ଭଗବାନ! କୌଣସି ଶ-ତ୍ରୁକୁ ବି ଏମିତି ଦ-ଣ୍ଡ ନ ଦିଅନ୍ତୁ ..ନିଜ ପିଲାଙ୍କୁ ବଞ୍ଚାଇ ନପାରି ଜୀବନ ହାରିଲେ ସ୍ୱାମୀ ସ୍ତ୍ରୀ

ମଣିଷ ଜୀବନରେ କେତେବେଳେ ଯେ କଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ସକାଳେ ସୁସ୍ଥ ଥିବା ଲୋକ ସନ୍ଧ୍ୟା ବେଳକୁ ପାଖରେ ନଥାଏ ତ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହେଇଥିବା ଲୋକ ବହୁଦିନ ପର୍ଯ୍ୟନ୍ତ ବଞ୍ଚିରୁହେ। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। କେତେବେଳେ ଘରେ ବାପା ବଞ୍ଚି ଥାଉ ଥାଉ ପୁଅ ଚାଲିଯାଉଛି ତ କେତେବେଳେ ବାପା। କିନ୍ତୁ ମଧ୍ୟପ୍ରଦେଶର ପୂର୍ବତନ ମଣ୍ଡଳ ସଭାପତି ନିଜ ପରିବାର ଲୋକଙ୍କୁ ସାଥିରେ ନେଇ ମ-ରିଛନ୍ତି।

ମଧ୍ୟପ୍ରଦେଶର ପୂର୍ବତନ ବିଜେପିର ମଣ୍ଡଳ ସଭାପତି ସଞ୍ଜୀବ ମିଶ୍ର ବହୁତ୍ ଭଲ ଲୋକ ଥିଲେ। ପତ୍ନୀ ନିଲମ ଏବଂ ତାଙ୍କର ବଡ ପୁଅ ସାର୍ଥକ ଏବଂ ସାନ ପୁଅ ଅନମୋଲଙ୍କ ସହ ସଞ୍ଜୀବ ଖୁସିରେ ଦିନ କାଟୁଥିଲେ। କିନ୍ତୁ କିଛି ଦିନ ଗଲା ପରେ ତାଙ୍କର ଦୁଇ ପୁଅ ଜେନେଟିକ୍ ରୋ-ଗରେ ପୀ-ଡିତ ହେଲେ। ସଞ୍ଜୀବ ପ୍ରଥମରୁ ଦୁଇ ପୁଅଙ୍କର ଜେନେଟିକ୍ ରୋଗ ବିଷୟରେ ଜାଣିଥିଲେ। କିନ୍ତୁ ସବୁ ଜଣିକିବି ସେ କିଛି କରିପାରୁ ନଥିଲେ।

ଉପରୁ ଡଉଲ ଡାଉଲ ଦେଖା ଯାଉଥିବା ପିଲା ଦିଜଣ ଜେନେଟିକ୍ ରୋଗରେ ପୀ-ଡିତ ହୋଇ ବହୁତ୍ କଷ୍ଟ ପାଉଥିଲେ। ସଞ୍ଜୀବ ନିଜ ପିଲାଙ୍କ ଦେହ ଭଲ କରିବା ପାଇଁ କେତେ କୁଆଡେ ଯାଇଛନ୍ତି। ସବୁ ବଡ଼ ବଡ଼ ମେଡ଼ିକାଲ ଯାଇ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି କିନ୍ତୁ କିଛି ଲାଭ ହେଲାନି। ଦୁଇ ପୁଅଙ୍କ କଷ୍ଟ ଦିନକୁ ଦିନ ବଢିବାରେ ଲାଗିଲା। ଛୋଟ ଛୋଟ ପିଲା ଦିଇଟା ଏତେ କଷ୍ଟ କୁ ସହି ପାରୁ ନଥିଲେ ତାଙ୍କ କଷ୍ଟ ଦେଖି ବାପାମାଆ ଦୁଇ ଜଣ ମରିବା ପୂର୍ବରୁ ଫେସ୍ ବୁକ୍ ରେ ଶେଷ ଫୋଟ ପୋଷ୍ଟ କରି ନିଜ ପୁଅ ଦିଜଣଙ୍କୁ ମାରି ନିଜେ ମଧ୍ୟ ଆ-ତ୍ମହ-ତ୍ୟା କରିଦେଲେ।

ଫେସ୍ ବୁକ୍ ପୋଷ୍ଟ ଦେଖି ବନ୍ଧୁ ବାନ୍ଧବ ଘରେ ପହଞ୍ଚିଲା ବେଳକୁ ଭିତର ପଟୁ କବାଟ ବନ୍ଦ ଥିଲା ସେଥିପାଇଁ ସେମାନେ ପୋଲି-ସକୁ ଖବର ଦେଲେ ପୋ-ଲିସ୍ ଆସି କବାଟ ଭାଙ୍ଗି ମାଆ ପିଲା ୪ ଜଣଙ୍କୁ ବଡ଼ ମେଡ଼ିକାଲ ପଠାଇଲେ। କିନ୍ତୁ ସେତେବେଳକୁ ସବୁକିଛି ସରି ଯାଇ ଥିଲା। ମେଡ଼ିକାଲରେ ଡାକ୍ତର ସମସ୍ତଙ୍କୁ ମୃ-ତୁ ଘୋଷଣା କଲେ।

Leave a Reply

Your email address will not be published. Required fields are marked *