ସାମ୍ନାକୁ ଆସିଲା ଯୌ-ନାଙ୍ଗ କାଟିଥିବା ଯୁବକଙ୍କ ଭିଡିଓ, ତୁମ ଅଜାଗାରେ ଭାତୁଡି ମୁଁ ଦେଖିଛି…

ଧୀରେ ଧୀରେ ସମାଜ ବଦଳୁଛି ଆଉ ସମାଜ ସାଥିରେ ତାଳ ଦେଇ ମଣିଷ ବଦଲୁଛନ୍ତି । ଯାହା ଫଳରେ ନୂଆ ନୂଆ ଅସମ୍ଭବ ଘଟଣା ସାମ୍ନାକୁ ଆସୁଛି । ଆଉ ଯାହା ସମସ୍ତଙ୍କୁ ବେଶ ଚକିତ କରିଦେଉଛି । ଆପଣ ମାନେ ଏଇ କିଛି ଦିନ ପୂର୍ବରୁ ଏକ ଖବର ନିହାତି ଭାବେ ଶୁଣିଥିବେ କେନ୍ଦ୍ରାପଡା ଜିଲ୍ଲା ପେଣ୍ଠ ସମୁଦ୍ର ବେଳାଭୂମିରେ ଯେଉଁ ଚକିତ କଲା ଭଳି ଘଟଣା ଘଟିଥିଲା ତାହା ମଧ୍ୟ ଶୁଣିଥିବେ ।

ଜଣେ ଯୁବକ ଆଉ ଜଣେ ଯୁବକଙ୍କ ଯୌନାଙ୍ଗ କାଟି ସାରା ଓଡ଼ିଶାରେ ଚହଳ ପକାଇ ଦେଇଥିଲା । ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଅଭିଯୁକ୍ତ ଯୁବକର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ସେହି ଭିଡ଼ିଓରେ ଜଣେ ବୃଦ୍ଧଙ୍କ ସହ ରୋମାନ୍ସ କରୁଛନ୍ତି ଅକ୍ଷୟ । ତେବେ ପୁରୁଷଙ୍କ ପ୍ରେମରେ ମତୁଆଲା ସାଜୁଥିବା ଅକ୍ଷୟ ନିଜ ପାଖରେ ପୁରୁଷ ଦେଖିଲେ ନିଜକୁ ଆଦୌ ସମ୍ଭାଳି ପାରୁ ନାହାଁନ୍ତି । ପୁରୁଷ ମାନଙ୍କ ସହ ଫୋନରେ ପ୍ରେମ ଆଳାପ କରିବା ବୃଦ୍ଧା ମାନଙ୍କ ସହ ରୋମାନ୍ସ କରି ଦେହର ଭୋକ ମେଣ୍ଟାଇବା ଏ କୁଆଡେ ଅକ୍ଷୟଙ୍କ ଆଦତ ହୋଇଯାଇଛି ।

ଧୀରେ ଧୀରେ ଖୋଲୁଛି ଭାଗବତଙ୍କ ଗୁପ୍ତାଙ୍ଗ କାଟିଥିବା ଅକ୍ଷୟଙ୍କ ଗୁମର । କେବଳ ଖାଲି ଗୁମର ନୁହେଁ ସାମ୍ନାକୁ ଆସୁଛି ଅକ୍ଷୟଙ୍କ ଗୁପ୍ତାଙ୍ଗ କାଟିଥିବା ଅସଲି ଗୁମର । ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି ସେହି ଭିଡିଓ ଆପଣ ଦେଖିଲେ ହୁଏତ ଆପଣଙ୍କ କାନ ମଧ୍ୟ କିଛି ମିନିଟ ପାଇଁ ବନ୍ଦ ହୋଇ ରହିଯିବ । କାରଣ ଅଭିଯୁକ୍ତ ଅକ୍ଷୟ କହୁଛନ୍ତି ଜଣେ ବୃଦ୍ଧାଙ୍କୁ ମୁଁ ତୁମର ଯୋଉଠି ଯାହା ଅଛି ସବୁ କିଛି ଚେକ କରିଦେଇଛି ।

