ରାସ୍ତାରେ ପ୍ରେମ କରୁଥିଲେ ସାବଧାନ ପଡିପାରେ ବଡ ମହଙ୍ଗା….

ରାସ୍ତା କଡରେ ପ୍ରେମ କରି ନାମ ନେଇଛନ୍ତି ଯୁବକ । ବନ୍ଧୁଗଣ ଆଜି କାଲି ପ୍ରେମର ସଂଜ୍ଞା ଯୁବ ପିଢିଙ୍କ ପାଇଁ ବଦଳି ଯାଇଛି । ଆଉ ବଦଳି ଯାଇଛି ଯୁବକ ଯୁବତୀ ମାନଙ୍କ ପ୍ରେମ କରିବାର ତରିକା । ରାସ୍ତା କଡ଼ ପାର୍କ ସିନେମା ହଲ ଆଉ ଏବେ ଖୁଲୁମ ଖୁଲା ଜାଗା ଅଜାଗାରେ କରୁଛନ୍ତି ପ୍ରେମ । ଆଜି କାଲି ପ୍ରେମକୁ ଏମାନେ କରିଦେଇଛନ୍ତି ଶସ୍ତା ।

ବିଚ ରାସ୍ତାରେ ଅସଂଯତ ଅବସ୍ଥାରେ ଏମାନେ ଥିବା ବେଳେ ଏମାନଙ୍କର ନା ଅଛି ଲୋକ ମାନଙ୍କୁ ଭୟ ନା ହିଁ ଅଛି ସମାଜକୁ ଲାଜ । ଯାହା ପାରୁଛନ୍ତି ମନ ଇଚ୍ଛା କରି ଯାଉଛନ୍ତି ଏମାନେ । ହଁ ବନ୍ଧୁଗଣ ବର୍ତ୍ତମାନ ଏପରି କିଛି ପ୍ରେମ କରି ନାମ ନେଇଯାଇଛନ୍ତି ଯୁବକ ଜଣଙ୍କ । ରାସ୍ତା ଉପରେ ପ୍ରେମ କରିବା ଯୁବକଙ୍କ ପାଇଁ ପଡିଛି ମହଙ୍ଗା । ଆଉ ଯେଉଁ ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି ତାହା ଯିଏ ଦେଖୁଛନ୍ତି ସେ ଛି ଛି କହୁଛନ୍ତି ।

ଆଜି କାଲିର କିଛି ଏହିଭଳି ପ୍ରେମିକ ପ୍ରେମିକା ମାନେ ପ୍ରେମ କରିବାର ତରିକାକୁ କିଛି ଏପରି କରିଦେଇଛନ୍ତି ଯାହା କଳ୍ପନାର ବାହାରେ । କାରଣ ଏମାନଙ୍କ ପାଇଁ ପ୍ରେମର ମାନେ କହିଲେ କେବଳ ଦେହ ସୁଖ । ଆଉ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ଏମାନେ ରାସ୍ତାକୁ ବି ହୋଟେଲ ରୁମ ଭାବି ନେଉଛନ୍ତି ।

ଦିନ ଦୁଇ ପ୍ରହରରେ ସର୍ବ ସମ୍ମୁଖରେ ଏମାନେ ପ୍ରେମ କରୁଛନ୍ତି ଯାହା ବାସ୍ତବରେ ଅତ୍ୟନ୍ତ ଲଜ୍ୟା ଜନକ । ଏହି ଭଳି କିଛି ଯୁବ ପିଢିଙ୍କ ପାଇଁ ଲୋକେ ମୁଣ୍ଡ ଉଠାଇ ବାଟ ଚାଲିବାକୁ ମଧ୍ୟ ଲାଜ କରୁଛନ୍ତି । କୁହାଯାଏ ପ୍ରେମ ପବିତ୍ର ପ୍ରେମ ଶାଶ୍ୱତ ହେଲେ ଏମାନଙ୍କୁ ଦେଖିଲେ ଲାଗୁଛି ଏପରି କି ଏମାନେ ହିଁ ପବିତ୍ର ପ୍ରେମରେ ଛାଟୁଛନ୍ତି କଲଙ୍କର ଛିଟା । ଏମାନଙ୍କ ପାଖେ ନା ଅଛି ପବିତ୍ର ମନ ନା ହିଁ ଏମାନେ କରୁଛନ୍ତି ପବିତ୍ର ପ୍ରେମ । କାରଣ ଏମାନେ ରାସ୍ତା ଉପରେ କରୁଛନ୍ତି କଦର୍ଯ୍ୟ ପ୍ରେମ ।

ଏବେ ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି କି ଯେଉଁ ଘଟଣା ଶୁଣିବା ପରେ ଆପଣଙ୍କ ହୋସ ଉଡିଯିବ । ଜଣେ ଯୁବତୀ ଏବଂ ଜଣେ ଯୁବକ ରାସ୍ତା ଉପରେ ସ୍କୁଟିରେ ବସିଛନ୍ତି । ଆଉ କିଛି ସମୟ ପରେ ସେମାନେ ପ୍ରେମର ନିଶାରେ ଏପରି ମତୁଆଲା ହୋଇଯାଇଛନ୍ତି କି ଯେ ସ୍ଥାନ କାଳ ପାତ୍ର ନଦେଖି ଏମାନେ ସେହି ରାସ୍ତା ଉପରେ ସ୍କୁଟିରେ ବସି ଦିନ ଦୁଇ ପ୍ରହରରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେବା ସହିତ ଅସଂଯତ ଅବସ୍ଥାରେ ଥିଲେ ।

ତେବେ ଯୁବତୀ ଜଣଙ୍କର ଇଚ୍ଛା ନଥିଲେ ମଧ୍ୟ ଯୁବକ ଜଣଙ୍କ କିନ୍ତୁ ନିଜ ଇଚ୍ଛା କୁ ଚାପି ରଖି ପାରୁନାହାଁନ୍ତି । ଭିଡିଓ ଦେଖିଲେ ଏପରି ଲାଗୁଛି ଯୁବକ ଜଣଙ୍କ ଦେହ ସୁଖ ପାଇବାକୁ ଏତେ ବିକଳ ଯେ ସେ ରାସ୍ତାକୁ ନିଜର ବେଡ଼ ରୁମ କିମ୍ବା OYO ବୋଲି ମନେ କରିନେଇଛନ୍ତି । ହେଲେ ବନ୍ଧୁଗଣ ସବୁଠୁ ବଡ଼ କଥା ହେଉଛି ରାସ୍ତା ଉପରେ ପ୍ରେମ କରିବା ଯୁବକଙ୍କୁ ପଡିଛି ମହଙ୍ଗା ।

କାରଣ ରାସ୍ତା ଉପରେ ଏପରି ଅସଂଯତ ଅବସ୍ଥାରେ ପ୍ରେମ କରିବା ସମୟରେ ହଟାତ ସେହିଠାରେ ଆସି ପହଞ୍ଚି ଗଲେ ପୋଲିସ ବାବୁ । ଆଉ ପ୍ରେମିକ ପ୍ରବଣଙ୍କୁ ଦିନରେ ଜହ୍ନ ଦେଖାଇ ଦେଲେ ପୋଲିସ ବାବୁ । ଯୁବକଙ୍କ ଏପରି କାର୍ଯ୍ୟ ଦେଖି ପୋଲିସ ବାବୁ ଜଣଙ୍କ ଯୁବକଙ୍କୁ ବହେ ନାମ ଦେଇଦେଲେ । ତେବେ ପ୍ରଥମେ ପୋଲିସକୁ ଦେଖି ଯୁବକ ଜଣଙ୍କ ଚାଲି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଆଉ ଶେଷରେ ଯୁବକଙ୍କୁ ନେଇ ଥାନାକୁ ମଧ୍ୟ ଗଲେ ପୋଲିସ ବାବୁ ।

Leave a Reply

Your email address will not be published. Required fields are marked *