ଅଫିସ ଭିତରେ ପଶି ସ୍ତ୍ରୀକୁ ମାର-ଣାସ୍ତ୍ରରେ ଆକ୍ର-ମଣ କଲା ପୋ-ଲିସ । ଅଭି-ଯୁକ୍ତ ସ୍ୱାମୀ ଗି-ରଫ ।

ଆଜିକାଲି ପାରିବାରିକ ବି-ବାଦ ଖୁବ ଭ-ୟଙ୍କର ହୋଇଯାଏ । ଏମିତିକି ତାହା ହ-ତ୍ୟା ଭଳି ପରିସ୍ଥିତିରେ ମଧ୍ୟ ପରିଣତ ହୋଇଯାଏ । ୨୪ ଘଣ୍ଟିଆ ଦିନର ଅବଧି ମଧ୍ୟରେ ଏମିତି ଯେ କେତେ ହ-ତ୍ୟା ମାମ-ଲା ଶୁଣିବାକୁ ମିଳୁଛି ତାହା ଧାରଣା ବାହାର ଅଟେ । ଆଉ ବର୍ତ୍ତମାନ ସମୟରେ ଯେଉଁଭଳି ଏକ ଘ-ଟଣା ଘଟି ଯାଇଛି , ତାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । କାରଣ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହ-ତ୍ୟା କରିବାକୁ ଉଦ୍ୟମ କରିଛି । ଆଉ ଯେଉଁ କାରଣରୁ ସ୍ତ୍ରୀର ଅବସ୍ଥା ଗୁରୁ-ତର ହୋଇ ପଡ଼ିଛି । ତେବେ ଏହି ମାମ-ଲା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ ।

ରାଜଧାନୀରେ ଘଟି ଯାଇଛି ଆଉ ଏକ ଭ-ୟଙ୍କର କା-ଣ୍ଡ । ଆଉ ଏଭଳି କା-ଣ୍ଡ ଘଟାଇଛି ଜଣେ ସ୍ୱାମୀ ଯିଏକି ନିଜ ସ୍ତ୍ରୀ ଉପରେ ହିଁ ହ-ତ୍ୟା ଉଦ୍ୟମ କରିଛି । କହିରଖିବୁ ଯେ ଏହି ମାମ-ଲା ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ କୃତି ବନ୍ଧୁ ଅପାର୍ଟମେଣ୍ଟର ଅଟେ । ଯେଉଁଠି ଏକ ଘରୋଇ କାର୍ଯ୍ୟାଳୟରେ ସ୍ତ୍ରୀ ଜଣେ କର୍ମଚାରୀ ଭାବରେ କାମ କରୁଥିଲେ ।

ସେତେବେଳେ ଡ୍ୟୁଟି ଟାଇମ ରହିଥିଲା ଏବଂ ମହିଳାଙ୍କ ସହିତ ଅନ୍ୟ ଅଫିସ କର୍ମଚାରୀ ମଧ୍ୟ କାମ କରୁଥିଲେ । ସେହି ସମୟରେ ସ୍ୱାମୀ ହଠାତ ପଶି ଆସି ଏକ ଧା-ରୁଆ ମାର-ଣାସ୍ତ୍ରରେ ସ୍ତ୍ରୀ ଉପରକୁ ଏକାଧିକ ଥର ଆକ୍ର-ମଣ କରିଥିଲା । ତେବେ ସଙ୍ଗେ ସଙ୍ଗେ ପାଖ ଲୋକ ମହିଳାଙ୍କୁ ଉ-ଦ୍ଧାର କରିବା ସହିତ ଅଭି-ଯୁକ୍ତ ସ୍ୱାମୀକୁ କାବୁ କରି ନେଇଥିଲେ ।

ଏହାସହିତ ସ୍ଥାନୀୟ ଲୋକେ ଭରତପୁର ପୋଲି-ସକୁ ମଧ୍ୟ ମାମ-ଲା ବିଷୟରେ ଖବର ଦେଇଥିଲେ । ପୋ-ଲିସ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ହସ୍ପିଟାଲକୁ ପଠାଇ ଥିଲା । କହିରଖିବୁ ଯେ ବର୍ତ୍ତମାନ ଗୁରୁ-ତର ଅବସ୍ଥାରେ ମହିଳାଙ୍କର ଚିକିତ୍ସା ଚାଲିଥିବା ସହିତ ଅଭି-ଯୁକ୍ତ ସ୍ୱାମୀକୁ ପୋ-ଲିସ ପଚରା ଉଚୁରା ସହିତ ତ-ଦନ୍ତ ଆରମ୍ଭ କରିଛି ।

ଏପଟେ ପ୍ରାଥମିକ ଯାଞ୍ଚରୁ ଏହା ଜଣା ପଡ଼ିଛି ଯେ ଘରୋଇ କ-ଳି ଝ-ଗଡ଼ା କାରଣରୁ ହିଁ ସ୍ୱାମୀ ସ୍ତ୍ରୀ ଉପରକୁ ଏଭଳି ମାର-ଣାସ୍ତ୍ରରେ ଆକ୍ର-ମଣ କରିଥିଲା । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ପୋ-ଲିସ ଅଭି-ଯୁକ୍ତ ବିରୋ-ଧରେ କଣ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁଛି ଏବଂ ପୀ-ଡ଼ିତ ସ୍ତ୍ରୀର ବ-ୟାନ କଣ ରହୁଛି ।

Leave a Reply

Your email address will not be published. Required fields are marked *