ବାହାଘରରେ ନାଚିବାକୁ ଚାଲିଗଲା ସ୍ତ୍ରୀର ଜୀବନ, ଶାବଳରେ ପି-ଟି ପି-ଟି ମା-ରିଦେଲା ସ୍ବାମୀ।

ବିବାହ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ କିନ୍ତୁ ଏବେ ଭଲ ପାଇ ବାହା ହୁଅନ୍ତୁ କିମ୍ବା ଆରେଜ୍ ମ୍ୟାରେଜ୍ କରନ୍ତୁ ସବୁଥିରେ ଆପଣ ଝ-ଗଡ଼ା ଏବଂ ମ-ରା ମା-ରି ଦେଖିବାକୁ ପାଇବେ। ଛୋଟ ଛୋଟ କଥାକୁ ନେଇ ଏବେ ସ୍ଵାମୀ ଏବଂ ସ୍ତ୍ରୀଙ୍କ ଭିତରେ ଝ-ଗଡା ଲାଗୁଛି ଯାହାର ପ୍ରଭାବ ପିଲା ମାନଙ୍କ ଉପରେ ପଡୁଛି।

ଜୀବନରେ ନିଜ ଇଚ୍ଛାରେ ବଞ୍ଚିବାର ଅଧିକାର ସମସ୍ତଙ୍କ ପାଖରେ ଅଛି। କିନ୍ତୁ ବେଳେ ଲୋକ ନିଜ ଅଧିକାର ସାବସ୍ତ୍ୟ କରିବା ପାଇଁ ମଣିଷ ରା-ଗରେ ଏମିତି କିଛି କରିଦେଉଛି ଯାହାକୁ ଭାବିଲେବି ସେ ଆଉ ଠିକ୍ କରି ପାରିବନି। ହଁ ଆଜ୍ଞା ବାଲେଶ୍ଵର ଜିଲ୍ଲାରେ ଏବେ ଏମିତି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।

ବାଲେଶ୍ଵର ଜିଲ୍ଲା ଔପଦା ଥା-ନା ଅନ୍ତର୍ଗତ ଫତେଇପୁରର ପାଇକପଡ଼ା ଗାଆଁ ସିଂହ ସାହିର ୩୫ ବର୍ଷୀୟ ରାମ ସିଂ ଏବଂ ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ପ୍ରମିଳା ସିଂ ପଡୋଶୀଙ୍କ ବାହାଘରକୁ ଯାଇଥିଲେ। ଆଜି କାଲି ବିବାହ ଏବଂ ବ୍ରତ ଘରେ ସମସ୍ତେ ନାଚ ଗୀତ କରୁଛନ୍ତି ସେଥିପାଇଁ ପ୍ରମିଳା ମଧ୍ୟ ପଡୋଶୀଙ୍କ ସହ ମିଶି ନାଚୁଥିଲେ। ରାମ ଯେତେବେଳେ ସ୍ତ୍ରୀଙ୍କୁ ସମସ୍ତଙ୍କ ଆଗରେ ନାଚିବାର ଦେଖିଲେ ସେତେବେଳେ ସେ ବହୁତ୍ ଜୋରେ ରା-ଗି ଯାଇଥିଲେ।

ରାମ ବାହାଘର ମଝିରୁ ସ୍ତ୍ରୀ ଏବଂ ତାଙ୍କ ଦୁଇ ପୁଅଙ୍କୁ ଧରି ଘରକୁ ପଳେଇ ଆସିଲେ। ଘରକୁ ଆସିବା ପରେ ସ୍ବାମୀ ସ୍ତ୍ରୀଙ୍କ ଭିତରେ ବହୁତ୍ ଝ-ଗଡା ହେଇଥିଲା। ଏଇ ଝ-ଗଡା ଭିତରେ ରାମ ରା-ଗିଯାଇ ସବାଳରେ ପି-ଟିପି-ଟି ପ୍ରମିଳାଙ୍କୁ ର-କ୍ତତ କରିଦେଲେ। ଦୁଇ ପୁଅ ମାଆ ବାପାଙ୍କ ଝ-ଗଡା ଦେଖିକି ଜେଜେ ମାଆକୁ ଡାକିବା ପାଇଁ ଗଲେ।

ଜେଜେ ମାଆ ଆସି ପହଞ୍ଚିବା ପୂର୍ବରୁ ସବୁକିଛି ସରି ସାରି ଥିଲା। ଘଟ-ଣା ସ୍ଥଳରେ ପ୍ରମିଳା ମୃ-ତୁ ବରଣ କରିଥିଲେ। ଔପଦା ଥା-ନା ଏସ୍ଆଇ ପ୍ରବୋଧ ନାୟକ ଘଟ-ଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛନ୍ତି ଏବଂ ସ୍ବାମୀ ରାମଙ୍କୁ ଗି-ରଫ କରି ଥା-ନାକୁ ପଠେଇଛନ୍ତି।

Leave a Reply

Your email address will not be published. Required fields are marked *