ଦୁନିଆ ଦେଖିବ ତୃତୀୟା ବିଶ୍ଵଯୁ-ଦ୍ଧ, ଯଦି ୨୫ ତାରିଖ ସୁଦ୍ଧା ଋଷିଆ ଏବଂ ୟୁକ୍ରେନ ଯୁ-ଦ୍ଧ ସମାପ୍ତ ନହୁଏ….

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁ-ଦ୍ଧ ପରିସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି । କ୍ରମାଗତ ଭାବରେ ୨8 ଦିନ ଧରି ଏହି ଯୁ-ଦ୍ଧ ଚାଲିଛି ଆଉ ଥମିବାର ନାମ ନେଉନାହିଁ । ତେବେ ଏସବୁ ମଧ୍ୟରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଗଲାଣି । ଋଷ କିଛି ବି ମାନୁନାହିଁ କି ସହାନୁଭୂତି ମଧ୍ୟ ଦେଖାଉ ନାହିଁ । ଅତ୍ୟନ୍ତ ଅ-ତ୍ୟାଚା-ର କରିବାରେ ଲାଗିପଡିଛି ଋଷ । ୟୁକ୍ରେନ ଉପରେ ସଦାସର୍ବଦା ମିସାଇଲ ଆକ୍ର-ମଣ କରିବାରେ ଲାଗିଛି ଋଷ । ଆଉ ପ୍ରତି ମୁହୂର୍ତ୍ତରେ ଶହ ଶହ ଲୋକଙ୍କର ଜୀବନ ନେଇ ଯାଉଛି । ତେବେ ଏ ସବୁ ମଧ୍ୟରେ ମାର୍ଚ୍ଚ ୨୫ ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ , ଯାହା ନିର୍ଧାରିତ କରିବ ଯୁ-ଦ୍ଧ ବନ୍ଦ ହେବ ନା ସ୍ଥିତି ଆହୁରି ଗମ୍ଭୀର ହୋଇ ତୃତୀୟ ବି-ଶ୍ଵଯୁ-ଦ୍ଧର ରୂପ ଧାରଣ କରିବ ।

ତେବେ ସୂଚନା ମୁତାବିକ , ଆମେରିକାର ରାଷ୍ଟ୍ରପତି ବାଇଡେନ ମାର୍ଚ୍ଚ ୨୫ ତାରିଖରେ ୟୁକ୍ରେନର ପଡୋଶୀ ଦେଶ ପୋଲାଣ୍ଡ ଗସ୍ତ କରିବେ , ଯାହା ଋଷର ରାଷ୍ଟ୍ରପତି ପୁଟିନଙ୍କର କ୍ରୋ-ଧ ବଢ଼ାଇବା ସହ ପରିସ୍ଥିତିକୁ ଆହୁରି ଜଟିଳ କରିଦେବ । ତେବେ ବାଇଡେନ ନାଟୋ ଦେଶ ଗୁଡିକ ସହ ମିଳିତ ଭାବରେ ଋଷକୁ ଘେରିବାକୁ ଚେଷ୍ଟା କରୁଛନ୍ତି । ତେବେ ସାମରିକ ବିଶେଷଜ୍ଞ ମାନଙ୍କ ଅନୁଯାୟୀ , ଆମେରିକା ଯଦିଓ ସିଧାସଳଖ ଭାବରେ ଯୁ-ଦ୍ଧରେ ସାମିଲ ହେବାକୁ ଏଡାଇ ଦେଉଥିଲା , କିନ୍ତୁ ବାଇଡେନଙ୍କର ଆମେରିକା ଗସ୍ତରୁ ଏହା ଅନୁମାନ ହେଉଛି କି , ୟୁକ୍ରେନର ରାଷ୍ଟ୍ରପତି ଜେଲେସ୍କିନଙ୍କର ଏତେ ଦିନର ସାହାଯ୍ୟର ଆଶାକୁ ସେ ପୂରଣ କରିଛନ୍ତି ।

