ପାରିବାରିକ ବି-ବାଦ ନେଲା ହ-ତ୍ୟାର ରୂପ , ପ୍ରଥମେ ସ୍ତ୍ରୀକୁ ମାରିଲେ ଆଉ ତାପରେ ନିଜେ ମ-ରିଲେ ସ୍ଵାମୀ

ବେଳେବେଳେ କିଛି ଜିନିଷ ଏତେ ଭ-ୟଙ୍କର ହୋଇଯାଏ ଯେ , ତାକୁ ଅଟକାଇବା କ-ଷ୍ଟକର ହୋଇ ଯାଇଥାଏ । ଯେପରିକି ଏହି ବିବାଦ ଏତେ ଗମ୍ଭୀର ରୂପ ଧାରଣ କରିଥାଏ , ଶେଷରେ ମଣିଷ ମଣିଷକୁ ହତ୍ୟା କରିବାକୁ ପଛାଇ ନଥାଏ । ତେବେ ଆପଣ ଜାଣିଥିବେ କି , ବର୍ତ୍ତମାନର ଦୁନିଆଁରେ ଏପରି ଅନେକ ହ-ତ୍ୟା ଘଟ-ଣା ଘଟୁଛି , ଯାହା ମଧ୍ୟରୁ ଅଧାରୁ ଅଧିକ କେବଳ ପାରିବାରିକ ବି-ବାଦ ପାଇଁ ହେଉଛି । ଆଉ ସେଥି ମଧ୍ୟରୁ ଆଉ ଅଧା କେବଳ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝ-ଗଡା ପାଇଁ ହେଉଛି , ଯେଉଁଠି ସ୍ଵାମୀ କିମ୍ବା ସ୍ତ୍ରୀ ଦୁହିଁଙ୍କ ମଧ୍ୟରୁ କାହାର ନା କାହାର ଜୀବନ ଚାଲି ଯାଉଛି ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଛାତି ଥରାଇ ଦେଇପାରେ । କେବେ ହ-ତ୍ୟାର ଲାଇଭ୍ ଭିଡିଓ ଦେଖିଛନ୍ତି କି ? ତେବେ ଏହାର ଉତ୍ତରରେ ଆପଣ ନିଶ୍ଚିତ ଭାବରେ ନା କହିବେ । କାହିଁକି ନା ଆଗରୁ ଏତେ ଦୁନିଆଁ ଆଗକୁ ଯାଇ ନଥିଲା ଯେ , ସବୁର ଭିଡିଓ ଦେଖିବାକୁ ମିଳିବ । କିନ୍ତୁ ବର୍ତ୍ତମାନର ସମୟରେ ସବୁର ଦୃ-ଶ୍ୟ ଦେଖିବାକୁ ମିଳୁଛି । ସୋସିଆଲ ମିଡ଼ିଆ ଜଗତରେ ଯିଏ ଯାହା କରିବା ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଉଛନ୍ତି ।

ତେବେ ଏପରି ଏକ କାଣ୍ଡ କରିଛନ୍ତି ଜଣେ ସ୍ଵାମୀ। ନିଜ ସ୍ତ୍ରୀଙ୍କୁ ହ-ତ୍ୟା କରିବା ସମୟରେ ସୋସିଆଲ ମିଡିଆରେ ଲାଇଭ ଭିଡିଓ ପୋଷ୍ଟ କରିବା ସହିତ ନିଜ ଆ-ତ୍ମହ-ତ୍ୟାର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ସେ । ସୂଚନା ଅନୁଯାୟୀ , ଭଦ୍ରକ ଜିଲ୍ଲାରେ ଘଟି ଯାଇଛି ଏପରି ହୃଦୟ ବିଦା-ରକ ଘ-ଟଣା । ଧାମନଗର ଥା-ନା ଅନ୍ତର୍ଗତ ମଲଲସାହିର ଭାସ୍କର ସାମଲ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖିବାକୁ ମିଳିଥିଲା । ଆଉ ଏହି ପାରି-ବାରିକ ବି-ବାଦ ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଥିଲା କି , ଭାସ୍କର ନିଜ ସ୍ତ୍ରୀଙ୍କୁ ହାଣି କରି ହ-ତ୍ୟା କରିଥିଲେ । ପ୍ରଥମେ ତାଙ୍କ ବେକକୁ ଏକ ଧାରୁଆ ଅ-ସ୍ତ୍ରରେ ଦୁଇ ଚୋଟ ପକାଇ ଦେଇଥିଲେ । ଯାହାପରେ ତାଙ୍କ ସ୍ତ୍ରୀଙ୍କ ଘଟଣା ସ୍ଥଳରେ ହିଁ ମୃ-ତ୍ୟୁ ହୋଇ ଯାଇଥିଲା ।

ଆଉ ଯାହାପରେ ସେ ନିଜେ ବାହାରି ଥିଲେ ଆ-ତ୍ମହ-ତ୍ୟା କରିବା ପାଇଁ । ଗାଆଁର ଶେଷ ମୁଣ୍ଡରେ ରହିଥିବା ଏକ ଗଛରେ ସେ ଫା-ଶୀ ହୋଇ ଯାଇଥିଲେ ଆଉ ସେ ସବୁକୁ ଫେସବୁକ୍ ରେ ଲାଇଭ କରି ଛାଡି ଥିଲେ । ଆଉ ଝୁଲି ପଡ଼ିଥିଲେ ସେ । ତେବେ ଏହାପରେ ଗାଆଁ ଲୋକ ସେଠାରେ ପହଞ୍ଚିବା ବେଳକୁ ସବୁକିଛି ଶେଷ ହୋଇ ଯାଇଥିଲା । ତେବେ ବର୍ତ୍ତମାନ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଘଟ-ଣାର ତ-ଦନ୍ତ କରିବା ସହିତ ଘର ଭିତରେ ର-କ୍ତ ଯୁ-ଡୁବୁ-ଡୁ ଅବସ୍ଥାରେ ପଡ଼ିଥିବା ଶ-ବକୁ ଉ-ଦ୍ଧାର କରିଥିଲା ଆଉ ତାପରେ ବ୍ୟବ-ଚ୍ଛେଦ କରିବା ପାଇଁ ପଠାଇବା ସହିତ ଭାସ୍କରଙ୍କ ଶ-ବକୁ ମଧ୍ୟ ଉ-ଦ୍ଧାର କରିଥିଲା । ତେବେ ବର୍ତ୍ତମାନ ସମୟରେ ପୋ-ଲିସ ଗାଆଁ ଲୋକ ମାନଙ୍କୁ ପଚ-ରା ଉ-ଚରା କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *