ସେ ସବୁ ବେଳେ ମତେ କୁହେ ମୁଁ ଟିକେ ଉଦିତ ନାରାୟଣଙ୍କ ସହ ଫଟୋ ଉଠେଇବି, ସେ ବହୁତ୍ ଭଲ ପିଲା ରା-ଗରେ ଏମିତି କିଛି କରିଦେଇଛି: ଶୁଭମ।

ୟୁଟୁବର ଅନଟାଲେଣ୍ଟଡ୍ ଗାଏ କୁ ସବୁ ଓଡ଼ିଶା ବାସୀ ଜାଣିଛନ୍ତି। କେତେଜଣ ତାଙ୍କୁ ପସନ୍ଦ କରନ୍ତି ତ କେତେଜଣ ତାଙ୍କର ଭିଡ଼ିଓରେ ଗା-ଳି ଗୁ-ଲଜ କରିବାକୁ ନେଇ ଘୃଣା କରନ୍ତି। ସୂଚନା ଅନୁସାରେ ଗତ କିଛି ଦିନ ତଳେ ଉଦିତ ନାୟକ ଓରଫ ଅନଟାଲେଣ୍ଟଡ୍ ଗାଏ ୟୁଟୁବ ଚ୍ୟାନେଲରେ ଗୋଟେ ଭିଡିଓ ପୋଷ୍ଟ କରିଥିଲେ। ସେଇ ଭିଡିଓରେ ଥିବା କମେଣ୍ଟକୁ ନେଇକି ଉଦିତ ବହୁତ୍ ରହିଯାଇଥିଲେ। ।

ସେଥିପାଇଁ ସେ ଏବଂ ତାଙ୍କର ୫ ଜଣ ସାଙ୍ଗ କମେଣ୍ଟ ଦେଇଥିବା ଯୁବକଙ୍କ ଗାଁ ପାଖକୁ ଯାଇ ତାକୁ ଗା-ଳିଗୁ-ଲଜ କରି ବାଡ଼ିଆ ପିଟା କରିଥିଲେ ଏଥି ମଧ୍ୟରେ ଉଦିତଙ୍କ ହାତରୁ ଗୁ-ଳି ଫୁଟି ଦୁଇ ଜଣ ଆ-ହାତ ହେଇ ମେଡିକାଲ ରେ ପଡିଛନ୍ତି। ସେଥିପାଇଁ ପୋ-ଲିସ୍ ଉଦିତଙ୍କୁ ଗି-ରଫ କରି ଥା-ନାକୁ ନେଇଛି।

ଉଦିତ ଏବଂ ତାଙ୍କ ସାଙ୍ଗମାନେ ଜେ-ଲ୍ ଯିବାପରେ ଅନେକ ଲୋକ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୁନା କଣ୍ଢେଇ ଆଲବମ୍ କରିଥିବା ଶୁଭମ୍ କହିଛନ୍ତି ଉଦିତ ଗୋଟେ ଭଲ ପିଲା। ମୁଁ ତାକୁ ବହୁତ୍ ଆଗରୁ ଜାଣିଛି। ମୁଁ ଯେତେବେଳେ ନ୍ୟୁଜ୍ ରୁ ଏକଥା ଜାଣିଲି ମୁଁ ଭାବି ପାରିଲିନି ଯେ ଏତେ ଭଲ ପିଲା ଏମିତି କାମ କରିପାରିବ।

ତାର କେବଳ ଗୋଟେ ଖରାପ୍ ଅଭ୍ୟାସ ସେ ନିଜ ରାଗକୁ ନିଜ ନିୟନ୍ତ୍ରଣରେ ରଖି ପାରେନି ସେଥିପାଇଁ ସେ ଏମିତି କରି ଦେଇଛି। ରୋଡ଼ ଉପରେ ଗୁଳି ଚଳାଇବା ଭୁଲ ମୁଁ କେବେବି ଭୁଲକୁ ଠିକ୍ କହି ତାକୁ ସମର୍ଥନ କରିବିନି। ମୁଁ ଯେତେବେଳେ ଉଦିତ ନାରାୟଣଙ୍କ ସହ ଗୀତ କରୁଥିଲି ସେ ସବୁ ବେଳେ ମତେ କୁହେ ମୁଁ ଟିକେ ଉଦିତ ସାରଙ୍କୁ ଦେଖିବାକୁ ଯିବି।

ବିନା ହେଟରସ୍ ରେ ଗୋଟେ ଅଭିନେତା କେବେ ଆଗକୁ ବଢ଼ି ପାରିବନି। ସେଥିପାଇଁ ଗୋଟେ ଅଭିନେତା ପାଇଁ ହେଟରସ୍ ଯେମିତି ତା ଫଲୱର୍ସ ମଧ୍ୟ ସେମିତି। ଯଦି କୋଉ ହେଟରସ୍ କୋଉ ଝିଅକୁ ନେଇ କିଛି ଖରାପ୍ କମେଣ୍ଟ ଦେଲା ତେବେ ନିଜକୁ ନିୟନ୍ତ୍ରଣରେ ରଖିବା ଦରକାର ଆଗକୁ ୟା ଠାରୁ ଅଧିକ କିଛି ଦେଖିବାକୁ ମିଳିଥାନ୍ତା।

ସେ ତା ଭିଡିଓ ରେ ଏମିତି ଗା-ଳି ଗୁ-ଲଜ କରେ କିନ୍ତୁ ସେ ବଡ଼ ଲୋକ ମାନଙ୍କୁ ବହୁତ୍ ସମ୍ମାନ ଦିଏ। ମତେ ସେ ଯେତେବେଳେ ଦେଖା ହୁଏ ସବୁବେଳେ ଭାଇ ନମସ୍କାର ବୋଲି କୁହେ। ସେ କେବେ ଜୋରେ ରା-ଗିକି କାହାକୁ କଥା କହିବା ମୁଁ ସୁଣିନି। ନିଜ ରା-ଗ ପାଇଁ ସେ ଆଜି ଜେ-ଲରେ। ଆଗରୁ ଲୋକ ତାକୁ ଭଲ ପାଉଥିଲେ ଏବେ ସେ କ’ଣ ବିପ-ଦରେ ପଡ଼ିଛି ବୋଲି ସମସ୍ତେ ତାକୁ ଗା-ଳି ଦେଉଛନ୍ତି।

Leave a Reply

Your email address will not be published. Required fields are marked *