ମୁଁ ତୁମର ଏତେ କିଛି ଚେକ କରି ଦେଖିଛି ଯେତିକି ତୁମ ସ୍ତ୍ରୀ ବି ତୁମର ଦେଖି ନଥିବ । ହେଲେ ଏବେ ପାଳି ଆସିଛି ତୁମେ ମୋ ଦେହକୁ ଦେଖିବ । ମୋ ଦେହରେ କୋଉଠି କଣ ଅଛି ହାତ ମାରି ସବୁ ଗୋଟି ଗୋଟି କରି ଯାଞ୍ଚ କରିବ । ମୁଁ ହେଉଛି ତୁମ ପ୍ରମିକ ଆମେ ଦୁହେଁ ଦୁହିଁଙ୍କୁ ବେଶ ଅଧିକ ଭଲ ପାଉ । ଏବେ ଭାଇରାଲ ହେଉଥିବା ଭିଡ଼ିଓରେ ବୃଦ୍ଧଙ୍କ ସହ ରୋମାନ୍ସ କରୁଛନ୍ତି ସେହି ଅକ୍ଷୟ ଯିଏ ଭାଗବତଙ୍କର ଯୌନାଙ୍ଗକୁ କାଟି ଦେଇଥିଲା ।

ତେବେ କେବଳ ସେତିକି ନୁହେଁ ଭାଗବତଙ୍କ ଯୌନାଙ୍ଗ କାଟିଦେବା ପରେ ଅକ୍ଷୟ ସବୁ ସତ ମଧ୍ୟ ମାନି ଯାଇଥିଲେ । ଆଉ ଅକ୍ଷୟଙ୍କ କାଣ୍ଡ କାରନାମା କେବଳ ଏତିକିରେ ଶେଷ ହୋଇ ନାହିଁ । ଅକ୍ଷୟ ସେ ବୃଦ୍ଧ ଲୋକଙ୍କୁ ପଚାରୁଛି ଆମ ସମ୍ପର୍କକୁ ଏ ସମାଜ ଗ୍ରହଣ କରିବ ତ ଆଉ ବୃଦ୍ଧ ଜଣଙ୍କ କହୁଛନ୍ତି ଛ ମାସ ହେଲାଣି ମୁଁ ତ ଗ୍ରହଣ କରି ସାରିଛି ସମାଜ ଆଉ ଅଧିକ କଣ ଟା ଗ୍ରହଣ କରିବ । ଆମ ଭିତରେ ଯାହା ଅଛି ।

ଆମ ଭିତରେ ଯାହା ହୋଇଛି ତାକୁ ସମାଜ ଗ୍ରହଣ ନକରୁ ମୁଁ କିନ୍ତୁ ଗ୍ରହଣ କରିଛି । ବନ୍ଧୁଗଣ ଅକ୍ଷୟ ଏପରି ଏକ ପୁଅ ଯିଏ ନିଜ ଦେହର ଭୋକକୁ ବୁଢା ଆଉ ଭେଣ୍ଡିଆ ମାନଙ୍କ ପାଖରେ ମେଣ୍ଟାଇ ଖୁସି ହୁଏ । କିଏ ଅକ୍ଷୟକୁ ଖୁସୀ କରନ୍ତି ତ ଆଉ କିଏ ଅକ୍ଷୟଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଚାଲି ଯାଆନ୍ତି ।

ଆଉ ଯେତେବେଳେ ସେହିଦିନ ଅକ୍ଷୟ ପ୍ଲାନ କରି ବୁଲିବାକୁ ଯାଉଛୁ କହି ଭାଗବତଙ୍କ ପେଣ୍ଠ ନେଇଥିଲା ସେତେବେଳେ ଭାଗବତଙ୍କ ସାଥିରେ ସମ୍ପର୍କ ରଖିବା ପାଇଁ ଜୋର ଜବରଦସ୍ତ କରୁଥିଲା । ହେଲେ ଜିନ୍ତୁ ଯେତେବେଲେ ଅକ୍ଷୟ ଙ୍କ କଥାରେ ରାଜି ନହେଲେ ଭାଗବଗ ସେତେବେଳେ ଅକ୍ଷଙ୍କର ରାଗ ଚଢି ଯାଇଥିଲା ପଂଚନଖ। ଆଉ ରାଗରେ ଅକ୍ଷୟ ଭିଆଇ ସାଙ୍ଘାତିକ କାଣ୍ଡ । ଆଉ ସେହି ପେଣ୍ଠ ବେଳାଭୂମିରେ ଅକ୍ଷୟ କାଟି ଦେଇଥିଲେ ଭାଗବବତାଙ୍କର ଯୌନାଙ୍ଗ । ତା ପରେ ଏହି ଘଟଣା ସାରା ଓଡିଶା ରେ ଚହଳ ସୃଷ୍ଟି କଟିଥିଲା ।

Leave a Reply

Your email address will not be published. Required fields are marked *