କେଉଁ ପା-ପ ପାଇଁ ଯୋଡ଼ା ଶ୍ରାବଣରେ ଚାଲିଗଲା 5 କାଉଡ଼ିଆଙ୍କ ଜୀବନ।:-

ଅଧାରେ ରହିଗଲା ଶିବ ଦର୍ଶନ। ଝୁଲିଥିଲା ବିଦ୍ୟୁତ ତାର ନେଇଗଲା 5 କାଉଡ଼ିଆଙ୍କ ଜୀବନ। କାହିଁକି ରାଗିଲେ ତୃତୀୟ ନୟନ। କେଉଁ ଭୁଲ ପାଇଁ ଚାଲିଗଲା କାଉଡ଼ିଆଙ୍କ ଜୀବନ। ଆଜ୍ଞା ହଁ ମହାଦେବଙ୍କୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ଘଟିଛି ଅଘ-ଟଣ।

ବିଦ୍ୟୁତ୍ ଆଘା-ତରେ ଗଲା 5 ଜଣ କାଉଡିଆ ଭକ୍ତଙ୍କ ଜୀବନ, ଅନ୍ୟ 5 ଜଣଙ୍କ ଅବସ୍ଥା ଗୁରୁ-ତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭା-ବନୀୟ ଘ-ଟଣା ଘ-ଟିଛି ଉତ୍ତରପ୍ରଦେଶ ମେରଟର ପରିକ୍ଷିତଗଡ଼ ଅଞ୍ଚଳରେ। ପାଣି ନେଇ ଯାଉଥିବାବେଳେ ହଠାତ୍ ଉପରେ ଯାଇଥିବା 11 କେଭି ବିଦ୍ୟୁତ୍ ତାର ସେମାନଙ୍କ ଉପରେ ଛିଡିପଡିଥିଲା।

ଫଳରେ ଏଭଳି ଭ-ୟାନକ ଦୁର୍ଘ-ଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କାଉଡିଆମାନେ ଯାଉଥିବା ଡିଜେ ଗାଡି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ପୋଲକୁ ଧ-କ୍କା ଦେବାରୁ ତାର ଛିଡିଯାଇ କାଉଡିଆଙ୍କ ଉପରେ ପଡିଥିଲା, ଫଳରେ ଘଟ-ଣାସ୍ଥଳରେ ହିଁ ମୃ-ତ୍ୟୂୁ ହୋଇଛି।

ଏହି କାଉଡିଆମାନେ ହରିଦ୍ୱାରରୁ ଆସୁଥିବାବେଳେ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ, ଆଉ ଏହି ଦୁର୍ଘ-ଟଣା ଘଟିଥିଲା। ଲୋକେ କହୁଛନ୍ତି ବୋଧ ହୁଏ ଏହି କାଉଡ଼ିଆମାନେ କୌଣସି ପାପ କାର୍ଯ୍ୟ କରିଥିଲେ ସେଥିପାଇଁ ଆଜି ତାଙ୍କର ଏପରି ମୃ-ତ୍ୟୁ ଘଟିଛି। ବୋଧ ହୁଏ ଭଗବାନ ଶିବ ରା-ଗି ଯାଇ ପାପୀ ମାନଙ୍କୁ ଦ-ଣ୍ଡ ଦେଇଛନ୍ତି। କିନ୍ତୁ ସେ ଯାହା ହେଉ ପଛେ ଏପରି ବିଦ୍ୟୁତ ତାର ଲାଗି କାଉଡ଼ିଆଙ୍କ ଜୀବନ ଚାଲିଯିବା ବହୁତ ଦୁଃ-ଖଦପୂର୍ଣ୍ଣ।

Leave a Reply

Your email address will not be published. Required fields are marked *