ଘରେ ଲୁଚି ରହିଥିଲା ନାଗ ସାପ , ନିଜ ପିଲାଙ୍କୁ ବଞ୍ଚାଇବା ପାଇଁ ଏମିତି କଲେ ମାଆ

ସାପ ନାମ ଶୁଣିଲେ ଆମେ ସମସ୍ତେ ବହୁତ ଭ-ୟଭୀ-ତ ହୋଇଯାଆନ୍ତି । କାହିଁକି ନା ଏହା ଏଭଳି ଏକ ଜୀବ ଯାହା ମଣିଷକୁ ଆକ୍ର-ମଣ କରିବା ପରେ ମଣିଷ ସିଧାସଳଖ ମୃ-ତ୍ୟୁବ-ରଣ କରିଥାଏ । ଆଉ ମାତ୍ର କେତେକ କମ୍ ଲୋକ ଏହି ସାପ କାମୁଡାରେ ନୂଆ ଜୀବନ ଫେରି ପାଆନ୍ତି । ସାପ ଏଭଳି ଏକ ଜୀବ ଯାହା ଅତ୍ୟନ୍ତ ମା-ରାତ୍ମ-କ ହୋଇଥାଏ । ତେଣୁ ସବୁବେଳେ ସାପକୁ ଦେଖିଲେ ସାବଧାନତା ଅବଲମ୍ବନ କରିବା ଉଚିତ ଆଉ ତା ସହ ନ ଲାଗି ସା-ପ ଧରାଳିଙ୍କୁ ଡାକି ଦେବା ଉଚିତ ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡ଼ିଓ ଘୁରି ବୁଲୁଛି , ଯାହାକୁ ଦେଖିଲେ ଆପଣ ବି ଭ-ୟଭୀ-ତ ହୋଇଯିବେ ଆଉ ଆପଣଙ୍କ ଦେହ ଥରି ଉଠିବ । ବାସ୍ତବରେ ସାପଟି ଅତ୍ୟନ୍ତ କ୍ରୋ-ଧି-ତ ହୋଇଯାଇଛି ଆଉ ଏଭଳି ଗ-ର୍ଜ-ନ କରୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହାକୁ ଦେଖିବା ପରେ ସେଠାରେ ଉପସ୍ଥିତ ରହିଥିବା ସମସ୍ତ ଲୋକମାନେ ଡ-ରି ଯାଇ ପଛକୁ ଧାଇଁ ପଳାଉଛନ୍ତି । ତେବେ ବାସ୍ତବରେ ଏହି ଘଟ-ଣାଟି ଭଦ୍ରକ ଜିଲ୍ଲାର ଅଟେ ।

https://youtu.be/_wEFzrn7Nu8

ଆପଣ ସମସ୍ତେ ଜାଣିଥିବେ ଯେ , ଏ ଦୁନିଆଁର ଅନେକ ଲୋକେ ଅଛନ୍ତି ଯେଉଁମାନେ ସାପକୁ ପୂଜା କରିଥାନ୍ତି ଆଉ ଭଗବାନ ହିସାବରେ ବିବେଚନା କରିଥାନ୍ତି । ତେବେ ସାପକୁ ପୂଜା କରିବା କୌଣସି ଖରାପ କଥା ନୁହେଁ କିନ୍ତୁ ସବୁବେଳେ ସତ-ର୍କତା ଅବଲମ୍ବନ କରିବା ବହୁତ ଆବଶ୍ୟକ ହୋଇଥାଏ । ନଚେତ ସାପ କେତେବେଳେ କା-ମୁ-ଡି ଦେବ ସେ କଥା କହି ହୁଏନାହିଁ । ତେବେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଆପଣ ସମସ୍ତେ ଦେଖି ପାରିବେ ଯେ , ଗୋଟିଏ ମାଟି ଘର ଭିତରେ ସାପ ଲୁ-ଚି ରହିଛି ।

ସାଧାରଣତଃ ମାଟି ଘର ମଧ୍ୟରେ ସାପ ଅଧିକ ଲୁ-ଚି ରହିଥାନ୍ତି କାହିଁକି ନା ଏହି ଘରେ ଅଧିକ ଗାତ ରହିଥାଏ । ତେଣୁ ସବୁବେଳେ ଗାତ ଗୁଡିକୁ ବନ୍ଦ କରିଦିଅନ୍ତୁ । ତେବେ ସେହି ଘରେ ଗୋଟିଏ ମା ନିଜର ଦୁଇ ପିଲାକୁ ନେଇ ରହୁଥିଲେ । ହଠାତ ତାଙ୍କ ଆଖି ନାଗ ଉପରେ ପଡି ଯାଇଥିଲା ଆଉ ସେ ଭ-ୟଭୀ-ତ ହୋଇ ପିଲାମାନଙ୍କୁ ନେଇ ଘରୁ ବାହାରକୁ ବାହାରି ଯାଇଥିଲେ ଆଉ ଗାଁ ଲୋକମାନଙ୍କୁ ପା-ଟି କରି ଡାକିଥିଲେ । ଏହାପରେ ଗାଁ ଲୋକମାନେ ସାପ ଧରା-ଳିଙ୍କୁ ଡାକିଥିଲେ । ସେ ଆସି ସେହି ସାପକୁ ଧରି ନେଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *