ସ୍ତ୍ରୀ ନାମରେ ଶାରୀ-ରିକ ଦୁଷ୍କ-ର୍ମର ଅଭି-ଯୋଗ ଆଣିଲେ ସ୍ୱାମୀ । କହିଲେ ଦୁଇ ସନ୍ତାନ ମଧ୍ୟ ତାଙ୍କର ନୁହେଁ । DNA ଟେଷ୍ଟ ପରେ ଆସିଲା ଏଭଳି ତଥ୍ୟ । 

ବିବାହ ପରେ ସ୍ବାମୀ ସ୍ତ୍ରୀର ଶାରୀ-ରିକ ସମ୍ପ-ର୍କ ଉପରେ ମଧ୍ୟ ଇଚ୍ଛା ଅନିଚ୍ଛାକୁ ନେଇ ଅନେକ ନିୟମ ରହିଛି । ଏହା ଆପଣ ମାନେ ବି ଜାଣିଥିବେ ଯେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ତାଙ୍କୁ ଶାରୀ-ରିକ ସ-ମ୍ପର୍କ ରଖିବାକୁ ବାଧ୍ୟ କରି ପାରିବେ ନାହିଁ । ଜଣକ ଅନିଚ୍ଛା ସତ୍ତ୍ୱେ ଶାରୀ-ରିକ ସମ୍ପ-ର୍କ ରଖିଲେ ତାହା ଦୁ-ଷ୍କର୍ମ ହୋଇଥାଏ ଆଉ ଯଦି ଏହି ପରିସ୍ଥିତି ବିବାହ ପରେ ହୋଇଥାଏ ତେବେ ତାହାକୁ ବୈବାହିକ ଦୁଷ୍କ-ର୍ମ କିମ୍ବା ମେରିଟାଲ ରେପ କୁହାଯାଏ ।

ତେବେ ଏଭଳି ଘଟିଲେ ସ୍ତ୍ରୀ ସ୍ୱାମୀ ବିରୋ-ଧରେ ଅଭିଯୋଗ ମଧ୍ୟ କରି ପାରିବେ । ସ୍ତ୍ରୀର ଇଚ୍ଛା ହେଲେ ନିଜ ଖୁସି ପାଇଁ ଅନ୍ୟ ପୁରୁଷ ସହିତ ଶାରୀ-ରିକ ସମ୍ପର୍କ ରଖି ପାରିବେ ବୋଲି ମଧ୍ୟ ନିୟମ ରହିଛି । ଏମିତି ଅନେକ ଘଟ-ଣା ଖବରକାଗଜ କିମ୍ବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ ।

କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଘ-ଟଣା ସାମ୍ନାକୁ ଆସିଛି ତାହା ଏପରି ଘଟ-ଣାର ସମ୍ପୂର୍ଣ୍ଣ ଓଲଟା । ଏହି ଘଟଣାରେ କୌଣସି ମହିଳା ନୁହଁନ୍ତି ମାତ୍ର ଜଣେ ସ୍ୱାମୀ ନିଜ ସ୍ତ୍ରୀ ବିରୋ-ଧରେ ମେରିଟାଲ ରେ-ପ ଅଭି-ଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଗୁଜରାଟର ସୁରଟରୁ ଆସିଛି । ତେବେ ଘ-ଟଣା ଅନୁଯାୟୀ ସ୍ୱାମୀ ସ୍ତ୍ରୀ ନାମରେ ଅଭି-ଯୋଗ ଆଣିଛନ୍ତି ।

ତାଙ୍କ କହିବା କଥା ଯେ ତାଙ୍କ ସ୍ତ୍ରୀ ତାଙ୍କ ସହିତ ଦୁ-ଷ୍କର୍ମ କରିଛନ୍ତି ବା ଜୋର ଜବ-ରଦସ୍ତ ଶାରୀ-ରିକ ସମ୍ପ-ର୍କ ରଖିବାକୁ ବାଧ୍ୟ କରିଛନ୍ତି । ଏମିତିକି ସ୍ୱାମୀଙ୍କ ଏଭଳି ଅଭି-ଯୋଗ ଉପରେ ପୋ-ଲିସ ଗୁରୁତ୍ୱ ନଦେବାରୁ ସେ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ତାଙ୍କ ଅଭି-ଯୋଗରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ଦ୍ୱାରା ସେ ଦୁଷ୍କ-ର୍ମର ଶି-କାର ହୋଇଛନ୍ତି ।

ତାଙ୍କୁ ତାଙ୍କ ସ୍ତ୍ରୀ କୁଆଡ଼େ ସବୁବେଳେ ଶାରୀ-ରିକ ସମ୍ପ-ର୍କ ରଖିବାକୁ ବାଧ୍ୟ କରୁଥିଲେ । ତେବେ ବର୍ତ୍ତମାନ ଏହା ପ୍ରଶ୍ନ ଉଠୁଛି ଯେ ସ୍ୱାମୀଙ୍କ ବିନା ଇଚ୍ଛାରେ ଏଭଳି ସମ୍ଭବ କିପରି ହେଲା । ପ୍ରକୃତ ଘଟ-ଣା ଏହା ଯେ ଏହି ଦମ୍ପତ୍ତିଙ୍କ ବିବାହକୁ ୧୦ ବର୍ଷ ପୁରି ଯାଇଥିଲେ ହେଁ ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ଏଠାରେ ସ୍ୱାମୀଙ୍କ କହିବା କଥା ଯେ ତାଙ୍କ ସହିତ ଧୋକା ହୋଇଛି । କାରଣ ତାଙ୍କ ସ୍ତ୍ରୀର ଅତୀତ ବିଷୟରେ ତାଙ୍କୁ ଜାଣିବାକୁ ଦିଆଯାଇ ନଥିଲା ।

ତାଙ୍କ ସ୍ତ୍ରୀ ଆଗରୁ ବିବାହିତା ଥିଲେ ବୋଲି ସେ ଜାଣି ନଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ଏତେ ବର୍ଷ ତାଙ୍କୁ ଏ ବିଷୟରେ ଲୁ-ଚାଇ ରଖିଥିଲେ । ତେବେ ତାଙ୍କ ସ୍ୱାମୀଙ୍କ ବିଷୟରେ ବର୍ତ୍ତମାନ ଜାଣିବାକୁ ପାଇବା ସହିତ ଅତୀତ ବିଷୟରେ ନଜାଣି ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିବା କଥା କହିଛନ୍ତି ।

ଯେହେତୁ ତାଙ୍କ ସ୍ତ୍ରୀ ତାଙ୍କୁ ସବୁବେଳେ ଶାରୀ-ରିକ ସ-ମ୍ପର୍କ ରଖିବାକୁ ବାଧ୍ୟ କରେ ତେଣୁ ସେ ଏହାକୁ ଦୁ-ଷ୍କର୍ମ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ପୀ-ଡ଼ିତ ସ୍ୱାମୀ ଜଣକ ଦୁଇ ପିଲା ତାଙ୍କ ନିଜର ନୁହେଁ ବୋଲି ମଧ୍ୟ କହିଛନ୍ତି । ପିଲା ଦୁଇଟି ବିଷୟରେ ସ-ନ୍ଦେହ ହେବାରୁ ସେ ସେମାନଙ୍କ ଡିଏନଏ ଟେଷ୍ଟ କରାଇ ଥିଲେ । ଡିଏନଏ ଟେଷ୍ଟ ଆସିବା ପରେ ସେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ସେ ବର୍ତ୍ତମାନ ଜାଣିବାକୁ ପାଇଛନ୍ତି ଯେ ପିଲା ଦୁଇ ଜଣ ତାଙ୍କର ନୁହଁନ୍ତି କିମ୍ବା ପୂର୍ବ ସ୍ୱାମୀର ମଧ୍ୟ ନୁହେଁ । ପୁଣି ସେହି ଦୁଇ ପିଲା ହୁଏତ ଅନ୍ୟ କେହି ଜଣେ ଲୋକର ହୋଇଥାଇ ପାରେ କିମ୍ବା ଭିନ୍ନ ଭିନ୍ନ ଦୁଇ ଲୋକର ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏସବୁ ବିଷୟରେ ଜାଣିବା ପରେ ବ୍ୟକ୍ତିଙ୍କ ମୁଣ୍ଡ ଆହୁରି ବିଗିଡ଼ି ଯାଇଛି ଏବଂ ସେ ଚିନ୍ତାରେ ଭା-ଙ୍ଗି ପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *