କଙ୍ଗାରୁକୁ କମଜୋର ଭାବିଥିଲା, ଗୋଟିଏ ଚାପୁଡାରେ ଦିନରେ ଜହ୍ନ ଦେଖେଇ ଦେଲା : ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଏହି ହୃଦୟ ଥରେଇ ଦେବା ଭଳି ଭିଡିଓରେ ଆପଣ ଦେଖି ପାରିବେ ଯେ ଗୋଟିଏ କୁକୁର ପାଣିରେ ପଶି ଗୋଟିଏ କୁମ୍ଭୀର ସହ ପଙ୍ଗା ନିଏ। କିନ୍ତୁ କୁମ୍ଭୀର ସେହି ସମୟରେ ବହୁତ ଦୂରରେ ଥିଲା ଏବଂ କୁକୁର କିଛି ସମୟ ପରେ ପାଣିରୁ ବାହାରି ଆସିଲା।ଏହି କୁକୁରର ସାହାସ ଦେଖି ପାଖରେ ଥିବା ତା ଭାଇ ନିଜକୁ ସାହାସୀ ଦେଖେଇ ପାଣିରେ ପଶି ଯାଇଥାଏ। କିନ୍ତୁ ଏଥର ଭାଗ୍ୟ ତାଙ୍କ ସହିତ ନଥିଲା। ପାଣିରେ ପଶି କୁମ୍ଭୀର ସହିତ ପଙ୍ଗା ନେଲେ କଣ ଆଜି ତାଙ୍କୁ ଜଣା ପଡ଼ିଗଲା ଏବଂ ଗୋଟିଏ ଛୋଟ ଭୁଲ ସେହି କୁକୁରର ଜୀବନ ଶେଷ କରିଦେଲା।

ଏଠାରେ ଏହି ଚିତାର ସାମ୍ନା ଗୋଟିଏ ନୁହେଁ ବରଂ ଗୋଟିଏ ହେଟାବାଘ ଦଳ ସହିତ ହୋଇ ଯାଇଥିଲା। ପ୍ରଥମେ ତ ଚିତା ସେମାନଙ୍କୁ ଡରେଇବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ଦୁନିଆରେ ସବୁଠାରୁ ସ୍ପିଡ ଦୌଡୁଥିବା ଜୀବ ଆଜି ହେଟାବାଘ ସାମ୍ନାରେ ହାର ମାନି ଯାଇଥିଲା ଏବଂ ଜୀବନ ବଞ୍ଚେଇ ପାଖରେ ଥିବା ଗଛ ଉପରେ ଚଢ଼ିଗଲା ଏବଂ ଏହିକଥା ସମ୍ଭବ ହୋଇଥିଲା କେବଳ ହେଟାବାଘ ମାନଙ୍କ ମଧ୍ୟରେ ଥିବା ୟୁନିଟ ଯୋଗୁଁ ଏବଂ ସେମାନେ ଗୋଟିଏ ଭୟଙ୍କର ଶିକାରୀକୁ ମଧ୍ୟ ହରେଇ ଦେଇଥିଲେ।

ବନ୍ଧୁଗଣ ଏହି ଭିଡିଓରେ ଆପଣ ଦେଖିବେ ଯେ ଗୋଟିଏ କୁମ୍ଭୀର ଛୁଆ ପଡ଼ିଆରେ ଶୋଇ ଖରାର ମଜା ନେଉଥିଲା କିନ୍ତୁ ହଠାତ ସେଠାକୁ କିଛି ବଡ ଗେଣ୍ଡାଳିଆ ପକ୍ଷୀ ଆସି ଯାଆନ୍ତି ପ୍ରଥମେ କୁମ୍ଭୀର ଛୁଆଟି ସେମାନଙ୍କୁ ଡରେଇବା ପାଇଁ ଚେଷ୍ଟା କରେ କିନ୍ତୁ ବହୁତ ଶୀଘ୍ର ନିଜ ଭୁଲ ବୁଝିପାରି ସେଠାରୁ ଜୀବନ ବଞ୍ଚେଇ ଦୌଡ଼ି ପଳା ଏ କାରଣ ଏତେବଡ଼ ଗେଣ୍ଡାଳିଆ ପକ୍ଷୀଙ୍କ ଥଣ୍ଟ ମାଡ଼ରେ ତାର ମୃ-ତ୍ୟୁ ମଧ୍ୟ ହୋଇ ପାରିଥାନ୍ତା।

ଜଙ୍ଗଲରେ ଘଟିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣାରେ କିଛି ପର୍ଯ୍ୟଟକ ଦେଖିଲେ ଯେ ଗୋଟିଏ ସିଂହ ଗୋଟିଏ କୁକୁର ଉପରକୁ ଆକ୍ର-ମଣ କରି ଦେଇଥାଏ। ପ୍ରଥମେ ସେମାନଙ୍କୁ ଲାଗିଥାଏ ଯେ ଆଜି କୁକୁର ବଞ୍ଚିବ ନାହିଁ କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି କୁକୁର ନାଁ କେବଳ ବଞ୍ଚିଲା ବରଂ ସିଂହ ସହିତ ଲଢେ଼ଇ କରିବା ପାଇଁ ପଛେଇଲା ନାହିଁ କିଛି ସମୟ ପରେ ଖେଳ ଓଲଟା ପଡ଼ିବାକୁ ଲାଗିଲା। ଯେତେବେଳେ ଶିକାରୀ ଶିକାର ପାଲଟିଗଲା।ଏବେ କୁକୁର ଆକ୍ର-ମଣ କରିବା ମୁଡକୁ ଚାଲି ଯାଇଥିଲା ଏବଂ କୁକୁରର ଆକ୍ର-ମଣ ଦେଖି ସିଂହ ଭଳି ପଶୁ ମଧ୍ୟ ପଛକୁ ହଟି ସେଠାରୁ ଚାଲି ଯାଇଥିଲା।

ବନ୍ଧୁଗଣ ଅହିରାଜ ସାପ କେତେ ଭୟଙ୍କର ହୋଇଥାଏ ଏକଥା ତ ଆମେ ସମସ୍ତେ ଜାଣିଛେ।ଏଠି ଏକ ଅହିରାଜ ସାପ ଗୋଟିଏ ବଡ଼ ବଗକୁ ଶିକାର କରିବା ପାଇଁ ତା’ର ପରକୁ କାମୁଡି ଧରିଥିଲା କିନ୍ତୁ ଏତେସବୁ ହେବା ପରେ ମଧ୍ୟ ଏହି ବଗ ଆଜି ହାର ମାନିବା ମୁଡ଼ରେ ନଥିଲା ଏବଂ ନିଜ ଜୀବନ ବଞ୍ଚେଇବା ପାଇଁ ଲଗାତର ସାପର ମୁଣ୍ଡକୁ ନିଜ ଥଣ୍ଟ ଦ୍ବାରା ଆଘାତ କରିବାକୁ ଲାଗିଥିଲା। ଏମିତି ଲଢେଇ ବହୁ ସମୟ ପର୍ଯ୍ୟନ୍ତ ଲାଗି ରହିଥିଲା। କିନ୍ତୁ ଶେଷରେ ବଗର ସାହସ ସାମ୍ନାରେ ହାର ମାନିବାକୁ ପଡ଼ିଥିଲା ଏବଂ ସେ ନିଜ ଜୀବନ ବଞ୍ଚେଇ ପାଣିରୁ ବାହାରି ଆସିଲା।

ଏହି ଭିଡିଓରେ ଗୋଟିଏ କାର ତଳେ ଗୋଟିଏ ବିଲେଇ ବଞ୍ଚିଥିଲା। କିନ୍ତୁ ହଠାତ ସେଠାକୁ ଗୋଟିଏ ପୋଷା କୁକୁର ଚାଲି ଆସିଥିଲା ଏବଂ ବିଲେଇକୁ ଦୁର୍ବଳ ଦେଖି ତାକୁ ହଇରାଣ କରିବାକୁ ଲାଗିଲା ପ୍ରଥମେ ବିଲେଇ ଡିଆଁ ମାରି କାର ତଳୁ ବାହାରି ଆସେ ତଥାପି କୁକୁର ସେଠାରୁ ନଯିବା ଦେଖି କୁକୁର ପାଖକୁ ଗୋଡେଇ ଯାଏ।କେବଳ ଏତିକିରେ କୁକୁର ଏକାମୁହାଁ ହୋଇ ସେଠାରୁ ଚାଲିଯାଏ ଏବଂ ଏହା ପରଠାରୁ ସେହି କୁକୁରକୁ ବିଲେଇ ମାନଙ୍କୁ ହଇରାଣ କରିବାର ଦେଖା ଯାଇନାହିଁ।

ବନ୍ଧୁଗଣ ଏହି ପରବର୍ତ୍ତୀ ଭିଡିଓରେ ଆପଣ ଦେଖିବେ ଯେ ଗୋଟିଏ ବିଷଧର ସାପ ଏହି ବିଲେଇକୁ କାମୁଡ଼ିବା ପାଇଁ ଚେଷ୍ଟା କରିଥାଏ କିନ୍ତୁ ବହୁତ ଶୀଘ୍ର ତାକୁ ଏହି ଭୁଲ ପାଇଁ ପଶ୍ଚାତାପ କରିବା ପାଇଁ ପଡ଼ିଗଲା ଯେତେବେଳେ ବିଲେଇ ସାପକୁ ନିଜ ନଖ ଦ୍ବାରା ଆକ୍ର-ମଣ କରିବାକୁ ଲାଗିଲା ଏହାପରେ ସାପ ନିଜ ଜୀବନ ବଞ୍ଚେଇ ଗଛ ଉପରକୁ ଚଢ଼ିବାକୁ ଲାଗିଲା କିନ୍ତୁ ବିଲେଇ ଆଜି ଏତେ ସହଜରେ ଛାଡିବାର ନଥିଲା ସେ ଗଛ ଉପରେ ଚଢ଼ି ସାପକୁ କାମୁଡି ଦେଲା ଏବଂ ଧିରେଧିରେ ତାର ଖେଳ ଶେଷ କରିଦେଲା।

ଏବେ ଏହି ଶେଷ ଭିଡିଓରେ ଆପଣ ଦେଖିବେ ଯେ ଗୋଟିଏ କୁକୁର ନିକ ମାଲିକ କଥା ନମାନି ଗୋଟିଏ କଙ୍ଗାରୁକୁ କାମୁଡିବା ପାଇଁ ତା’ର ପଛେ ପଛେ ଏକ ଖାଲରେ ପଶିଗଲା କିନ୍ତୁ ଏହା ପରେ ଯାହା ଘଟିଲା ତାହା କୁକୁର ଜୀବନ ସାରା ଭୁଲି ପାରିବ ନାହିଁ କଙ୍ଗାରୁ କୁକୁରକୁ ଧରି ତାକୁ ବୁଡ଼େଇ ମାରିଲା ଏବଂ ଏମିତି ଶଟ ଖାଇବା ପରେ କୁକୁରକୁ ଦିନରେ ଜହ୍ନ ଦେଖା ଯାଇଥିଲା।

Leave a Reply

Your email address will not be published. Required fields are marked *