ଗାଈର କାନ୍ଦ ଶୁଣି ଦୌଡ଼ି ଆସିଲେ ଗାଁ ଲୋକେ, ଗଛ ତଳେ ଗୋମାତା ସହ ଯୁବକ ଜଣକ କରୁଥିଲା ଏମିତି କିଛି…।

ଗୋମାତାଙ୍କ ସହ ଦୁଷ୍କର୍ମ କରୁଥିବା ବେଳେ ଧରା ପଡିଲା ଯୁବକ ଜଣକ। ଆଉ ନିଧୁମ ଛେଞ୍ଚା ଖାଇଲେ। ହଁ ଆଜ୍ଞା ଦେହ ସୁଖ ପାଇଁ ଗୋମାତାଙ୍କୁ ବି ଛାଡି ନାହିଁ ଏହି ଯୁବକ ଜଣକ। ଧରା ପଡିଲା ପରେ ଏଭଳି ଭୁଲ ମାଗିଛି ଆଉ କହୁଛି ମୁଁ ଆଉ କେବେବି ଗାଈ ସହିତ ରଖିବିନି ଶାରୀରିକ ସମ୍ପର୍କ।

ହଁ ଆଜ୍ଞା ଏହି ଫୋଟରେ ବୁଲୁଥିବା ସେହି ଗୋମାତାଙ୍କୁ ଆପଣ ମାନେ ଦେଖିପାରୁଥିବେ ଯିଏ କି କିଛି ସମୟ ଆଗରୁ ଚିତ୍କାର କରୁଥିଲା। ଯେତେବେଳେ ଏଇ ଯୁବକ ଜଣକ ଶାରୀରିକ ସମ୍ପର୍କ ରଖୁଥିଲା ସହି ପାରୁନଥିଲା ଏଇ ଗୋମାତା। ଆଉ ଚିତ୍କାର କରୁଥିଲା। ଆଉ ସେତିକିବେଳେ ଗାଁ ଲୋକଙ୍କ କାନରେ ଶବ୍ଦ ପଡିଥିଲା ଆଉ ଦୌଡ଼ି ଯାଇ ଦେଖିବା ବେଳକୁ ଏଇ ଯୁବକ ଜଣକ ଲଗାତାର କରିଚାଲିଥିଲେ ଦୁଷ୍କର୍ମ ଆଉ ତାପରେ ଲୋକେ ଅଭିଯୁକ୍ତକୁ ଧରି ଏଭଳି ଛେଞ୍ଚିଛନ୍ତି ଏବେ କାନ୍ଦି କାନ୍ଦି କହୁଛନ୍ତି ଯୁବକ ଜଣକ ଆଉ ଭୁଲ କରିବିନି।

ତେବେ ଏଇ ମାଉସୀ ଜଣକ ମଧ୍ୟ ବୁଝାଇ ଦେଇଛନ୍ତି ଯେ ଗୋ ମାତା ତୋର ମା ଏମିତି କେମିତି କଲୁ। ଏମିତି ଡହ ଡ଼ହ ଖରାରେ କାହାର କ’ଣ ଚିନ୍ତା କାହାକୁ ଟିକେ ଛାଇ ଦରକାର ତ କାହାକୁ ଟିକେ ପାଣି ଦରକାର। କିନ୍ତୁ ଏଇ ଯୁବକ ଜଣଙ୍କୁ ଦରକାର ଥିଲା ଦେହ ସୁଖ। ଆଉ ଏମିତି କାଣ୍ଡ କରିବସିଲା ଗୋମାତାଙ୍କୁ ମଧ୍ୟ ଛାଡିଲା ନାହିଁ।ଦେହ ସୁଖ ଏମିତି ପାଗଳ କରି ଦେଇଥିଲା ଯେ ଗୋମାତାଙ୍କୁ ଡ଼ହ ଡ଼ହ ଖରାରେ କରି ଚାଲିଥିଲା ଦୁଷ୍କର୍ମ ଆଉ ଗୋମାତାଙ୍କ ଚିତ୍କାର ଶୁଣି ସମସ୍ତେ ଦୌଡ଼ି ଆସିଥିଲେ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ପ୍ରଗତି ନଗର ଅଞ୍ଚଳରେ। ଆଜି ଅପରାହ୍ନ ସମୟରେ କିଛି ସ୍ଥାନୀୟ ଯୁବକମାନେ ପ୍ରଗତି ନଗର କଟିଂ ପଡିଆ ଦେଇ ଯାଉଥିବା ବେଳେ ସେମାନେ ଦେଖିବାକୁ ପାଇଥିଲେ ଯେ ଗଛ ମୂଳ ପାଖରୁ କୌଣସି ଗାଈର ବିକଳ ଚିତ୍କାର ଆସୁଛି। ଆଉ ସେହି ବିକଳ ରଡି ଶୁଣି ସେହି ଗଛ ପାଖକୁ ଦୌଡ଼ି ଯାଇ ଦେଖିଲା ବେଳକୁ ଯୁବକ ଜଣକ ଗାଈଟିକୁ ଦୁଷ୍କର୍ମ କରିଚାଲିଥିଲା।

ଆଉ ଏହା ପରେ ଯୁବକ ଜଣକ ସ୍ଥାନୀୟ ଲୋକଙ୍କୁ ଦେଖି ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରିଥିଲା କିନ୍ତୁ ଧରିନେଲେ ଯୁବକମାନେ ଆଉ ନିଧୁମ ଛେଞ୍ଚୀଦେଲେ। ଆଉ ଏହା ପରେ ଯୁବକ ଜଣକ କହୁଛନ୍ତି ମୁଁ ଆଉ ଏମିତି ଭୁଲ କେବେବି କରିବିନି। ମୋର ଭୁଲ ହୋଇଛି ମୋତେ କ୍ଷମା କରିଦିଅ।ତେବେ ଜଣା ପଡ଼ିଛି ଯେ ଯୁବକ ଜଣକ ପ୍ରଗତି ନଗର ପଛ ପାଖରେ ଭଡା ଘରେ ରହି ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଉ ଉକ୍ତ ଯୁବକଟି ସେଠାରୁ ଦୌଡ଼ି ଚମ୍ପଟ ମାରି ପଳାଇଛି।

Leave a Reply

Your email address will not be published. Required fields are marked *