ଷ୍ଟଡି ଟୁରରେ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ଘନିଷ୍ଠ ହେଲେ ଦଶମ ଶ୍ରେଣୀ ଛାତ୍ର । ଆଉ କଲେ ଏଭଳି କିଛି କାରନାମା । ଅଭିଭାବକ ଜାଣିବା ପରେ ……….

ବର୍ତ୍ତମାନ ସମୟରେ ଏଭଳି ଏକ ମାମ-ଲା ସାମ୍ନାକୁ ଆସିଛି ଯାହାକି ଗୁରୁ ଶିଷ୍ୟ ସମ୍ପର୍କରେ କଳ-ଙ୍କ ଲଗାଇଛି । ଜଣେ ପ୍ରଧାନ ଶିକ୍ଷୟିତ୍ରୀ ନିଜର ସବୁ ସୀମା ପାର କରି ଦେଇଛନ୍ତି । ଭାଇରଲ ହେଉଥିବା କିଛି ଫୋଟରୁ ଏଭଳି ଏକ ଘ-ଟଣା ହୋଇଥିବା କୁହାଯାଉଛି । ଫୋଟରେ ଜଣେ ଦଶମ ଶ୍ରେଣୀ ଛାତ୍ର ଏବଂ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରୋ-ମାନ୍ସ କରିଥିବାର ଦେଖିବାକୁ ମିଳିଛି ।

ତାହା ପୁଣି ଏକ କଦଳୀ ବଣ ଭିତରେ । ଫୋଟ ଦେଖିଲେ ଏଭଳି ଲାଗୁଛି ଯେମିତି କୌଣସି ଚଳଚ୍ଚିତ୍ରର ରୋମା-ଣ୍ଟିକ ଫୋଟ ଶୁଟ ଚାଲିଛି । କିନ୍ତୁ ସବୁଠାରୁ ନିନ୍ଦ-ନୀୟ କଥା ଏହା ଯେ ଫୋଟରେ ଦେଖା ଯାଉଥିବା ମହିଳା ଜଣକ ହେଉଛନ୍ତି ଜଣେ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ତାଙ୍କ ସହିତ ଯେଉଁ ପିଲା ଏଭଳି ରୋମା-ଣ୍ଟିକ ଅନ୍ଦାଜରେ ନଜର ଆସିଛି ସେ ହେଉଛନ୍ତି ଦଶମ ଶ୍ରେଣୀର ଜଣେ ଛାତ୍ର ।

ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଶାଢ଼ୀ ପିନ୍ଧିଥିବା ବେଳେ ଛାତ୍ର ଜଣକ ଜିନ୍ସ ଏବଂ କୁର୍ତ୍ତା ପିନ୍ଧିଥିବାର ଦେଖିବାକୁ ମିଳିଛି । ଆଉ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଏହାକୁ ବେଶ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଲା ଯେ ଏହି ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହାତରେ ଏକ ନାଲି ଗୋଲାପ ମଧ୍ୟ ଧରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଏବଂ ତାଙ୍କ ଛାତ୍ରଙ୍କର ଏହି ଫୋଟ ସବୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଜଣା ପଡ଼ିଛି ଯେ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଛାତ୍ର ଜଣକ କର୍ଣ୍ଣାଟକ ଚିକବଲ୍ଲାପୁର ଜିଲ୍ଲା ମୃଗମଲ୍ଲା ସ୍ଥିତ ସରକାରୀ ବିଦ୍ୟାଳୟର ବୋଲି । ସୂଚନା ଅନୁଯାୟୀ ଗତ ଡିସେମ୍ବର ୨୨ ରୁ ୨୫ ତାରିଖ ମଧ୍ୟରେ ସ୍କୁଲର ଷ୍ଟାଫ ଛାତ୍ର ଛାତ୍ରୀଙ୍କୁ ନେଇ ଷ୍ଟଡି ଟୁରରେ ଯାଇଥିଲେ ।

ଯେଉଁଠି ଛାତ୍ରଙ୍କ ସହିତ ବୁଲିବା ବେଳେ ଏହି ପ୍ରଧାନ ଶିକ୍ଷୟିତ୍ରୀ ନିଜ ଛାତ୍ରଙ୍କ ସହିତ ଫୋଟ ଶୁଟ କରିଥିଲେ । କଦଳୀ ଏବଂ ଗୁଆ ଗଛ ଭର୍ତ୍ତି ହୋଇଥିବା ଏକ ବଗିଚା ଭିତରକୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ନିଜ ଛାତ୍ରଙ୍କୁ ନେଇ ଯାଇଥିଲେ । ଆଉ ସେଠାରେ ଏହି ଦୁଇଜଣ ପ୍ରେମୀ ଯୁଗଳଙ୍କ ପରି ରୋମା-ଣ୍ଟିକ ଅନ୍ଦାଜରେ ଫୋଟ ମଧ୍ୟ ଉଠାଇଥିଲେ । ସାଙ୍ଗରେ ଡାକ ନେଇ ଯାଇଥିବା ଅନ୍ୟ ଜଣେ ଛାତ୍ର ଉଭୟଙ୍କର ଫୋଟ ଉଠାଇଥିଲେ ।

ଖାଲି ସେତିକି ନୁହେଁ ରୋମା-ଣ୍ଟିକ ଗୀତରେ ଭିଡ଼ିଓ ମଧ୍ୟ ବନାଇ ଥିଲେ ଦୁଇଜଣ । ଏହି ମାମ-ଲା ପଦାକୁ ଆସିବା ପରେ ଉକ୍ତ ଛାତ୍ରଙ୍କ ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭି-ଯୋଗ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋ-ଧରେ ତ-ଦନ୍ତ ପାଇଁ ଦାବି କରିଛନ୍ତି । ଅନ୍ୟ ଅଭିଭାବକଙ୍କ ଅଭି-ଯୋଗ କ୍ରମେ ପିଇଓ ମଧ୍ୟ ସ୍କୁଲରେ ପହଞ୍ଚି ତ-ଦନ୍ତ କରିଥିଲେ । ଆଉ ବର୍ତ୍ତମାନ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କରାଯାଇଥିବା ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *