ସାମ୍ନାକୁ ଆସିଲା ଛତିଆର କାହାଣୀ , ଆଗକୁ ଘଟିବ ଏଭଳି  ଘ-ଟ-ଣା

ବର୍ତ୍ତମାନର ଦୁନିଆଁକୁ ଦେଖି ଏଭଳି ଅନୁଭବ ହେଉଛି ଯେପରି ଆଉ ଏ ଦୁନିଆଁ ବେଶୀ ଦିନ ପର୍ଯ୍ୟନ୍ତ ରହିବ ନାହିଁ । ଏତେ ଅନ୍ୟା-ୟ ବଢ଼ିଗଲାଣି ଲାଗୁଛି ପୃଥିବୀ ଧ୍ୱଂ-ସ ହୋଇଯିବ ଆଉ ସତ୍ୟ ଯୁଗ ଆରମ୍ଭ ହେବ । ତେବେ ଏ ସବୁ କେବେ ହେବ ସେ କଥା କିଏ ବା ଜାଣେ । ତେବେ ଅନେକ ସମୟରେ ଅନେକ ସାଧୁସନ୍ଥ ଏହାକୁ ନେଇ ନୂଆ ନୂଆ କଥା କହିଥାନ୍ତି ଆଉ ଆମେ ବି ସେମାନଙ୍କ କଥାକୁ ମାନି ନେଇଥାନ୍ତି । କିନ୍ତୁ ସେଗୁଡିକ ମଧ୍ୟରୁ କିଛି ସତ ଆଉ କିଛି ମି-ଛ ମଧ୍ୟ ହୋଇଥାଏ।

ତେବେ ଆଉ ଜଣେ ପଣ୍ଡିତ ତଥା ମହାନ ବ୍ୟକ୍ତି ବର୍ତ୍ତମାନ ସମୟରେ ଛତିଆ ଉପରେ ଆକ୍ର-ମଣକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି ଆଉ ସେ ହେଉଛନ୍ତି ମହାନ ବ୍ୟକ୍ତି ପୁଲିନ ବିହାରୀ ପଣ୍ଡା । ଦୀର୍ଘ ୩୦ ବର୍ଷର ଗବେଷଣା ପରେ ସେ ମାଳିକା ଉପରେ ଏକ ପୁସ୍ତକ ଲେଖିଥିଲେ ଆଉ ସେଥିରେ ମହାପ୍ରଭୁଙ୍କ ବିଷୟରେ ଏବଂ ଛତିଆକୁ ନେଇ ଅନେକ କଥା ବ୍ୟକ୍ତି କରିଥିଲେ । ତେବେ ସେ ନିକଟରେ ଏ ବା-ବ-ଦରେ କିଛି କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଋଷ ଛତିଆ ବଟ ଉପରେ ଆକ୍ର-ମଣ କରିବ । ସେ ଏୟାର ଷ୍ଟ୍ରାଇକ କରିବାକୁ ମଧ୍ୟ ପଛାଇବ ନାହିଁ ।

ସ୍ଥଳ ଭାଗ ଏବଂ ଆକାଶ ଭାଗରେ ମଧ୍ୟ ସେ ଆକ୍ର-ମଣ କରିବ । କିନ୍ତୁ ଆମ ସେନା ବାହିନୀ ମଧ୍ୟ ପଛରେ ରହିବେ ନାହିଁ । ଋଷ ଉପରେ ସେମାନେ ମଧ୍ୟ ଆକ୍ର-ମଣ କରିବେ । ତେବେ ଏହି ସମୟ ମଧ୍ୟରେ କିଛି ଭକ୍ତ ମାନଙ୍କର ଜୀବନ ଚାଲିଯିବ । ଆଉ ଏହାପରେ ମହାପ୍ରଭୁଙ୍କୁ ନେଇ ଉଦୟ ବଟରେ ରଖାଯିବ । ତାହା ହିଁ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଯିବ । ଭକ୍ତ ମାନେ ସେଠାରେ ହିଁ ମହାପ୍ରଭୁଙ୍କର ଦର୍ଶନ କରିବେ । ଅନ୍ୟପକ୍ଷରେ ସେ କହିଛନ୍ତି କି ଶ୍ରୀକ୍ଷେତ୍ର ଆଉ ରହିବ ନାହିଁ । ଏଭଳି ବାତ୍ୟା ଆସିବ ଯାହା ଶ୍ରୀକ୍ଷେତ୍ରକୁ ବାଲିରେ ଆଚ୍ଛାଦିତ କରିଦେବ ।

ଏହାପରର ପିଢ଼ି ଶ୍ରୀକ୍ଷେତ୍ରକୁ ପୁନଃନିର୍ମାଣ କରିବେ । ତେବେ ଉଦୟ ବଟର ଦ୍ୱାରରୁ ମହାପ୍ରଭୁଙ୍କର ମୂର୍ତ୍ତି ନିର୍ମାଣ ହେବ । ତାହା ତିନି ଦେବତାଙ୍କର ହୋଇପାରେ କିମ୍ବା କେବଳ ମହାପ୍ରଭୁଙ୍କର ହୋଇପାରେ । ତେବେ ସାତ ଦିନ ସାତ ରାତି ଅନ୍ଧାର କଥା ଉପରେ ସେ କହିଛନ୍ତି କି , ସାତ ରାତି ସାତ ଦିନ ଅନ୍ଧାର ହେବ ଏହା ସମ୍ପୂର୍ଣ୍ଣ ସତ୍ୟ କଥା ଅଟେ କିନ୍ତୁ ଏହା ଦ୍ୱାରା ଜନ ଜୀବନଙ୍କର କୌଣସି ଅସୁବିଧା ହେବ ନାହିଁ । ଲୋକ ଖାଇବାକୁ ପାଇବେ ନାହିଁ , ଟିକିଏ ଅସୁବିଧାରେ ରହିବେ କିନ୍ତୁ କେହି ପ୍ରାଣ ହରାଇବେ ନାହିଁ ।

ମହାପ୍ରଭୁଙ୍କ ଉପରେ ଆକ୍ର-ମଣ କରିବାପାଇଁ ଅନେକ ଦେଶ ଆକ୍ର-ମଣ କରିଛନ୍ତି କିନ୍ତୁ କେହି ମଧ୍ୟ ସଫଳ ହୋଇ ପାରିନାହାଁନ୍ତି । ମହାପ୍ରଭୁ ନିଜର ଲୀଳା ଦେଖାଇ ସବୁବେଳେ ଏ ପୃଥିବୀକୁ ର-କ୍ଷା କରି ଆସିଛନ୍ତି । ଏବେ ଆସିଥିବା ଋଷ କଥା ମଧ୍ୟ ସେହିପରି ଅଟେ । ଆମର ଟିକିଏ କ୍ଷ-ୟକ୍ଷ-ତି ହୋଇପାରେ କିନ୍ତୁ ଶେଷରେ ଋଷ ମୁଣ୍ଡ ନୁଆଇଁ ଫେରିଯିବ ଆଉ ବି-ଫ-ଳ ହେବ । ତେବେ ଦେଖାଯାଉ ଏହି କଥା ଆଗକୁ କେତେ ସତ ହେଉଛି ।

Leave a Reply

Your email address will not be published. Required fields are marked *