ମୃତ ପୁଅର ସବ ସଂସ୍କାର କଲେ ପୁଣି ଦୀର୍ଘ ୨୯ ଦିନ ପରେ ପୁଅ କାର୍ତିକ ନିଜ ଗାଁ କୁ ଫେରିଛି ।

କା-ନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ । କାରଣ ଦୀର୍ଘ ୨୯ ଦିନ ପରେ ଗାଁର ନି-ଖୋଜ ଥିବା ପୁଅ କାର୍ତ୍ତିକ ଫେରିଛି ନିଜ ଗାଁକୁ ହେଲେ ଜୀବିତ ଅବସ୍ଥାରେ ନୁହେଁ । ତାର ମୃ-ତ ଶରୀର ଆଜି ଗାଁକୁ ଆସିଛି । ଆଉ ପୁଅ ମୃ-ତ ଦେହକୁ ଦେଖି ମା ଛାତି ଫଟେଇ କାନ୍ଦୁ-ଛି ତାହା ଆପଣ ମାନେ ଏହି ଭିଡ଼ିଓରେ ଦେଖି ପାରୁଥିବେ । ଆଉ ସମସ୍ତଙ୍କ ଆଖିରୁ ଝରି ପଡୁଛି ଲୁହ । ସମସ୍ତେ ଝୁରୁଛନ୍ତି କାର୍ତ୍ତିକକୁ । ଗତ ୨୯ ଦିନ ହେଲା ସାଙ୍ଗ ମାନଙ୍କ ସହିତ ଯାଇଥିଲା ହେଲେ ଆଉ ଘରକୁ ଫେରି ନଥିଲା । ସାଙ୍ଗ ମାନଙ୍କୁ ପଚାରିବାରୁ ସେମାନେ କିଛି କହି ନଥିଲେ । ଆଉ ସେବେଠାରୁ ପୁଅକୁ ଖୋଜୁଥିଲେ ପରିବାର ଲୋକେ ।

ଶେଷରେ ୨୯ ଦିନ ପରେ ପୁଅକୁ ପାଇଛନ୍ତି ସେ ଭି ପୁଣି ମୃ-ତ ଅବସ୍ଥାରେ । ପୁଅକୁ କେହି ହ-ତ୍ୟା କରି ପୋତି ଦେଇଥିବା ଅଭି-ଯୋଗ କରିଛନ୍ତି ପରିବାର ଲୋକେ । ସବୁଠାରୁ ଦୁଃ-ଖର କଥା ହେଉଛି ଯେ ମୃ-ତ କାର୍ତ୍ତିକର ହୋଇଛି ଦୁଇ ଦୁଇଥର ଶ-ବ ସ-ତ୍କାର । ତେବେ ଏମିତି ଏକ ଦୁଃ-ଖଦ ଓ ଆଶ୍ଚର୍ୟ୍ଯକର ଘ-ଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ବୋରିବାଗ ଗାଆଁରେ ।

ସମ୍ପୂର୍ଣ ଘ-ଟଣା ସମ୍ପର୍କରେ ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ୟ୍ଯ ହୋଇଯିବେ । କାରଣ ଘଟ-ଣାଟି ସେତିକି ଲୋମହ-ର୍ଷଣକାରୀ । ବୋରିବାଗ ଗାଆଁର କିଶୋର ରଣାଙ୍କ ୨୨ ବର୍ଷୀୟ ପୁଅ କାର୍ତ୍ତିକ ରଣା ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଫର୍ଣିଚର୍ ଦୋକାନରେ କାର୍ଯ୍ୟ କରୁଥିଲେ । ଆଉ ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳି ଯାଇଥାଏ ।

କିନ୍ତୁ ଗତ ଜୁନ୍ ମାସ ୧୫ ତାରିଖ ପହଲି ରଜ ଦିନ ବାପା ମାଙ୍କୁ କହି ଯାଇଥିଲା ପୁରୀ ଯାଉଛି ଆଉ ସେବେଠାରୁ ଘରକୁ ଫେରି ନଥିଲା । ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ବହୁତ୍ ଖୋଜା ଖୋଜି କରିଥିଲେ କିନ୍ତୁ ପୁଅ ମିଳିନଥିଲା । ତେଣୁ ଏନେଇ ଜୁନ୍ ୨୧ରେ ବିଞ୍ଝାରପୁର ଥା-ନରେ ଲିଖିତ ଅଭି-ଯୋଗ କରିଥିଲେ ।

ଅନ୍ୟପଟେ ଜୁନ୍ ୧୬ ତାରିଖରେ ଯାଜପୁର ନିକଟରେ ଥିବା ଏକ ପୋଖରୀରୁ ଜଣେ ଯୁବକଙ୍କ କ୍ଷ-ତ ବିକ୍ଷତ ମୃ-ତ ଦେହ ଉ-ଦ୍ଧାର କରାଯାଇଥିଲା ଆଉ ସେମାନେ ଭାବିଥିଲେ ସେଇଟା ତାଙ୍କ ପୁଅ କାର୍ତ୍ତିକ ବୋଲି । ତେଣୁ ଶ୍ମଶା-ନରେ ପୋତି ଦେଇଥିଲେ ପୁଅକୁ । ଯାଜପୁର ଥା-ନା ପୋ-ଲିସ ସହାୟତାରେ ପୁନଃ ଶ-ବକୁ ଖୋଲି ଡିଏନଏ ଟେଷ୍ଟ କରାଯିବା ପରେ ଜଣା ପଡିଥିଲା କି ସାଙ୍ଗମାନେ ତାର ଜୀବନ ନେଇ ପୋତି ଦେଇଥିଲେ ଆଉ ପୋ-ଲିସ୍ ଏବେ ସାଙ୍ଗକୁ ଅଟକ ରଖି ପଚରା ଉଚରା ଜାରି ରହିଛି । ଆଉ ୨୯ ଦିନ ପରେ ପୁଅର ଶ-ବକୁ ପାଇ କାନ୍ଦୁ-ଛନ୍ତି ଘରଲୋକ ।

Leave a Reply

Your email address will not be published. Required fields are marked *