ସ୍ଵାମୀର ଅପେକ୍ଷାରେ ବାସର ଶେଯରେ ବସିଥିଲା ନୂଆ ବୋହୂ , ଶଶୁର ଆସି କରିଦେଲା ଏମିତି

ବିବାହ ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥାଏ । ଅନେକ ଝିଅ ବିବାହ କରିବା ପାଇଁ ସ୍ବପ୍ନ ଦେଖିଥାନ୍ତି । ବିବାହ କରି ଏକ ନୂଆ ଜୀବନ ଗଢ଼ିବାକୁ ସେମାନେ ଠାଣି ନେଇଥାନ୍ତି । ଆଉ ସମସ୍ତଙ୍କ ସହିତ ମିଶି କରି ଚଳିବା ପାଇଁ ସେମାନେ ଶିଖି ଯାଇଥାନ୍ତି । ତେବେ ଥରେ ଥରେ ସେମାନେ ବିବାହ ହିଁ ଝିଅ ମାନଙ୍କ ସାଜି ଯାଇଥାଏ କାଳ ଆଉ ଜୀବନରେ ଆଣି ଦେଇଥାଏ ଭସା ବାଦଲ । ତେବେ ଏପରି କିଛି ଘଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଅଛି

ଜଣେ ଯୁବତୀଙ୍କ ବିବାହ ପରେ ତାଙ୍କୁ ତାଙ୍କ ଶାଶୁ ଘର ଲୋକ ହିଁ କରିଛନ୍ତି ଗଣଦୁଷ୍କର୍ମ । ଯାହା ବିଷୟରେ ଶୁଣିବା ପରେ ଲୋମ ଟାଙ୍କୁରି ଉଠିବ । ଜଣେ ସ୍ଵାମୀ ହୋଇ ନିଜ ସ୍ତ୍ରୀ ସହିତ ଏପରି କାମ କରିବା ସତରେ ସମସ୍ତଙ୍କୁ ଭୟଭୀତ କରି ଦେଇଛି । ସୂଚନା ଅନୁଯାୟୀ ଏପରି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି , ରାଜସ୍ଥାନର ଭୋଲପୁର ଅଞ୍ଚଳରେ । ୧୭ ବର୍ଷୀୟା ଜଣେ ଯୁବତୀଙ୍କ ବିବାହ ବାସଖିଲରା ଅଞ୍ଚଳରେ ଜଣେ ଯୁବକ ସହ ହୋଇଥିଲା । ତେବେ ଚତୁର୍ଥି ରାତିରେ କନ୍ୟା ଯେତେବେଳେ ଶେଯରେ ନିଜ ସ୍ବାମୀଙ୍କୁ ଅପେକ୍ଷା କରି ବସିଥିଲା ସେତେବେଳେ ଘଟିଥିଲା ଏହି ଘଟଣା

ହଠାତ୍ କବାଟ ଖୋଲି ଜଣେ ବ୍ୟକ୍ତି ଭିତରକୁ ଆସିଥିଲେ , ଯିଏ କନ୍ୟାକୁ ଛୁଇଁ ଥିଲେ । ଆଉ ଯାହା ପରେ କନ୍ୟା ପଚାରିଥିଲେ ଆପଣ କିଏ ଆଉ ବ୍ୟକ୍ତି ଜଣକ କହିଥିଲେ ମୁଁ ତୋର ଶଶୁର । ଯାହା ପରେ ମହିଳା ଜଣକ ପାଟି କରିଥିଲେ ଆଉ ଶଶୁର ସେଠାରୁ ପଳାଇ ଯାଇଥିଲେ । ଏହାପରେ ହଠାତ୍ କବାଟ ଖୋଲି ତିନି ଜଣ ବ୍ୟକ୍ତି ଘର ଭିତରକୁ ପ୍ରବେଶ କରିଥିଲେ ଆଉ ସେହି ତିନି ଜଣ ଯାକ ବୋହୂର ସମ୍ପର୍କରେ ସ୍ଵାମୀ , ଦେଢ଼ଶୁର , ଏବଂ ନଣଦେଇ ଥିଲେ ।

ଜଣକ ପରେ ଜଣକ ମିଶି ଝିଅକୁ ଗଣଦୁଷ୍କର୍ମ କରିବାକୁ ଲାଗିଥିଲେ । ଆଉ ଝିଅଟି ଗଭୀର ଯନ୍ତ୍ରଣାରେ ଚିତ୍କାର କରିଥିଲା ଆଉ ତା ପର ଦିନ ପୁଣି ଥରେ ସେହି ତିନି ଜଣ ଆସି ଦୁଷ୍କର୍ମ କରିଥିଲେ ଆଉ ଝିଅଟି ବେହୋସ୍ ହୋଇ ଯାଇଥିଲା । ଯାହା ପରେ ତାର ବାପ ଘର ଲୋକ ଆସି ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଆଉ ସବୁ ସତ ଜଣା ପଡି ଯାଇଥିଲା । ଏହା ପରେ ପୋଲିସ ସେହି ତିନି ଜଣକୁ ଗିରଫ କରି ନେଇଥିଲା । ତେବେ ଏହା ପଛର କାରଣ କଣ ଜାଣିବାରୁ ଜଣା ପଡ଼ିଥିଲା କି , ଝିଅଟି ସେହି ପୁଅକୁ ବିବାହ କରିବ ନାହିଁ ବୋଲି ମନା କରି ଦେଇଥିଲା , ଯାହା ପରେ ପୁଅଟି ପ୍ରତିଶୋଧ ନେବା ପାଇଁ ଏସବୁ କାମ କରିଥିଲା ।

Leave a Reply

Your email address will not be published. Required fields are marked *