ସିଙ୍ଗାପୁରର ହ-ତ୍ୟା ରହସ୍ୟ , ଯାହାର କାହାଣୀ ଆପଣଙ୍କ ଛାତି ଥରାଇ ଦେବ

କୁହାଯାଏ ଦୁନିଆଁରେ ଯିଏ ନିଜର ହେଉ କି ନ ହେଉ , ନିଜ ଲୋକ ସବୁବେଳେ ନିଜର ହିଁ ହୋଇଥାନ୍ତି । ନିଜର ଲୋକଙ୍କ ବ୍ୟତୀତ ଆଉ ଏ ଦୁନିଆଁରେ କେହି ନୁହେଁ । ଆଉ ଏହି କଥା ଆମେ ମଧ୍ୟ ବିଶ୍ଵାସ କରିଥାନ୍ତି । ତେବେ ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଛାତି ଥରାଇ ଦେବ । ଏପରି ଏକ ହ-ତ୍ୟାକା-ଣ୍ଡ କିଛି ବର୍ଷ ତଳେ ଘଟି ଯାଇଥିଲା , ଯାହା ଆଜି ବି ଲୋକଙ୍କ ମନରେ ଭ-ୟ ସୃଷ୍ଟି କରିଥାଏ ।

ଯାହା ଶୁଣିବା ପରେ ଲୋକଙ୍କ ଛାତି ଆଜି ବି ଥରି ଉଠୁଛି । ତେବେ ଏପରି ଏକ ହ-ତ୍ୟାକା-ଣ୍ଡ ଘଟିଥିଲା ସିଙ୍ଗାପୁରରେ । ଆଉ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । କୁହାଯାଏ ସିଙ୍ଗାପୁର ଏପରି ଏକ ଅଞ୍ଚଳ , ଯେଉଁଠିକୁ ଲୋକ ନିଜର ଜୀବନର ସ୍ବପ୍ନ ପୂରଣ କରିବା ପାଇଁ ଯାଇଥାନ୍ତି ।

ତେବେ ୧୯୮୪ ମସିହାରେ ସିଙ୍ଗାପୁର ସିଆଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର ଜଗଦୀଶ ସିଂଙ୍କୁ ଏପରି ଏକ ଫୋନ୍ କଲ୍ ଆସିଥିଲା , ଯାହା ତାଙ୍କୁ ଭ-ୟଭୀ-ତ କରି ଦେଇଥିଲା । ତେବେ ଏପରି ଏକ କାହାଣୀ ହେଉଛି , ମରିଥା ମୁଥୁ ପରିବାରର । ମରିଥା ମୁଥୁ ପରିବାର ମଧ୍ୟ ଏମିତି ଭାରତ ଛାଡି ସିଙ୍ଗାପୁର ଯାଇଥିଲେ । ଆୟାକାର ମରିଥା ମୁଥୁ ସିଙ୍ଗାପୁରର ଚାଙ୍ଗିରେ ତାଙ୍କ ସ୍ତ୍ରୀ ନାଗେରଥା ଏବଂ ସ୍ତ୍ରୀଙ୍କ ତିନି ଭାଇଙ୍କ ସହିତ ଚର୍ଚ୍ଚ ପଛ ପାଖ ରୋଡରେ ରହୁଥିଲେ ।

ପ୍ରେସ ବାୟୋଟେକ୍ ଚର୍ଚ୍ଚ ରେ କେୟାର ଟେକର ଭାବରେ କାମ କରୁଥିଲେ ମରିଥା ମୁଥୁ । କିନ୍ତୁ ୧୯୮୪ ମସିହାରେ ତାଙ୍କ ସହିତ କିଛି ଏପରି ହେଲା ଯାହାକୁ ପୁରା ସିଙ୍ଗାପୁର ଭୁଲି ପାରିବ ନାହିଁ । ତେବେ ସୂଚନା ଅନୁଯାୟୀ , ୧୨ ଡ଼ିସେମ୍ବରରେ ନାଗେରଥା କା-ନ୍ଦି କା-ନ୍ଦି ଯାଇ ପୋ-ଲିସ ପାଖରେ ଯାଇ ଅଭି-ଯୋଗ କରନ୍ତି କି , ତାଙ୍କ ସ୍ଵାମୀ ଗତକାଲି ରାତିରେ ଜୁଆ ଖେଳିବାକୁ ଯାଇ ଆଉ ଘରକୁ ଫେରି ନାହାଁନ୍ତି ।