ତେବେ ବର୍ତ୍ତମାନ ଦୁଇଟି ପରିସ୍ଥିତି ବିଷୟରେ ଅନୁମାନ କରା ଯାଇପାରେ , ଆମେରିକା ସମେତ ନାଟୋ ଦେଶ ମାନଙ୍କର ଏକତ୍ର ହେବା ଦେଖି ପୁଟିନ ଭ-ୟଭୀ-ତ ହୋଇ ଯୁ-ଦ୍ଧକୁ ରୋକି ଦେଇପାରନ୍ତି କିନ୍ତୁ ଏହାର ସମ୍ଭାବନା ବହୁତ କମ୍ ରହିଛି ଏବଂ ଅନ୍ୟପକ୍ଷରେ ଏଭଳି ଏକତ୍ରିତ ହେବା ସହ ପୁଟିନ ଆହୁରି କ୍ରୋ-ଧିତ ହୋଇ ଯାଇ ପର-ମାଣୁ ଅ-ସ୍ତ୍ରର ବ୍ୟବହାର କରିପାରନ୍ତି । ତେବେ ଏହା ଦେଖିବାକୁ ବାକି ରହିଲା ।

ଅନ୍ୟପକ୍ଷରେ ବାଇଡେନଙ୍କର ପୋଲାଣ୍ଡ ଗସ୍ତ ସମୟରେ ନାଟୋ ଦେଶ ଜର୍ମାନୀର ସ୍ଥିତି କଣ ରହିବ , ତାହା କେହି ଜାଣି ନାହାଁନ୍ତି । କାରଣ ନାଟୋର ସମସ୍ତ ସଦସ୍ୟ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇ ଥିବା ବେଳେ ଜର୍ମାନୀ କୌଣସି ପଦକ୍ଷେପ ନେଇନାହିଁ । କାହିଁକିନା ଜର୍ମାନୀ ଋଷ ନିକଟରୁ ନିଜର ପ୍ରାକୃତିକ ଗ୍ୟାସର ସୁବିଧା ଦେଖୁଅଛି । ତେବେ ଆହୁରିମଧ୍ୟ ସୂଚନା ମିଳିଅଛି କି , ଋଷ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ନେଇ ଋଷ , ଆମେରିକାକୁ ଦାୟୀ କରିଛି କାରଣ ସୋମବାର ଦିନ ଋଷ ରାଷ୍ଟ୍ରପତି ଆମେରିକାର ରାଷ୍ଟ୍ରଦୂତଙ୍କୁ ଡକାଇ ଅତ୍ୟନ୍ତ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ତେବେ ଏ ସବୁ ମଧ୍ୟରେ ପ୍ରଶ୍ନ ଉଠିଛି କି , ଜର୍ମାନୀକୁ ବାଇଡେନ ସହମତ କରିବାକୁ ରାଜି ହେବେ ନା ନାହିଁ । ନା ଏକମାତ୍ର ଦେଶ ଜର୍ମାନୀ ଋଷକୁ ସାହାଯ୍ୟ କରିବ ଏବଂ ତାଙ୍କ ପରୋକ୍ଷରେ ଯିବ ନାହିଁ । ତେବେ ନାଟୋ ସଦସ୍ୟ ଭାବରେ ଏଭଳି କରିବା ଜର୍ମାନୀ ପକ୍ଷରେ ସମ୍ଭବ ନୁହେଁ । ଅନ୍ୟପକ୍ଷରେ ସେ କୌଣସି ଯୁ-ଦ୍ଧ ସପକ୍ଷରେ ନାହିଁ ବୋଲି ମଧ୍ୟ କହିଆସୁଛି । ପୋଲାଣ୍ଡ ଗସ୍ତ ପୂର୍ବରୁ ବାଇଡେନ ବେଲଜିୟମ ଗସ୍ତ କରିବେ , ଯାହା ଚୀନ ଆଉ ଋଷର ଚିନ୍ତା ବଢ଼ାଇ ଦେଇଛି । କାରଣ ଭବିଷ୍ୟତର ରଣନୀତି ଉପରେ ଜି-୭ ବ୍ୟତୀତ ୟୁରୋପୀୟ ସଂଘର ନେତାଙ୍କ ସହ ସେ କଥା ହେବେ । ୟୁକ୍ରେନ ଛାଡିଥିବା ୨୦ ଲକ୍ଷ ଲୋକ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି । ତେବେ ଆଗକୁ କଣ ହେବ , ତାହା ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *