ସୌରିନ ଗୀତ ଶିଖାଇବାକୁ ଡାକି ଶାରୀରିକ ନିର୍ଯାତନା ଦେଲେ । ମୋ ଦେହରେ ଏଠି ସେଠି ହାତ ମାରି…

କଣ୍ଠଶଳ୍ପୀ ସୌରିନ ଭଟ୍ଟଙ୍କ ନାମରେ ଯୁବତୀ ଆଣିଲେ ସାଙ୍ଘାତିକ ଅଭିଯୋଗ । ଗୀତ ଶିଖାଇବାକୁ ଡାକି ସୌରିନ ତାଙ୍କ ସହିତ କରୁଥିଲେ ଏପରି କାର୍ଯ୍ୟ । ସୋରିନ ଯୁବତୀଙ୍କୁ ଗୀତ ଶିଖାଇବାକୁ ଡାକୁଥିଲେ । ସଙ୍ଗୀତର ସାରେଗାମାପା ଶିଖାଇବାକୁ ଡାକି ହାସଲ କରୁଥିଲେ ନିଜର ସ୍ୱାର୍ଥ ।

ଏପରି ସାଙ୍ଘାତିକ ଅଭିଯୋଗ ଯୁବତୀ ଜଣଙ୍କ ଆଣିବା ପରେ ଖୋଲିଛି ସୌରିନଙ୍କ ଗୁମର । ଏବେ କଣ୍ଠ ଶିଳ୍ପୀ ସୌରିନ ଙ୍କୁ ନେଇ ହେଉଛି ଚାରି ଆଡେ଼ ଚର୍ଚ୍ଚା । ବନ୍ଧୁଗଣ କଣ୍ଠଶ୍ଳିପି ସୌରିନ ଙ୍କ ବାଜା ବଜାଇ ଦେଇଛନ୍ତି ଜଣେ ଯୁବତୀ । ସୌରିନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣି ହୋଇଛନ୍ତି ଥାନାର ଦ୍ୱାରସ୍ଥ ।

କଣ୍ଠ ଶିଳ୍ପୀ ସୌରିନ ଭଟ୍ଟଙ୍କ ବାଜା ବଜାୟୀ ଦେଇଛନ୍ତି ଏହି ସୁନ୍ଦରୀ ଯୁବତୀ । ନିଜ କଣ୍ଠର ଯାଦୁରେ ଅଗଣିତ ଦର୍ଶକ ଙ୍କୁ ବାନ୍ଧି ରଖିଥିବା ସୌରିନଙ୍କ ନାମରେ ଅଭିଯୋଗ ଆସିବା ପରେ ଲୋକେ ସୌରିନ ଙ୍କୁ ନେଇ ନା ନା କଥା ଆଲୋଚନା କରୁଛନ୍ତି । ଜଣେ ସୁନ୍ଦରୀ ଯୁବତୀଙ୍କୁ କଣ୍ଠ ଶିଳ୍ପୀ କରାଇ ଦେବାର ସ୍ଵପ୍ନ ଦେଖାଇ ତାଙ୍କ ସହ କରିଥିଲେ ଏପରି କାମ ଯାହା ଯୁବତୀ ଜଣଙ୍କ ଥାନାରେ ଖୋଲି କହିଛନ୍ତି । କଣ୍ଠ ଶ୍ଳିପି ହେବାର ସ୍ଵପ୍ନ ଦେଖୁଥିବା ଯୁବତୀ ମଧ୍ୟ ସୌରିନ ଙ୍କ ସମସ୍ତଙ୍କ କଥାକୁ ମାନି ନେଇ ଯାଉଥିଲେ ।

କେବଳ ଏତିକିରେ ଅଭିଯୋଗ ଶେଷ ହୋଇ ନାହିଁ । ଯୁବତୀ ଜଣଙ୍କ ଥାନାରେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି ସୋରେନ ତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ଅନେକ ପଇସା ମଧ୍ୟ ଠକି ନେଇଛନ୍ତି । ତେବେ ଏହି ଅଭିଯୋଗ ମହିଳା ଥାନାକୁ ହସ୍ତାନ୍ତର କରାଯାଇଥିବା ବେଳେ ଏବେ ଓଡ଼ିଶାର ସଙ୍ଗୀତ ଜଗତରେ ତୁମ୍ୱି ତୋଫାନ ସୃଷ୍ଟି ହୋଇଛି । ସୌରେନଙ୍କ ସଙ୍ଗୀତକୁ ଅନେକ ଜଣ ବେଶ୍ ଭଲ ପାଇବା ଦେଇଥିବା ବେଳେ ତାଙ୍କର ଅନେକ ପ୍ରଶଂସକ ମାନଙ୍କ ମନ ଭାଙ୍ଗି ଯାଇଛି ।

ତେବେ ଓଲିଉଡ ଜଗତରେ ଏଇ ଏବେ ଏବେ କାଷ୍ଟି କାଉଜ୍ ମାମଲା ସାଙ୍ଘାତିକ ବିବାଦ ସୃଷ୍ଟି କରିଥିବା ବେଳେ । ପୁଣି ସୌରିନ ଙ୍କ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଓଲିଉଡ ଜଗତ ଏକ ଦମ୍ ଭାବେ ଉଠୁଛି ଆଉ ପଡୁଛି । ତେବେ ଆଗକୁ ଏହି ଘଟଣା କେଉଁ ମୋଡ ନେଉଛି । ଏହି ଅଭିଯୋଗ ପରେ ସୌରେନ୍ ମୁଁହ ଖୋଲୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *