ପିଲା ଜନ୍ମ କରିବା ପାଇଁ ଯୋଗ୍ୟ ନଥିଲା ପୁଅ, ତେଣୁ ବୋହୂ ସହିତ ସ-ମ୍ପ-ର୍କ ସ୍ଥାପନ କରି ନାତି ଆଣିବାକୁ ଚିନ୍ତା କଲେ ବାପା, କିନ୍ତୁ…

ପ୍ରାୟତଃ ଆମେ ସମସ୍ତେ ଜାଣିଛେ ଯେ କଥାରେ ଅଛି ବାପଘର ବାପଘର ହୋଇଥାଏ ଆଉ ଶାଶୁଘର ଶାଶୁଘର । ବାପଘରେ ବାପାଙ୍କ ସହିତ ଯେଉଁ ସମ୍ପର୍କ ଥାଏ ସେହି ସମ୍ପର୍କ ଶାଶୁଘରେ ପାଇବା କଷ୍ଟକର । ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ନିଜ ଶାଶୁଘରେ ମଧ୍ୟ ସେହି ସମାନ ସମ୍ପର୍କ, ପ୍ରେମ ଏବଂ ସମ୍ମାନ ପାଇପରାନ୍ତି । ସବୁବେଳେ ଗୋଟେ ଝିଅର ନିକଟତର ତା ବାପା ହିଁ ହୋଇଥାନ୍ତି । ବାହାଘର ପରେ, ଏକମାତ୍ର ଶଶୁର ଯିଏକି ଝିଅର ବାପାଙ୍କର ଅଭାବ କୁ ପୁରାଣ କରିପାରନ୍ତି ।

ଶ୍ୱଶୁର ଏବଂ ବୋହୂ ର ସମ୍ପର୍କ ବାପା ଓ ଝିଅ ର ସମ୍ପର୍କ ସହିତ ସମାନ । ଶାଶୁ ଘରେ, ବାପାଙ୍କ ଦ୍ୱିତୀୟ ରୂପ ଭାବରେ ଶଶୁରଙ୍କୁ ହିଁ ଗଣା ଯାଇଥାଏ , କିନ୍ତୁ ଅନେକ ସମୟରେ ଦେଶ ଦୁନିଆ ରୁ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ଏହି ସମ୍ପର୍କକୁ ଲଜ୍ଜାଜନକ କରିଦେଇଛି । ଏହି ସମୟ ମଧ୍ୟରେ ଜୟପୁରରୁ ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବିବାହିତା ମହିଳା ତାଙ୍କ ଶ୍ୱଶୁରଙ୍କ ବିରୋଧରେ ଏକ ଗମ୍ଭୀର ଆରୋପ ଲଗାଇଛନ୍ତି ।

ବାସ୍ତବରେ, ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଥିବା ବିଷୟ ବିଷୟରେ ଆପଣ ଜାଣିଲେ ଚକିତ ହୋଇଯିବେ । ଆପଣଙ୍କୁ ଜଣେଇଦେଉଛୁ କି ଜୟପୁର ରୋଡରେ ରହୁଥିବା ଜଣେ ବିବାହିତା ମହିଳା ତାଙ୍କ ଶ୍ୱଶୁରଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ କରି ନେଚୱା ଥାନା ରେ ମାମଲା ରୁଜ୍ଜୁ କରିଛନ୍ତି । ବିବାହିତା ମହିଳା ଜଣକ ଅଭିଯୋଗ କରୁଛନ୍ତି ଯେ ତାଙ୍କ ଶ୍ୱଶୁର ତାଙ୍କ ସହିତ ଭୁଲ ସମ୍ପର୍କ ରଖିବାକୁ ଚେଷ୍ଟା କରିଛନ୍ତି । ଯେତେବେଳେ ମହିଳା ଜଣକ ଏହାକୁ ବିରୋଧ କରିଛନ୍ତି ସେତେବେଳେ ତାଙ୍କୁ ମା-ଡ ମରା-ଯାଇଛି । କେବଳ ଏତିକି ନୁହେଁ ଏହା ପରେ ମଧ୍ୟ ତାଙ୍କୁ ଘରୁ ବାହାର କରିଦିଆଯାଇଛି ।

ଅନ୍ୟପକ୍ଷରେ, ସିକରରେ ରହୁଥିବା ବିବାହିତା ମହିଳା ତାଙ୍କ ଶ୍ୱଶୁରଙ୍କ ବିରୋ-ଧରେ ଅଭିଯୋଗ ଆଣିଛନ୍ତି ବୋଲି ନେଚୱା ଥାନା ଅଧିକାରୀ ବିମଲା ବୁଡାନିଆ କହିଛନ୍ତି । ପୀଡ଼ିତା ମହିଳାଙ୍କ ସ୍ୱାମୀ ଜଣେ ମଦୁଆ ଓ ସେ ସବୁବେଳେ ବିଭିନ୍ନ ଔଷଧ ଖାଇ ନିଶା ରେ ବୁଡି ରହିଥାଏ । ଯେତେବେଳେ ସେ ତା ସ୍ଵାମୀ ର ସନ୍ତାନ ସମ୍ବନ୍ଧୀୟ ପରୀକ୍ଷା କରେଇଲା ,ସେ ଅନୁସନ୍ଧାନରୁ ଏହା ଜାଣିପାରିଲା ଯେ ଅତ୍ୟଧିକ ମଦ ପିଉଥିବରୁ ତା ସ୍ଵାମୀର ସନ୍ତାନ ଜନ୍ମ କରିବାର କ୍ଷମତା କମ୍ ହେଇଯାଇଛି ।

ଯେତେବେଳେ ଏହି କଥା ତାଙ୍କ ଶ୍ୱଶୁର ଜାଣିଲେ, ସେ ଅପବାଦ ଭୟରେ କାହାକୁ ନ କହିବା ପାଇଁ ମହିଳା ଜଣଙ୍କ ଉପରେ ଚାପ ପକାଇଲେ । ଏହା ପରେ ଶଶୁର ଜଣକ ତାଙ୍କ ସହିତ ଶାରୀ-ରିକ ସ-ମ୍ପ-ର୍କ ରଖିବାକୁ ଅନେକ ଥର ଚେଷ୍ଟା କଲେ । ଯେତେବେଳେ ପୀଡିତା ଜଣକ ଏହାର ପ୍ରତିବାଦ କଲେ, ସେତେବେଳେ ତାଙ୍କୁ ନିର୍ଯାତନା ଦେଲେ ଓ ଘରୁ ବାହାର କରିଦେଲେ ।

ଅନ୍ୟପକ୍ଷରେ, ଯେତେବେଳେ ଏହି ଘଟଣାଟି ପୋଲିସ ପାଖରେ ରୁଜ୍ଜୁ କରାଗଲା, ଏହା ପରେ ପୋଲିସ ତାର ତଦନ୍ତ ଆରମ୍ଭ କଲା । ପ୍ରଥମରୁ ଯେତେବେଳେ ଅନୁସନ୍ଧାନ କରାଗଲା ଏହା ସାମ୍ନାକୁ ଆସିଛି ଯେ ବିବାହିତା ମହିଳାଙ୍କ ସ୍ୱାମୀ ମଧ୍ୟ ପତ୍ନୀଙ୍କ ବିରୋଧରେ ଏକ ଚୋରି ମାମଲା ରୁଜ୍ଜୁ କରିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ପୀଡିତା ଜଣକ ତାଙ୍କ ଅଭିଯୋଗରେ ତାଙ୍କ ଶାଶୁ, ଶ୍ୱଶୁର ଏବଂ ନଣଦ, ଯୌ-ତୁ-କ ନ ଆଣିଥିବାରୁ ତାଙ୍କୁ ଅତ୍ୟାଚାର କରୁଥିବାର ଅଭିଯୋଗ କରିଛନ୍ତି । ବିବାହିତା ମହିଳା ଜଣକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯୌ-ତୁକ ନ ଆଣିଥିବାରୁ ସେ ତାଙ୍କୁ ଠିକ୍ ସମୟରେ ଖାଦ୍ୟ ମଧ୍ୟ ଦେଇନାହାଁନ୍ତି । ବାହାଘର ସମୟରେ ତା ବାପଘରୁ ଆସିଥିବା ସମସ୍ତ ଗହଣା କୁ ମଧ୍ୟ ଛଡେଇ ନେଇଛନ୍ତି ।

କେବଳ ଏତିକି ନୁହେଁ, ବିବାହିତା ମହିଳା ଜଣକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେମାନେ ତାଙ୍କ ଆଲମାରୀ ଏବଂ ବାକ୍ସର ଚାବି ଛଡ଼ାଇ ନେଇଯାଇଛନ୍ତି । ବିବାହିତା ମହିଳାଙ୍କ ଦ୍ୱାରା କରାଯାଇଥିବା ଏହି ସବୁ ଅଭିଯୋଗର ତଦନ୍ତରେ ପୋଲିସ ନିୟୋଜିତ ଅଛନ୍ତି ।

Leave a Reply

Your email address will not be published. Required fields are marked *