ମହିଳାଙ୍କୁ ନାଗ ସାପ ମାରିଲା ଚୋଟ ସେଇଠି ନିଜେ ମରିଗଲା….

ସାପ କାମୁଡ଼ାରେ ମୃତ୍ୟୁ ହୁଏ ବୋଲି ଆପଣ ନିହାତି ଭାବେ ଜାଣିଥିବେ । ହେଲେ କେବେ ଶୁଣିଛନ୍ତି କି ସାପ କାମୁଡିବା ପରେ ନିଜେ ମୃତ୍ୟୁ ବରଣ କରେ ବୋଲି । ଏମିତି ଘଟଣା ହୁଏତ ଆପଣଙ୍କ ପାଇଁ ପ୍ରଥମ ଥର । ଗୋଟେ ସାପ ବର୍ତ୍ତମାନ ଜଣେ ମହିଳାଙ୍କୁ ଚୋଟ ମାରିବା ପରେ ନିଜେ ମଧ୍ୟ ମରି ଯାଇଛି । ଏମିତି ଘଟଣା ଘଟିଛି ଖୋର୍ଦ୍ଧା ଅଞ୍ଚଳରେ ।

ହଁ ବନ୍ଧୁଗଣ ମହିଳାଙ୍କୁ ଚୋଟ ମାରିଲା ନାଗ ସାପ । ହେଲେ କିଛି ସମୟ ପରେ ନାଗ ସାପ ମଧ୍ୟ ନିଜେ ମରିଗଲା । ନା ନାଗ ସାପ ବଞ୍ଚିଲା ନା ମହିଳା ବଞ୍ଚିଲେ । ହଁ ଏମିତି ଏକ ଚକିତ କଲା ଭଳି ଘଟଣା ଘଟିଛି ଯାହା ଯିଏ ଶୁଣୁଛି ସମସ୍ତଙ୍କୁ ଚକିତ କରିଦେଇଛି । ଗୋଟିଏ ସ୍ଥାନରେ ପଡିଛି ମହିଳାଙ୍କ ମୃତ ଦେହ ଆଉ ମହିଳାଙ୍କ ମୃତ ଦେହ ପାଖରୁ ଟିକେ ଆଗକୁ ପଡିଛି ଅନ୍ୟ ଜଣେ ମହିଳାଙ୍କ ମୃତ ଦେହ । ସାପଟି ମହିଳାଙ୍କୁ କାମୁଡିବା ପରେ ନିଜେ ମଧ୍ୟ ମରି ଯାଇଥିବା କୁହାଯାଉଛି । ହେଲେ ବାସ୍ତବରେ ପ୍ରକୃତ ଘଟଣା କଣ ତାହା ଉପରେ ଆସନ୍ତୁ ନଜର ପକାଇବା ।

ହଁ ଆଜ୍ଞା ମହିଳାଙ୍କୁ ମାରିଛି ନାଗ ସାପ । ଆଉ ପଡିଛି ମହିଳାଙ୍କ ମୃତ ଦେହ । ମହିଳାଙ୍କ ମୃତ ଦେହ ପାଖରେ ପଡିଛି ନାଗ ସାପର ମୃତ ଦେହ । ମହିଳା ଜଣଙ୍କ ମୃତ୍ୟୁବରଣ କରିବାର କିଛି ସମୟ ପରେ ପଡିଛି ନାଗ ସାପର ମୃତ୍ୟୁ ହୋଇଥିବା ଆଲୋଚନା ହେଉଛି । ହଁ ଆଜ୍ଞା ନାଗ ସାପ ଦଂଶନରେ ମହିଳାଙ୍କ ମୃତ୍ୟୁ ପରେ ନାଗ ସାପ ଘାଇଲା ହୋଇ ମୃତ୍ୟୁ ବରଣ କରିଛି ।

ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଥିବା ବେଳେ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ନାଗ ସାପ ଦଂଶନ କରେ ଆଉ ନାଗ ରାଜଙ୍କ ଦଂଶନରେ ଯେ କେହିବି ମୃତ୍ୟୁ ବରଣ କରନ୍ତି ଏହା କୌଣସି ନୂଆ ଘଟଣା ନୁହେଁ ହେଲେ କିନ୍ତୁ ଏହି ଘଟଣା ସମସ୍ତଙ୍କୁ ଏଇଥି ପାଇଁ ଚକିତ କରୁଛି କି ମହିଳା ଜଣଙ୍କ ମୃତ୍ୟୁ ହେବାର ମାତ୍ର କିଛି ସମୟ ଯାଇନାହିଁ । ନାଗ ରାଜଙ୍କ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ତେବେ ସମସ୍ତଙ୍କ ମନରେ ବର୍ତ୍ତମାନ ଗୋଟେ ବଡ ପ୍ରଶ୍ନ ଉଙ୍କି ମାରୁଛି କି ସାପ ତ ମରିଲା ମରିଲା କେଉଁ ଭଳି ଭାବେ ସାପ ମରି ଗଲା ।

ଏହି ଘଟଣା ଘଟିବା ପରେ ଏହି ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିଛି ସମୟ ପାଇଁ ଅନେକ ଲୋକଙ୍କ ଭିଡ଼ ଜମିଥିଲା ଏହି ଘଟଣା ଯିଏ ଶୁଣୁଥିଲା ତାହା ସମସ୍ତଙ୍କୁ ଚକିତ କରୁଥିଲା । ସେପଟେ ମହିଳାଙ୍କ ମୃତ୍ୟୁରେ ସମସ୍ତେ କାନ୍ଦୁଥିବା ବେଳେ ଏହି ଘଟଣା କିନ୍ତୁ ସମସ୍ତଙ୍କୁ ଚକିତ କରୁଥିଲା । ତେବେ ଯାହା କୁହାଯାଉଛି କି ଯେତେବେଳେ ନାଗ ସାପ ଦଂଶନ କରିଥିଲା ଆଉ କିଛି ସମୟ ପରେ ଯେତେବେଳେ ନାଗ ସାପ ଦଂଶନରେ ମହିଳା ମୃତ୍ୟୁବରଣ କରିଥିଲେ ସେହି ସମୟରେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଇଥିଲା ।

ଆଉ ମହିଳାଙ୍କ ମୃତ୍ୟୁ ହୋଇଛି କି ନାହିଁ ଏହି କଥା ଗ୍ରାମବାସୀଙ୍କ ପାଖରେ ପହଞ୍ଚିଛି କି ନାହିଁ ନାଗ ରାଜ ମଧ୍ୟ ମୃତ୍ୟୁ ବରଣ କରିଥିଲେ । ତେବେ ଏହି ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅନ୍ତର୍ଗତ ହରିପୁର ପଞ୍ଚାୟତର । ବଡ଼ ପଦର ଗ୍ରାମ ନୂଆ ସାହିର କଥା । ଯେଉଁଠି ସଉରୀ ଗୁରି ନାମକ ଏକ ମହିଳାଙ୍କୁ ନାଗ ସାପ ଦଂଶନ କରିଥିଲା ।

ତେବେ ଯେତେବେଳେ ମହିଳାଙ୍କୁ ନାଗ ସାପ କାମୁଡି ଦେଇଥିଲା ସେତେବେଳେ ମହିଳା ଜଣଙ୍କ ନାଗ ସାପଟିକୁ ଚିହ୍ନଟ କରି ଏହା ନାଗ ସାପ ବୋଲି ସମସ୍ତଙ୍କୁ ଜଣାଇ ଥିଲେ । ତେବେ ତୁରନ୍ତ ସମୟ ନଷ୍ଟ ନକରି ପ୍ରଥମେ ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ଆଉ ପରେ ଖୋର୍ଦ୍ଧା ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ମହିଳାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ତେବେ ଏହି ଘଟଣା ସାରା ଅଞ୍ଚଳରେ ପବନ ବେଗରେ ବ୍ୟାପି ଯାଇଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ବେଶ ଚକିତ କରିଛି ।

Leave a Reply

Your email address will not be published. Required fields are marked *