ଏହାପରେ ପୋ-ଲିସ ମରିଥା ମୁଥୁଙ୍କୁ ଯେତେ ଖୋଜିବା ପରେ ମଧ୍ୟ ପାଇ ନଥିଲା ଆଉ ମାମ-ଲା ସେଠାରେ ବନ୍ଦ ହୋଇ ଯାଇଥିଲା । ତେବେ ସବୁଦିନ ଭଳି ମରିଥା ମୁଥୁ ମଧ୍ୟ ରାତି ସମୟରେ ଘରୁ ବାହାରି ଯାଇଥିଲେ ଆଉ ଚର୍ଚ୍ଚ ଆଡ଼କୁ ଯାଇଥିଲେ । କିନ୍ତୁ ଏହି ସମୟରେ ବାଟରେ ଛକି ବସିଥିବା ତିନି ଜନ ଦୁ-ର୍ବୃତ୍ତ ତାଙ୍କୁ ଅପ-ହରଣ କରି ନେଇଥିଲେ । ଆଉ ସେମାନଙ୍କ ମଧ୍ୟରେ ଜଣେ ମାଂସ କଟାଳି , ଆଉ ଜଣେ ଚର୍ଚ୍ଚର କେୟାର ଟେକର ଆଉ ଜଣେ ଫାଇନାନ୍ସ ରେ କାମ କରୁଥିବା ଜଣେ ବ୍ୟକ୍ତି ଥିଲେ ।

ତେବେ ସେମାନେ ପ୍ରଥମେ ତାଙ୍କୁ ଅପ-ହରଣ କରିନେଲା ପରେ ଚର୍ଚ୍ଚର କେୟାର ଟେକର ରୁମ୍ କୁ ନେଇ ଯାଇଥିଲେ ଆଉ ସେଠାର ତାଙ୍କ ଆଖି ବାନ୍ଧି ଦେଇଥିଲେ । ଏହାପରେ ତାଙ୍କ ମୁଣ୍ଡକୁ ଆକ୍ର-ମଣ କରି ଚାଲିଥିଲେ ।ଯେତେ ପର୍ଯ୍ୟନ୍ତ ସେ ମ-ରି ନ ଯାଇଛନ୍ତି , ସେତେ ପର୍ଯ୍ୟନ୍ତ ମା-ରି ଥିଲେ । ଆଉ ମା-ରି ସାରିବା ପରେ କଣ କରିବେ ବୋଲି ଭାବି ଥିଲେ ।

ତେବେ ଏହାପରେ ସେମାନେ ନିଷ୍ପତ୍ତି ନେଇଥିଲେ କି , ତାଙ୍କ ଶରୀରକୁ ଛୋଟ ଛୋଟ ଖଣ୍ଡ କରି ପକାଇବା । ଆଉ ସେହା ହିଁ କରିଥିଲେ । ଛୋଟ ଛୋଟ ଖଣ୍ଡ କରି ସାରିବା ପରେ ଚୁଲି ଉପରେ ମାଂସ ଚାଉଳ ପକାଇ ରାନ୍ଧିବାକୁ ଲାଗିଥିଲେ । ୧୯୮୭ ମସିହାରେ ଡିଟେକ୍ଟର ଆଲଗାମାଇନ୍ ପାଖକୁ ଏକ ଫୋନ୍ ଆସେ ଆଉ ୧୨ ଡିସେମ୍ବରରେ ଘଟିଥିବା ସେହି ଲୋକ ଟାଙ୍କୁରା ହ-ତ୍ୟାକା-ଣ୍ଡ ବିଷୟରେ କହି ଚାଲେ ।

ଧିରେ ଧିରେ ଦୁଇ ମାସ ବିତି ଯାଇଥିଲା ଆଉ ଡିଟେକ୍ଟର ଆଲଗାମାଇନ୍ ୮ ଜଣକୁ ନିଜ ଅଧିନକୁ ନେଇ ପଚ-ରା ଉ-ଚରା କରିଥିଲେ । ତେବେ ଏହି ଆଠ ଜଣ କିଏ ଥିଲେ ଜାଣିଛନ୍ତି । ମରିଥା ମୁଥୁଙ୍କ ସ୍ତ୍ରୀ , ତାଙ୍କ ତିନି ଭାଇ ଆଉ ସେମାନଙ୍କ ତିନି ସ୍ତ୍ରୀ ଆଉ ପୁଅ । ତେବେ ହ-ତ୍ୟା ପଛର ମୁଖ୍ୟ କାରଣ ଥିଲା କି , ମରିଥା ମୁଥୁ ପ୍ରତିଦିନ ମ-ଦ ପିଇ ଆସି ତାଙ୍କ ସ୍ତ୍ରୀଙ୍କୁ ମା-ରିଥିଲେ । ଯାହାକୁ ସହି ପାରି ନଥିଲେ ତାଙ୍କ ତିନି ଭାଇ ଆଉ ତାପରେ ଏହି ପଦକ୍ଷେପ ନେଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *