ରାହୁଲ ଭାଇ ଚାହୁଁଛନ୍ତି ମୁ ଭିକ ମାଗେ… !

ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ। ଦେଶରେ ସବୁବେଳେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ।ଆମ ଦେଶରେ କଳାକାର ମାନଙ୍କର ଅ-ଭାବ ନାହିଁ।ଆମ ଦେଶରେ ବା ରାଜ୍ୟରେ ହେଉ କଳାକାର ମାନଙ୍କୁ ବହୁତ୍ ସମ୍ମାନ ଦିଆଯାଏ।ବଡ଼ ବଡ଼ କଳାକାର ମାନଙ୍କ ଠାରୁ ଆରମ୍ଭ କରି କୁନି କୁନି କଳାକାର ପର୍ଯ୍ୟନ୍ତ ସମସ୍ତେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି।ସେହିପରି ଏକ ଘ-ଟଣା ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହଁ ଆଜ୍ଞା ଆମେ କହୁଛୁ ସସ୍ମିତାଙ୍କ କଥା।ଯିଏ ବହୁ ଅଳ୍ପ ଦିନରେ ଲୋକପ୍ରିୟ ହୋଇପାରିଛନ୍ତି।ହଁ ଆଜ୍ଞା ସସ୍ମିତା ଙ୍କୁ ନେଇ ଏବେ ଆରମ୍ଭ ହେଇଛି ବି-ବାଦ।ଅନେକ ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅନେକ ସଙ୍ଗୀତ ପ୍ରୋଜଯକ୍ ଙ୍କ କ୍ରୋ-ଧର ଶି-କାର ହେଇଛନ୍ତି।ଭାଇ ଭଉଣୀର ସମ୍ପ-ର୍କରେ ଫାଟ ପଡ଼ିଛି କି ଜଣା ନାହିଁ କିନ୍ତୁ ବୋଧ ହୁଏ ଏଥି ଅନେକ ପ୍ରତିଶ୍ରୁତି ବନ୍ଧା ପଡ଼ିଯାଇଛି। ଆଜି ଭଉଣୀ ଏଠି କା-ନ୍ଦୁଛି ଏବଂ ଭାଇ ସେଠି ଶତକୁ ବ-ୟାନ କରିବାରେ ଲାଗିଛି।କିନ୍ତୁ ପ୍ରମାଣ ଅଛି କି ନାହିଁ ଜଣା ନାହିଁ।

ଭଉଣୀ ଜଣକ କହିଛନ୍ତି ତାଙ୍କର କିଛି ଅଭିମାନ ନାହିଁ ତାଙ୍କ ଭାଇ ଉପରେ ।ସେ କହିଛନ୍ତି ଯଦି ତାଙ୍କର ଭୁଲ ହେଇଛି ତାହେଲେ ସେ ଗୋଡ଼ ଧରି କ୍ଷମା ମଗିବେ ବୋଲି କହିଛନ୍ତି।ବାବୁ ଭାଇ ମଧ୍ୟ କହିଛନ୍ତି ଭାଇ ଭଉଣୀର ସମ୍ପ-ର୍କ ଏକ ନିବିଡ଼ ସ-ମ୍ପର୍କ।ସେ କହିଛନ୍ତି ରାହୁଲ ତାଙ୍କ ହିସାବରେ ଠିକ୍ ରେ ରହିଛନ୍ତି।ସେ କହିଛନ୍ତି ଯାହାବି ହେଇଚି ତାହାର ଅନ୍ତ କରିଦିଅନ୍ତୁ।ସେ କହିଛନ୍ତି ଲୋକେ କହୁଛନ୍ତି ରାକ୍ଷୀ ବାନ୍ଧିବା ବଦଳରେ ସସ୍ମିତା ଦେଲେ କିଳା।ଏହି କଥାଟି କେତେଦୂର ଠିକ୍ ବୋଲି କହିଛନ୍ତି।ସେ କହିଛନ୍ତି ନିଜର ପବ୍ଲିଶିଟି ପାଇଁ ଏମିତି କିଛି କରନ୍ତୁ ନାହିଁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *