନବ ଦାସଙ୍କ ଉପରେ କ୍ରୋ-ଧିତ ହୋଇ ଯାଇଥିଲେ । ଆଉ ତାହାର ପ୍ରତି-ଶୋଧ ନେବା ପାଇଁ ସେ ଏପରି କା-ଣ୍ଡ କରି ଦେଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହେଉଛି । ସମସ୍ତେ ଏହି କଥାକୁ ନେଇ ଚାରି ଆଡ଼େ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଆପଣ ସମସ୍ତେ ଜାଣି ସାରିଥିବେ କି , ଗତକାଲି ନିଜ ସୁର-କ୍ଷାକର୍ମୀ ଦ୍ଵାରା ଗୁ-ଳି ମା-ଡ଼ର ଶି-କାର ହୋଇଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଉ ତାଙ୍କୁ ଗୁରୁ-ତର ଅବସ୍ଥାରେ ଆପୋଲା ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ କିଛି ବି ସମ୍ଭବ ହୋଇ ପାରି ନଥିଲା । ଶେଷରେ ସେଠାରେ ନିଜର ଶେଷ ନିଃ-ଶ୍ୱାସ ତ୍ୟା-ଗ କରିଥିଲେ ନବ ଦାସ । ସମସ୍ତଙ୍କ ଆଖି କାଲି ଛଳଛଳ ହୋଇ ଯାଇଥିଲା । ହଠାତ ଏପରି ହୋଇଯିବ ବୋଲି କେହି ଜାଣି ପାରି ନଥିଲେ ।

Leave a Reply

Your email address will not be published. Required fields are marked *